Breaking News

ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||     

ନୂତନ ଏସଡ଼ି ପିଓ ଙ୍କୁ ପୁଷ୍ପ ଗୁଚ୍ଛଦେଇ ଅଭିନନ୍ଦନ ଜଣାଇଲେ ପୁରୁଷୋତ୍ତମପୁର ନୂତନ ସାମ୍ବାଦିକ ସଙ୍ଘ |

05-Jul-2025

ପୁରୁଷୋତ୍ତମପୁର ନୂତନ ଏସଡ଼ି ପିଓଙ୍କୁ  ପୁଷ୍ପ ଗୁଛ ଦେଇ ସ୍ୱାଗତ ଜଣାଇଲେ ସେବା ସାମ୍ବାଦିକ ସଙ୍ଘ କର୍ମକର୍ତ୍ତା ମାନେ  |

       ଓଡିଶା ଜନମତ ବ୍ୟୁରୋ,

ଆଜି ପୁରୁଷୋତ୍ତମପୁର ରେ ନୂତନ ଏସ ଡି ପି ଓ ଙ୍କୁ  ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲେ ପୁରୁଷୋତ୍ତମୁର ସେବା ସାମ୍ବାଦିକ ସଂଘ  କର୍ମକର୍ତ୍ତା ମାନେ | ପୂର୍ବତନ ଏସ ଡି ପିଓ  ଡ଼ଃ ଦୀପକ କୁମାର ମିଶ୍ରଙ୍କ ଅଚାନକ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଏସ ଡି ପି ଓଭାବେ ଭଞ୍ଜ ନଗର ଠାରେ ଅବସ୍ଥାପିତ ଥିବା ସୁଜିତ କୁମାର ନାୟକ ପୁରୁଷୋତ୍ତମପୁର ଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି | ତାଙ୍କୁ ଆଜି ପୁରୁଷୋତ୍ତମପୁର ସେବା ସାମ୍ବାଦିକ ସଂଘ ତରଫରୁ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣେଇଥିଲେ | ଶ୍ରୀଯୁକ୍ତ ଏସ ଡି ପି ଓ ସାମ୍ବାଦିକ ମାନଙ୍କ ପରିଚୟ ପଚାରି ବୁଝିଥିଲେ ଏବଂ ସେମାନଙ୍କର ମଧ୍ୟରେ ଯୁବ ସାମ୍ବାଦିକମାନଙ୍କୁ ଦେଖି ଖୁସି ବ୍ୟକ୍ତ କରିଥିଲେ |ଏସ ଡି ପିଓ ଙ୍କୁ ସାମ୍ବାଦିକ ମାନଙ୍କ କିଛି ପ୍ରଶ୍ନପଚାରି ଥିଲେ | ତାର ଉତ୍ତରରେ ଶ୍ରୀଯୁକ୍ତ ନାୟକ ପ୍ରଥମେ ମହିଳା ମାନଙ୍କୁ ଅଗ୍ରାଧିକାର, ଗାଁ ଓ ଗହଳି ସହିତ କିଛି ପଂଚାୟତରେ ଚୋରି, ରାହାଜାନି,ଡକାୟତ ଓ ହତ୍ୟା ଉପରେ ଆସାମୀ ମାନଙ୍କର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେହି ଗ୍ରାମରେ ବରିଷ୍ଟ ନାଗରିକ, ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଏବଂ ସେ ଗ୍ରାମର ପୂର୍ବତନ ଏବଂ ବର୍ତମାନର ସରପଂଚ ଓ ସମିତି ସଭ୍ୟ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରି ଲୋକ ମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ କହିଥିଲେ  | ଏବଂ ପୁରୁଷୋତ୍ତମପୁର ସହରର ସମସ୍ତ ଜନ ସାଧାରଣ ପୋଲିସ କୁ ପ୍ରତେକ କାର୍ଯ୍ୟରେ ସହଯୋଗ କରି ସୂଚନା ପ୍ରଦାନ କଲେ ବହୁତ ଗୁଡିଏ ଅଘଟଣ କୁ ଏଡେଇ ଦେଇପାରିଵା ବୋଲି ମତ ଦେଇଥିଲେ | ଏହାସହ ଦକ୍ଷିଣ ଓଡ଼ିଶାର ପ୍ରତିଷ୍ଠିତ ଦେବୀ ମା ତାରାତାରିଣୀଙ୍କର ବାରମାସ ରେ ତେର ଯାତ୍ରା ସହିତ ଚୈତ୍ର ମାସର ମଙ୍ଗଳ ବାର ଯାତ୍ରା କୁ କିପରି ସୁରୁଖୁରୁରେ ମାଙ୍କ ଆଶୀର୍ବାଦରେ ସମାପନ କରିପାରିବେ ତାହା ଉପରେ ମଧ୍ୟ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ର ଅସୁବିଧାରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରାଥମିକତା ଓ ଉତ୍ତମ ସେବା ଯୋଗେଇଦେବା ପାଇଁ କହି ଥିଲେ |ପରିଶେଷରେ ମା ତାରାତାରିଣୀ ଓମାସିଂହାସିନୀ ଙ୍କ ସେବା କରିବାକୁ ସୁଯୋଗ ମିଳିଥିବାରୁ ତାଙ୍କ ପାଖରେ ଚିର କୃତଜ୍ଞ ବୋଲି କହିଥିଲେ |

News Comment

You Might Also Like

BACK TO TOP