Breaking News

ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||     

ଖଲ୍ଲିକୋଟ ଠାରେ ଛାମୁଆ କଂଗ୍ରେସ କର୍ମୀଙ୍କୁ ନେଇ କଂଗ୍ରେସ ଦଳର ବୈଠକ ଅନୁଷ୍ଠିତ |

30-Aug-2025

ଖଲ୍ଲିକୋଟ କଂଗ୍ରେସ ତରଫରୁ ଛାମୁଆ କଂଗ୍ରେସ କର୍ମୀଙ୍କୁ ନେଇ ବୈଠକ,

ଓଡିଶା ଜନ ମତ ବ୍ୟୁରୋ,
, ତା ୩୦.୮.୨୫ 
ଦିବା ୧୧ ଘଣ୍ଟ ସମୟରେ ଖଲିକୋଟ ବ୍ଲକ କଂଗ୍ରେସ ସଭାପତି ମେଘନାଦ ଦଲାଇଙ୍କ ଆବାହକତ୍ୱରେ ବରିଷ୍ଟ ଆଇନଜୀବୀ ପ୍ରଶାନ୍ତ କୁମାର ପଣ୍ଡା ଙ୍କ  ବାସଭବନ ରେ ଖଲିକୋଟ ବ୍ଲକ କଂଗ୍ରେସ ତରଫରୁ ଛାମୁଆ କଂଗ୍ରେସ କର୍ମୀ ଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଆରମ୍ଭ କରାଯାଇଥିବା "*ସଂଗଠନ ସୃଜନ ଅଭିଯାନ"* ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଗଲା। ମିଛୁଆ ବିଜେପି ସରକାର ଭୋଟ ଚୋରି କରି ସରକାରକୁ ଆସିଥିବା ଓ ଭୋଟ ଚୋରି ପ୍ରସଙ୍ଗ ଉପରେ ରାହୁଲ ଗାନ୍ଧୀ ଦେଶ ବାସୀ ଙ୍କୁ ସଚେତନ କରାଇବାକୁ କାର୍ଯକ୍ରମ ହାତକୁ ନେଇ ଥିବାରୁ ରାହୁଲ ଗାନ୍ଧୀ ଙ୍କୁ ଧନ୍ୟବାଦ୍ ଦିଆଯାଇଥିଲା। ଏଥି ସହ ଖଲିକୋଟ କଂଗ୍ରେସ ସଂଗଠନ ମଜଭୁତ କରିବାକୁ ଗୁରୁତ୍ବ ଦିଆଯାଇଥିଲା ଏବଂ ରାହୁଲ ଙ୍କ *ସଂଗଠନ ସୃଜନ ଅଭିଯାନ* ମାଧ୍ୟମରେ ଜିଲ୍ଲା ସଭାପତି ଚୟନ ପ୍ରକିୟା ରେ ସବୁ କର୍ମୀ ସକ୍ରିୟ ଭାଗ ନେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଉକ୍ତ ବୈଠକରେ ବରିଷ୍ଟ କଂଗ୍ରେସ ନେତା ଶ୍ରୀ ବିଜୟ କୁମାର ସାହୁ, ପିସିସି ସଭ୍ୟ ବିଶ୍ୱଜିତ ତରାଇ, ବରିଷ୍ଟ ଆଇନଜୀବୀ ପ୍ରଶାନ୍ତ କୁମାର ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ସାହୁ, x ସରପଂଚ କିଶୋର ପଲାଇ, x ସମିତି ସଭ୍ୟ ଲଛମନ ପାତ୍ର, ରଞ୍ଜନ ପାତ୍ର,ଲମ୍ବୋଦର ବେହେରା,ଭ୍ରମର ଟହଲ, ଭଗଵାନ ପ୍ରଧାନ, ଟୁନା ନାୟକ, ନିରଞ୍ଜନ ଦାସ,ନାରାୟଣ ବେହେରା,ନଟବର ପ୍ରଧାନ, ନିର ବାରିକ, ଦୁରୁଜ ସାହୁ, ରୋହିତ ଜେନା , ପ୍ରମୁଖ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ଓ ବ୍ଲକ କଂଗ୍ରେସ ସଭାପତି ମେଘନାଦ ଦଳାଇ ବୈଠକ ପରିଚାଳନା କରିଥିଲେ।

News Comment

You Might Also Like

BACK TO TOP