Breaking News

ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||     

ପୁରୁଷୋତ୍ତମପୁର ଏନଏସିରେ 52ତମ ସ୍ୱାୟତ୍ତ ଶାସନ ପାଳିତ ||

31-Aug-2025

ପୁରୁଷୋତ୍ତମପୁର ପୁର ଏନଏସି ରେ ସ୍ୱାୟତ ଶାସନ ଦିବସ ପାଳିତ | 

      ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ଏନଏସିରେ ସ୍ବାୟତ୍ତ ଶାସନ ଦିବସ ଅଧକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଓକାର୍ଯ୍ୟ ନିର୍ବାହୀଅଧୂକାରୀ ଗୋବିନ୍ଦ ଡନସେନାଙ୍କ  ମିଳିତ ସଂଯୋଜନାରେ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଆସ୍କା ଏମପି ଅନୀତା ଶୁଭ ଦର୍ଶିନୀ, ଓ ସାମ୍ନାନୀତ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଯୋଗଦେଇ ଥିଲେ  ଏବଂ ଏନଏସିର ସମସ୍ତ କାଉନ ସିଲର ଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ବଳନକରାଯାଇ କାର୍ଯ୍ୟକ୍ରମଆରମ୍ଭ କରାଯାଇ ଥିଲା  | ସକାଳେ ନଗର ପରିଭ୍ରମଣ ପୂର୍ବକଅସ୍ଥାୟୀଅଫିସରେ ପତାକା ଉତ୍ତୋଳନ, ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ  ଅର୍ପଣ, ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଏବଂ ମେଡିକାଲ ରେ ରୋଗୀଙ୍କୁ ଫଳ, ବିସ୍କେଟ, ପାଉଁରୁଟି ବଣ୍ଟନ ଏବଂ ଇଣ୍ଡୋର ଷ୍ଟାଡିଏମ ରେ ପ୍ରଧାନମନ୍ତ୍ରୀ ଙ୍କ ମନକି ବାତ କାର୍ଯ୍ୟକ୍ରମ  ଶ୍ରବଣ ପରେ ବିଭିନ୍ନ ଶିକ୍ଷାନୁଷ୍ଟାନ ର ଛାତ୍ର, ଛାତ୍ରୀଙ୍କ ତରଫରୁ ରଙ୍ଗା, ରଙ୍ଗ କାର୍ଯ୍ୟକ୍ରମ  ପରିବେଷଣ କରାଯାଇଥିଲା  | ଏବଂ ଆର ଏସ ର କର୍ମୀ ତଥା ଶିକ୍ଷକ ରାମଚନ୍ଦ୍ର ପଣ୍ଡା ଅଖଣ୍ଡ ଭାରତ ଗଠନ ରେ ମୂଲ୍ୟ ବୋଧ ଉପରେ ସମ୍ୟକ ଉଦବୋଧନ ଦେଇଥିଲେ | ଏହାପରେ ଅତିଥି ମାନଙ୍କୁ ଏବଂ କାଉନ ସିଲର ମାନଙ୍କୁ ଉପଢୌକନ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା |ପ୍ରଥମେ ୧୯୭୩ରେ ପ୍ରତିଷ୍ଠା ହୋଇଥିବା ଏନଏସି ୫୨ ବର୍ଷରେ  ଆଜି ପାଦ ଦେଇଛି |ଆଜିତାର ଜନ୍ମ ଦିବସ କୁ ପାଳନ କରା ଯାଉଛି |ଆସ୍କା ଏମପି ତାଙ୍କ ବକ୍ତବ୍ୟରେ ସହର ବାସୀଙ୍କୁଅଭିନନ୍ଦନ ଜଣାଇ ଆମେ ସମସ୍ତେ ଏକ ହୋଇ ରହି କାମ କରିଲେ ସବୁ ଅସୁବିଧା କୁ ଦୂର କରିପାରିବା ଏବଂକେନ୍ଦ୍ର ଓ ରାଜ୍ୟରେ ଆମସରକାର ଅଛି ଏବଂ ପୁରୁଷୋତ୍ତମପୁର ସହର ର ଯାହା ଅସୁବିଧା ଅଛି ତାକୁ ଦୂର କରିବାକୁ ମୁଁ ପ୍ରତିଶୃତି ଦେଉଛି ବୋଲି କହିଥିଲେ | ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ମଧ୍ୟ ସ୍ୱାୟତ୍ତ ଶାସନ ଦିବସ ରେ ସମସ୍ତ ଙ୍କ ସହଯୋଗ ଓ ଆସ୍କା ଏମପି ଙ୍କ ଉପସ୍ଥିତି ଯୋଗୁଁ ଆଜି ଆମେ ବହୁତ ଖୁସି ବୋଲି କହିଥିଲେ  |ଆଉ ଏନଏସିର ଯେଉଁ ଉର୍ନ୍ନତି ତାହା ସବୁ କାଉନ ସିଲର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହଯୋଗରେ ହୋଉ ପାରିବ, ତେଣୁ ଆମେ ସମସ୍ତେ ବିଶ୍ୱାସ ଓଭରସା ରଖିଲେ ଏହି ସହର ର ଉନ୍ନତି ହୋଇ ପାରିବ ବୋଲି କହିଥିଲେ | ସେହିପରି ଅନୁରୂପ ମତ ଦେଇଥିଲେ  କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା  | ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ, ଏବଂ ଏମାନଙ୍କ ଦାଇତ୍ୱ ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପୁରସ୍କୃତ କରାଯିବା ସହ ବରିଷ୍ଟ ନାଗରିକ ଏବଂ ସାମ୍ବାଦିକ ଓ ଗଣମାଧ୍ଯମର ପ୍ରତିନିଧୂଙ୍କୁ ସମ୍ମାନିତ କରାଯାଇ ଥିଲା | ଏହିନୃତ୍ୟକୁ ଉପସ୍ଥିତ ଦର୍ଶକ ମାନେ ମନଭରୀଉପଭୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆସ୍କା ସଂସଦୀୟ ଏମପି ପ୍ରତିନିଧି  ଯଂଜ୍ଞ ନାରାୟଣ ଦାଶ ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଏମପି ପ୍ରତିନିଧି ଅନିଲ କୁମାର ପଣ୍ଡା, ଯୁବ ନେତା ସୀତାରାମ ପାଣିଗ୍ରାହୀ ଉପସ୍ଥିତ ଥିଲେ |ଏନଏସିର ସମସ୍ତ ଷ୍ଟାଫ, କର୍ମଚାରୀ ଓ ଯେଇ  ରାମଚନ୍ଦ୍ର ପେଙ୍ଗୁଆ, ଏବଂ କ୍ଲର୍କ ରାକେଶ କୁମାର ସ୍ୱାଇଁ ଙ୍କ ସହିତ ସମସ୍ତ  କର୍ମଚାରୀ ଙ୍କ ସହଯୋଗ ରେ ଏହା ସୁରୁଖୁରୁରେ  ଅନୁଷ୍ଠିତ ହୋଇ ଯାଇଛି |

News Comment

You Might Also Like

BACK TO TOP