Breaking News

ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||     

ପଞ୍ଚାୟତ ଓପାନୀୟ ଜଳ ଯୋଗାଣ ଡାଇରେକ୍ଟର ଙ୍କ ତାରା ତାରିଣୀ ଓ କପିଳେଶ୍ଵପାର୍କ ପରି ଭ୍ରମଣ |

28-Aug-2025

ଆଜି ମାଆ ତାରା ତାରିଣୀ ଙ୍କୁ ଦର୍ଶନ କରି କାଳେଶ୍ଵର ପାର୍କ କୁ ବୁଲି ଦେଖିଲେ ପିଆର ଏଣ୍ଡ ଡ୍ରିଙ୍କିଙ୍ଗ ୱାଟର ଡାଇରେକ୍ଟର ଡ଼ଃ  ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,

        ଓଡିଶା ଜନ ମତ, ବ୍ୟୁରୋ,

ଆଜି ପୂର୍ବାହ୍ନ ରେ ପୂର୍ବରୁ ଏଠାରେ ପିଡି ଭାବେ ଥିବା ଏବଂ ବର୍ତ୍ତମାନ ର ପଞ୍ଚାୟତ ଓ ପାନିଅ ଜଳ ଯୋଗାଣ ର ସ୍ପେଶାଲ ପ୍ରୋଜେକ୍ଟ ଡ଼ାଇରେକ୍ଟର ଡ଼ଃ ସିଦ୍ଧାର୍ଥ  ଶଙ୍କର ସ୍ୱାଇଁ, ବିନା ଅଫିସିଆଲ ଭାବେପରିବାର ସହିତ  ମାଆ ତାରାତାରିଣୀ ଙ୍କୁ ଦର୍ଶନ କରି ତାଙ୍କରି ଆଶିଷ ଭିକ୍ଷା ନେଇଥିଲେ | ଏବଂ ସେଠାରୁ ଫେରି ବଡ଼ ଖରିଡା ଠାରେ ଥିବା  ପ୍ରସିଦ୍ଧ ଶୈବ ପୀଠ କାଳେଶ୍ଵର ପାର୍କ ଓ କଲ୍ୟାଣ ମଣ୍ଡପ କୁ ବୁଲି ଦେଖିଥିଲେ || କାହିଁକି ନା ସେ ଗଞ୍ଜାମ ର ପିଡି ଥିଲାବେଳେ ଏହି ପାର୍କ ର ଭିତ୍ତି ପ୍ରସ୍ତର ପକାଇ, କଲ୍ୟାଣୀ ମଣ୍ଡପ ଓ  ପୋଖରୀ ର ସୌନ୍ଦର୍ଯ୍ୟ କରଣ କାମ ଆରମ୍ଭ  କରିଥିଲେ | ଏହି ପାର୍କ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ତିଆରି କରା ଯାଇଥିବା  ରୁ ଏହି ପାର୍କ, କଲ୍ୟାଣୀ ମଣ୍ଡପ କୁ ଦେଖି ଵା ପାଇଁ ଓକିଛି ଶିଖିବା ପାଇଁ ଜିଲ୍ଲା ସ୍ତର ଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶର ବହୁ ମନ୍ତ୍ରୀ, ବିଧାୟକ, ବ୍ୟୁରୋ କାଟ, ଅଫିସର, ସଚିବ, ଏବଂ ଆଇଏସ, ଓଏସ ଏସ  ଟ୍ରେନିଙ୍ଗ ଛତ୍ର, ଛାତ୍ରୀ ମାନଙ୍କ ଠାରୁ ଓଡିଶାର ଅଧିକାଂଶ ଜିଲ୍ଲାର ପିଆଇ ମେମ୍ବର ମାନେ ଏହି ପାର୍କ ଓ କଲ୍ୟାଣୀ ମଣ୍ଡପ କୁ ଦେଖିବାକୁ ଆସି ଏହା ଏମ ଏନ ଅରଜିଏସ ରେ କିପରି କାର୍ଯ୍ୟକାରୀ ହୋଇଛି ତାହା କୁ ବୁଝି ସେମାନେ ନିଜ ଜିଲ୍ଲା ଓ ବ୍ଳକ ରେ କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ | ସେତେ ବେଳର ପୁରୁଷୋତ୍ତମପୁର ବ୍ଳକ ବିଡ଼ିଓ ଥିବା ଏବଂ ଏବେ ଗଞ୍ଜାମ ଏପିଡି ଥିବା ବିଜୟ କୁମାର ବେହେରା ଙ୍କ ସହଯୋଗ ରେ ଆରମ୍ଭ ହୋଇ ଥିଲା | ତେବେ ସେହି ସ୍ମୃତି କୁ ଦେଖିବା ପାଇଁଡ଼ଃ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ  ମାଆଙ୍କ ଦର୍ଶନ ପାଇଁ ଆସି ଏହିସବୁ ଜିନିଷ କୁ ବୁଲି ଦେଖିଥିଲେ |ଏବଂ ଡାଇରେକ୍ଟ ର ଙ୍କୁ ଏଠିକାର ଗ୍ରାମବାସୀ କିଛି ଅନୁଦାନ  ଦେବାପାଇଁ ଅନୁରୋଧ କରିଥିଲେ | ଡ଼ଃ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଧ୍ୟ ଯେଉଁଦିନ ସରକାରୀ କାର୍ଯ୍ୟରେ ଆସିବି ସେତେବେଳ ନିଶ୍ଚିତ ଚେଷ୍ଟା କରିବି  କହିଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେ ଯେଉଁମାନେ ଥିଲେ ସେମାନେ ହେଲେ ସିଡିଓ କମ ଈଓ ବିଜୟ କୁମାର ବେହେରା , ରୁରାଲ ହାଉସ ଏପିଡିସୌମ୍ୟ ରଞ୍ଜନ ହୋତା,ଛତ୍ରପୁର  ଏମ ସି,ସନ୍ଧ୍ୟାରାଣୀ ପଟନାୟକ,ପୁରୁଷୋତ୍ତମପୁର ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ତହସିଲଦାର ବିନୋଦ କୁମାର ବେହେରା, ମନୋରଞ୍ଜନ ସ୍ୱାଇଁ,ଖରିଡା ସରପଞ୍ଚ  କମା ଦଳେଇ ଙ୍କ ପ୍ରତିନିଧି, ରମେଶ ଦଳେଇ, ସମିତି ସଭ୍ୟ ଅନିଲ କୁମାର ଦାଶ, ଖରିଡା ପିଇଓ ପାଣ୍ଡଵରାଉତ, କିଛି ଜିଆର ଏସ, ଏମ୍ବିକେ ଓ ସିଆର ପି  ଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ | ଏଡିଓ ଶୁଭେ ଦିତା ପ୍ରଧାନ,ଙ୍କସହ ପଂଚାୟତ ଷ୍ଟାଫ ଓ କର୍ମଚାରୀ,ଚନ୍ଦ୍ର ମୋହନ ପାତ୍ର,  ବିକାଶ ପ୍ରଧାନ,କିଛି ଯୋଗାଣ ସହାୟକ, କାଳେଶ୍ଵର ପାର୍କ ର କର୍ମଚାରୀ ବୃନ୍ଦ,ଉପସ୍ଥିତ ରହି ଥିଲେ |

News Comment

You Might Also Like

BACK TO TOP