Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |

15-Aug-2026

ପୁରୁଷୋତ୍ତମପୁର ଏନଏସି ଅଫିସ ଆଗରେ କାଉନ ସିଲର ଙ୍କ ଧାରଣା  ,

 ଓଡିଶା ଜନ ମତ ବ୍ୟୁରୋ, ପୁରୁଷୋତ୍ତମପୁର, 
ତାରିଖ --15/08/26,  

ଆଜି ଦେଶ ଅଶିତମ ସ୍ୱାଧୀନତା ଦିବସ ପାଳନ କରି ଆନନ୍ଦ  ଉପଭୋଗ କରି ସ୍ୱାଧୀନ ଜୀବନ ବିତାଉ ଥିଲା ବେଳେ ପରାଧୀନ ଜୀବନ ନିର୍ବାହ କରୁଛନ୍ତି ପୁରୁଷୋତ୍ତମପୁର ଏନଏସି ୱାର୍ଡ ବାସି ଓ  ଧାରଣା ରେ ବସିଥିବା କାଉନ ସିଲର ମାନେ |ଗଞ୍ଜାମ ପୁରୁଷୋତ୍ତମପୁର ଏନଏସି ରେ ଦେଖିବାକୁ ମିଳିଛି ଏକ ଅଲଗା ଦୃଶ୍ୟ | ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସରିଲା ପରେ  ସକାଳ 10 ଘଣ୍ଟ ପରେଆଗାମୀ ସ୍ୱାୟତ୍ତ ଦିବସ ପାଳନ ପାଈଁ  ପ୍ରସ୍ତୁତି ବୈଠକ କରିବାକୁ ଯିବାବେଳେ କାଳୀମନ୍ଦିର ଠାରେ ଶୌଚାଳୟ  କେବେହେବ ଏହିକଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ କାଉନ ସିଲର ମାନେ ପଚାରିଥିଲେ || ତାର ଉତ୍ତର ରେ ଈଓ ଟେଣ୍ଡର ସରିଛି ସେ କାମ କରୁନି, ପୁଣି ଟେଣ୍ଡର କରାଯିବ  |  ଏହି କଥା ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କାଉନ ସିଲର ମାନଙ୍କ ମଧ୍ୟରେ କଥା କଟାକଟି ହେଲା ପରେ  ପରେ 7ଜଣ କାଉନ ସିଲର ଏନଏସି ଭିତର ଫାଟକ ରେ ତାଲା ପକାଇ ଈଓ ଓ ଏନଏସି ଅଧକ୍ଷ ଙ୍କୁ  ଭିତରେ ରଖି ବାହାରେ 5ରୁ ସାତ ଗୋଟି ଦାବି ଏବଂ ଏନଏସି ବୈଠକ ରେଜୁଲେସନ ରେ ମଧ୍ୟ  l ଅନେକ କାମ ବିଷୟ ନେଇ  ଅନଶନ ରେ ବସିଥିଲେ |   ଏପରି ଦୁଇରୁ ତିନି ଘଣ୍ଟା ପରେ ଏହି ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ସେଠାରେ ପହଞ୍ଚି  ସମସ୍ତଙ୍କ ସହ କଥା ହେବା ପରେ  ଜିଲ୍ଲା ପାଳ ଙ୍କ ସହ କଥାହୋଇ ଏହି ଘଟଣା ର ସମାଧାନ କରିଥିଲେ  |  ତେବେ ସେହି 
 ୭ଜଣ ବିଜେପି କାଉନ ସିଲର ଙ୍କ ମୁଖ୍ୟ ଦାବୀ ଥିଲା  କାଳୀମନ୍ଦିର ଛକରେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଏକ ଶୌଚାଳୟ  ନିର୍ମାଣ, ଏହାଦୀର୍ଘ ଦୁଇବର୍ଷ ତଳର ଦାବୀ |ତାସହିତ  ସୁନାରି ତୋଟା କେନାଲ ଆରପାଖ ସାହି ବିଦ୍ୟୁତ୍ବଖୁଣ୍ଟରେ ଏନଏସିର ଲାଇଟ ଲଗା  ଯାଉନଥିବା ଯୋଗୁଁ ସାହି ବାସିନ୍ଦା ଙ୍କ ଯାତାୟତ ରେ ଅସୁବିଧା ହେଉଥିବା| ତୃତୀୟ ସବୁୱାର୍ଡ ର ସାହିରେ ପଡ଼ିଥିବା ଫେବର ରାସ୍ତା ପ୍ରାୟ ସ୍ଥାନରେ ଦବି ଖାଲ ହୋଇଥିବା ଯୋଗୁଁ   