Breaking News

ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||     

ପୋଲସରା ଏସ ଏସ ଭି ଏମ ରେ ତୃତୀୟ ସୋପାନ ସ୍କାଉଟ ଓଗାଇଡ଼ ର ପରୀକ୍ଷା ଶିବିର |

28-Aug-2025

ପୋଲସରା ଏସଏସଭିଏମରେ ତୃତୀୟ ସୋପାନ ସ୍କାଉଟ୍ ଓ ଗାଇଡର ପରୀକ୍ଷା ଶିବିର।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା.୨୮/୦୮/୨୦୨୫:

ଆଜି ପୋଲସରା କାଳୀମନ୍ଦିର ସାହି ନିକଟସ୍ଥ ପୋଲସରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତୃତୀୟ ସୋପାନ ସ୍କାଉଟ୍ ଓ ଗାଇଡର ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିକ୍ଷାନୁଷ୍ଠାନ ସମେତ ସ୍ଥାନୀୟ ପୋଲସରା ସରସ୍ଵତୀ ଶିଶୁ ବିଦ୍ୟାଭବନ,ଏହି ପୋଲସରା ବ୍ଲକ୍ ବୁଢେଇଶୁଣି- ଗୋଠଳୀ ଉଚ୍ଚ ବିଦ୍ୟାଳୟ, ବେଲଗାଁର କନକଦୂର୍ଗା ବିଦ୍ୟାପୀଠ ମଧୁସୂଦନପୁର,ମା ଭରାଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମନ୍ଦାର ଏଵଂ କବିସୂର୍ଯ୍ୟନଗର ବ୍ଲକର ବଡ ଚଢ଼ିଆପଡ଼ା ଏସ ଏସ ହାଇସ୍କୁଲ ଓ ବୁଗୁଡ଼ା ବ୍ଲକର ବି. କରଡ଼ାବାଡ଼ି ପିଏମଶ୍ରୀ ସରକାରୀ ହାଇସ୍କୁଲକୁ ମିଶାଇ ୭ ଗୋଟି ଶିକ୍ଷାନୁଷ୍ଠାନ ଗୁଡିକରୁ ମୋଟ୍  ୭୨ ଜଣ ସ୍କାଉଟ ଛାତ୍ରଙ୍କ ସମେତ ୨୯ ଜଣ ଗାଇଡ୍ ଛାତ୍ରୀମାନେ ଅ°ଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଉକ୍ତ ଏସଏସଭିଏମର ଉପଦେଷ୍ଟା ଏଵଂ ଖଲ୍ଲିକୋଟ ସ°କୁଳ ପ୍ରମୁଖ ବିଭୂତି ଭୂଷଣ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବାସହ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ତାଲିମଦାତା ଭାବେ ଜିଲ୍ଲା ତାଲିମ କମିଶନର (ସ୍କାଉଟ) ବିକ୍ରମ ମହାରଣା,ଜିଲ୍ଲା ସହକାରୀ ତାଲିମ କମିଶନର (ସ୍କାଉଟ) ଅରୁଣ କୁମାର ପଟ୍ଟନାୟକ ଏଵଂ ଗଂଜାମ ଜିଲ୍ଲା ରାଜ୍ୟ ପ୍ରତିନିଧି ଭାସ୍କର ରଣା ପ୍ରମୁଖ ଯୋଗଦେଇ ସ୍କାଉଟ ଓ ଗାଇଡ ବିଷୟରେ ପ୍ରାଞ୍ଜଳଭାବେ ବୁଝାଇବା ସହିତ ଦେଶର ଜଣେ ଜଣେ ସେବକ ଭାବେ ବ୍ରତି ହୋଇ ପ୍ରତ୍ୟେକ କ୍ଷେତ୍ରରେ ସେବାକାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ବିଭିନ୍ନ କଳା କୌଶଳ  ଦ୍ଵାରା ଜରୁରୀକାଳୀନ ପରିସ୍ଥିତିରେ ନିଜକୁ ଏଵଂ ଜନସାଧାରଣଙ୍କୁ ରକ୍ଷା କରାଯାଇପାରିବ ସେଥିଉପରେ ତାଲିମ୍ ପ୍ରଦାନ କରିଥିଲେ। ଏହି ସମୟରେ ନୀଳକଣ୍ଠ ମହାରଣା,ବିଦ୍ୟାଧର ଷଡ଼ଙ୍ଗୀ,ସୁବୋଧ କାନ୍ତ ସେଠୀ, ଦେବାଶିଷ ଜେନା, ଶ୍ରୀଧର କୁମାର ରାଉତ,ଅରୁଣ  ବିଷୋୟୀ,ହରିହର ସାହୁ ପ୍ରମୁଖ ସ୍କାଉଟ ମାଷ୍ଟର ଏଵଂ ଗାଇଡ କ୍ୟାପଟେନ ଉର୍ମିଳା ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

News Comment

You Might Also Like

  ଶି‍କ୍ଷା ଓ ନିଯୁକ୍ତି  

ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |

BACK TO TOP