Breaking News

ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||     

ପୁରୁଷୋତ୍ତମପୁର ଡ଼ାକବଙ୍ଗଳା ଠାରେ ଭଏସ ଅଫ ମିଡ଼ିଆର ଜିଲ୍ଲା ସ୍ତରୀୟ ସାଙ୍ଗ ଠନିକ ବୈଠକ ଅନୁଷ୍ଠିତ |

02-Sep-2025

ପୁରୁଷୋତ୍ତମପୁର ଡ଼ାକ ବଙ୍ଗଳା ଠାରେ ଗଞ୍ଜାମ ଜିଲ୍ଲା ଭଏସ ଅଫ ମିଡ଼ିଆ ର ସାଙ୍ଗ ଠନିକ ବୈଠକ ଅନୁଷ୍ଠିତ |

        ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁରଡାକ ବଙ୍ଗଳା ଠାରେ  ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଏବଂ ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ ଓ ଅରୁଣ କୁମାର ଗୌଡ଼ ଏବଂ ସମସ୍ତ କର୍ମକର୍ତ୍ତା ଙ୍କ ସଂଯୋଜନା  ରେ ଏବଂ ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲ ଏବଂ ସମ୍ପାଦକ ପ୍ରଦୀପ କୁମାର ନାହାକଙ୍କ ନେତୃତ୍ୱ ରେଜିଲ୍ଲା ସ୍ତରୀୟ ଏକ ସାଙ୍ଘଠନିକବୈଠକ ଅନୁଷ୍ଠିତ ହୋଇ ଯାଇଛି |  ଏହି ବୈଠକ ରେ ଓଡିଶା ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ପ୍ରଭାତ କୁମାର ମିଶ୍ର ଯୋଗ ଦେଇ ଗଞ୍ଜାମ ଜିଲ୍ଲା ର ସଙ୍ଗଠନ କୁ କିପରି ସୁଦୃଢ କରାଯିବ ତାହା ଉପରେ ଭଏସ ଅଫ ମିଡ଼ିଆ ର ସଦସ୍ୟ ମାନଙ୍କୁ ଉପଦେଶ ଦେଇଥିଲେ |ତତ ସହିତ ସାମ୍ବାଦିକ ମାନଙ୍କୁ ଭଏସ ଅଫ ମିଡ଼ିଆ ତରଫରୁ ୧୦.୦୦୦୦୦(ଦଶଲକ୍ଷ ଟଙ୍କା )ର ଇନ୍ସୁରାନ୍ସ ଦିଆଯିବା ସହିତ ଘର ଏବଂ ତାଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଇନ୍ସୁରାନ୍ସ ଦିଆଯିବ ବୋଲି କହିଥିଲେ | ତତ ସହିତ ଭଏସ ଅଫ ମିଡ଼ିଆ ର ସାମ୍ବାଦିକ ମାନଙ୍କୁ 60 ବର୍ଷ ପରେ ୧୫୦୦ ଟଙ୍କା ର ପେନସନ ଅନୁଷ୍ଠାନ ତରଫରୁପ୍ରତିମାସରେ ଦିଆଯିବବୋଲି ମାତବ୍ୟକ୍ତ କରିଥିଲେ | ତତ ସହିତ ତାଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆଗାମୀ ଦିନ ରେ ଭଏସ ଆଫ ମିଡ଼ିଆ ତରଫରୁ ଦାବୀ କରାଯିବ ବୋଲି କହିଥିଲେ |ଏହା ସହିତ ସମସ୍ତ ସାମ୍ବାଦିକଙ୍କ ଭିତରେ ଭାଇଚାରା ସୃଷ୍ଟି କରି ଏକତ୍ରିତ ହୋଇ କାମ କରିବାକୁ କହିଥିଲେ | ଏହି ବୈଠକରେ ରେ ରାଜ୍ୟ  ଉପ ସଭାପତି ଅଶ୍ୱିନୀ କୁମାର ପଟ୍ଟନାୟକ,ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଅରୁଣ କୁମାର ଗୌଡ଼, ରଞ୍ଜନ ରାଉତ ଏବଂ ପୁରୁଷୋତ୍ତମ ପୁର ଭଏସ ଆଫ ମିଡ଼ିଆ ର କୋଷାଧକ୍ଷ ଅମିତ କୁମାର ମହାପାତ୍ର, ମାଧବା ନନ୍ଦ ଦାଶ, କେ. ତ୍ରିଲୋଚନ ପାତ୍ର, ତ୍ରିଲୋଚନ ଦାଶ, ଶାନ୍ତନୁ ପଣ୍ଡା, ଆଦିତ୍ୟ ରାମ ମହାପାତ୍ର ତତ ସହିତ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ବହୁ ନୂତନ ସଦସ୍ୟ ଅଶ୍ୱିନୀ କୁମାର ମହାନ୍ତି, ସୁବ୍ରତ କୁମାର ସାହୁ, ସଞ୍ଜୟ ବିଶ୍ୱାଳ ମଧ୍ୟ ଏହି ବୈଠକ ରେ ଯୋଗ ଦେଇ ଖୁସି ବ୍ୟକ୍ତ କରିଥିଲେ  |

News Comment

You Might Also Like

BACK TO TOP