ସମସ୍ତ ଙ୍କ ଯାତାୟାତ ରେ  ଦୁର୍ଘଟଣା ହେବାର ଭୟ  || 4ର୍ଥ ---ବସ ଷ୍ଟାଣ୍ଡ  କାଳୀମନ୍ଦିର ତେଲିସାହି କୁ ଯିବା ରାସ୍ତରେ  ପୂର୍ତ୍ତ ବିଭାଗ ଡ୍ରେନ ଉପରେ ପ୍ଲେଟ ପଡ଼ିନଥିବା ଯୋଗୁଁ ନାଳ ଭିତରେ ପଡିଯିବା ଭୟ ଓ ନଳାର ଦୁର୍ଗନ୍ଧ ନିମନ୍ତେ ଏହିପରି ବହୁତ ସମସ୍ୟା ଭିତିକ ଦାବି ନେଇ ଅନଶନ  | ଏହିଘଟଣାର ସତ୍ୟାସତ୍ୟ ଉପରେ ଆମେ  ଏନଏସି ଅଧକ୍ଷ ଙ୍କୁ ପଚାରିବାରେ  ଶୌଚାଳୟ ପାଈଁ ଟେଣ୍ଡେର ହୋଇଛି  କିନ୍ତୁ ଠିକାଦାର ସରକାର ଙ୍କ ନିୟମ ଅନୁସାରେ 28 ପତିଶତ କାଟି କୌଣସି ଠିକାଦାର କାମ କରିବାକୁ ଆଗ୍ରହୀ ନୁହନ୍ତି |  ଏହି ଟେଣ୍ଡେର ବାତିଲ କରି ପୁଣି ଟେଣ୍ଡେର କରି  କାମ କରିବାକୁ  କହିଛନ୍ତି ଅଧକ୍ଷ | 
ଏହାଉପରେ ଅନୁରୂପ ମତ ଦେଇଛନ୍ତି କାର୍ଯନିର୍ବାହୀ ଅଧିକାରୀ ସଂଗୀତା ସେଠୀ | ତହସିଲଦାର ବିନୋଦ ବେହେରା ଓ ଆଇଆଇସି କୁଳମଣି ସେଠି ଆନ୍ଦୋଳନକାରୀଙ୍କୁ ବୁଝାସୁଝାକରି ଧାରଣା ପ୍ରତ୍ୟାହୃତକରିବା ପରେ  ତହସିଲଦାରଙ୍କ ତତ୍ତ୍ବାବଧାନରେ କିଛି ବ୍ୟକ୍ତି ବିଷେସ ମାନଙ୍କୁ ନେଇ ଏହାର ସମାଧାନ କରିଥିଲେ | ସେମାନେ ହେଲେ ନିର୍ବାହୀ ଅଧିକାରୀ ସଂଗୀତା ସେଠି, ଏନଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା,  ଏମପି ପ୍ରତିନିଧି ବିଶ୍ବଭୂଷଣ ମହାପାତ୍ର,  ଏମେଲ ପ୍ରତିନିଧି  ସୁଦର୍ଶନ ବେହେରା, କାଉନସିଲର ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ | ତହସିଲଦାର ଶେଷରେ କାଉନ ସିଲର ଓ ଲୋକଙ୍କ ମୌଳିକ ସମସ୍ୟା କାର୍ଯ୍ୟ କୁ ତୁରନ୍ତ କରିବା ପାଈଁ କହିଥିଲେ  | ତାହାହେଲା କାଳୀ ମନ୍ଦିର ଛକ ଠାରେ ଶୌଚାଳୟ ନିର୍ମାଣ,  କେନାଲ ସାହି ରାସ୍ତାରେ ବିଦ୍ୟୁତ ଆଲୋକ ସଂଯୋଗୀ କରଣ,
କପିଳେଶ୍ବର ମନ୍ଦିର ନିକଟରେ ଶ୍ମଶାନ ଘାଟ ନିର୍ମାଣ, ରଥସାହି ଛକ ଓ କାଳୀମନ୍ଦିର ଛକଠାରେ ଆକ୍ୱାଗାର୍ଡ ମାଧ୍ୟମରେ ପାନୀୟ ଜଳ ଯୋଗାଣ, ତଥା ବିଭିନ୍ନ ସାହିବସ୍ତିରେ ରାସ୍ତାଘାଟ ମରାମତି ଓ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ଆଦି ଜରୁରୀ କାର୍ଯ୍ୟଗୁଡ଼ିକୁତୁରନ୍ତକରାଯିବା ନେଇ ଜିଲ୍ଲାପାଳଙ୍କୁ ଜଣାଇ ପଦକ୍ଷେପ ନେବାକୁ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।
ତେବେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଧାରଣାର ଅବସାନ ଘଟିଥିଲା ||

News Comment

You Might Also Like

BACK TO TOP