Breaking News

ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||     

ଲଗାଣ ଝିପି, ଝିପି ଆ ବର୍ଷାରେ ପୁରୁଷୋତ୍ତମପୁର ରଥ ସାହି ସହିତ ଅନ୍ୟନ୍ୟ ସାହିରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ||

05-Jul-2025

ଲଗାଣ ଝିପି ବର୍ଷାରେ ପୁରୁଷୋତ୍ତମପୁର ସହର ବେହାଲ |

          ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର  ସହର ସ୍ଥିତ ୱାର୍ଡ ନଂ ଏକ ଠାରୁ 14 ୱାର୍ଡ ପର୍ଯ୍ୟନ୍ତ ତିନି ଦିନର ଲଗାଣ ବର୍ଷାରେ  ଏନଏସିର ଡ୍ରେନେଜ ବ୍ୟବସ୍ତା ଠିକ ନଥିବାରୁ  ପାଣି ନିଷ୍କାସନ ହୋଇ ନପାରି ରାସ୍ତା ରେ ଅଟକି ରହୁଛି ଓ କୁତ୍ରିମ ବନ୍ୟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି  | ଯାହା ଫଳରେ ଲୋକ ଙ୍କ ଯାତାୟାତ ରେ ବହୁ ସମସ୍ୟା ଦେଖା ଦେଇଛି  | ଏହା ସହ ଡ୍ରେନ ରେ ପାଣି ଜମି ରହିବା ଯୋଗୁଁ, ମଶା, ଡାଉଁଶ, ଓ ମାଛି ଙ୍କ ଆବିର୍ଭାବ ହେବା ଯୋଗୁଁ ଲୋକଙ୍କୁ ମେଲେରିଆ ଓ ଡେଙ୍ଗୁ ବ୍ୟାପିବାର ଭୟ ରହିଛି |  ଖାଲି ସେତିକି ନୁହଁ ରଥ ସାହିରେ ବର୍ତ୍ତମାନ ପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ଓ ବଡ଼ ଏକାଦଶୀ ଥିବାରୁ  ଏହି ଡ୍ରେନେଜ ର ପାଣି  ରାସ୍ତାରେଭାସୁ ଥିବାରୁ  ଜଗନ୍ନାଥ ଙ୍କୁ ପହୁଣ୍ଡି ରେ ଆଣିବା ମଧ୍ୟସେବାୟତ ଓ ଭକ୍ତଙ୍କ ଅସୁବିଧା ହୋଇଛି | କିଛି ସ୍ଥାନରେ ସପ୍ଲାଇ ପାଇପ ଗୁଡିକ ରେ ମଧ୍ୟ ଏହି ଡ୍ରେନେଜ ପାଣି କେଉଁଠି ନା କେଉଁଠି ମିସିଯାଇ ଥିବାରୁ ପାଣି ଗୋଳିଆ ଆସୁଥିବାର ଦେଖା ଦେଇଛି |ଯାହାଫଳରେ ପୁରୁଷୋତ୍ତମପୁର ସହର ବାସିନ୍ଦା ଙ୍କ ଙ୍କର  ନାହିଁ ନଥିବା ଅସୁବିଧା ହୋଇଛି | ଯାହାପାଇଁ ସେମାନେ ଏନଏସି ପ୍ରଶାସନ କୁ  ଦାୟୀ କରିଛନ୍ତି | ବର୍ଷା ଦିନ ପୂର୍ବରୁ ଯଦି ଡ୍ରେନଜ ଗୁଡିକ ର ରକ୍ଷଣ ବେକ୍ଷଣ କରାଯାଇ ଥାନ୍ତା ତେବେ ଏଭକି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା ବୋଲି  ବୁଦ୍ଧି ଜୀବୀ, ଆଇନ ଯିଵି ଏବଂ ବରିଷ୍ଟ ନାଗରିକ ମାନେ ମତ ଦେଇଛନ୍ତି | ଏହା ସହ କିଛି ୱାର୍ଡ ବାସିନ୍ଦା ମାନେ ନିଜ ୱାର୍ଡ କୁପ୍ରତେକ ଦିନ ଏନଏସି ମଇଳା ନେବା ଗାଡି ଓ ସୁଇପର ମାନେ ଆସି ଅଳିଆ ନେଉଥିଲେ ମଧ୍ୟ କିଛି ଜନ ସାଧାରଣ ଅଧିକାଂଶ ଅବ୍ୟବହୃତ ଜିନିଷ ଗୁଡିକ ନାଳ ମଧ୍ୟରେ ପକାଇ ଦେଉ ଥିବାରୁ ସେଗୁଡିକ ପଡି ନାଳ ପୋତି ହୋଇ ଯାଉଛି | ଏହି ସହର ରେ ପ୍ରାୟ 75 ପ୍ରତିଶତ ବ୍ୟକ୍ତି ବିଶେଷ ମାନେ ଶିକ୍ଷିତ ଓ  ସବୁ ବିଷୟ କୁ ହୃଦୟ ଙ୍ଗମ  କରିପାରୁ ଥିଲେ ମଧ୍ୟ ଏପରି ଅଦରକାରୀ ଜିନିଷ ନାଳରେ ପକାଇ ଵା କେତେ ଦୂର ଯୁକ୍ତି ଯୁକ୍ତ ଅଟେ, ତାହାବି କିଛି ଲୋକଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି  | ଯେଉଁଦିନ କିଛି ଲୋକ ମାନେ ଏହି ଅସୁବିଧା କୁ ଅନୁଭବ କରିବେ ସେହି ଦିନ ଏପରି ଅବସ୍ଥା ଦେଖିବାକୁ ପଡିବ ନାହିଁ | ଯଦି ଏହି ନାଳ ଗୁଡିକ କୁ  ଏନଏସି କର୍ତ୍ତୃପକ୍ଷ ବର୍ଷା ଦିନ ଆଗରୁ ପରିଷ୍କାର ପରିଛନ୍ନ କରିଥାନ୍ତେ ତେବେ ତିନି ଦିନର ଏହି ଝିପି, ଝିପିଆ ବର୍ଷା ରେଡ୍ରେନେଜ ରପାଣି ରାସ୍ତା ଉପରେ ଭାସି ନଥାନ୍ତା | ତେଣୁ ବିଜ୍ଞାପିତ ଅଧିକାରୀ ଓ କର୍ମଚାରୀ ମାନେ ଏହାପ୍ରତି ଗୁରୁତ୍ୱ ଦେଲେ ଓ ଜନ ସାଧାରଣ ଅଳିଆ କୁ ନାଳ ରେ ନପକାଇ ଏନଏସି ଗାଡ଼ିରେ ପକାଇବେ ତେବେ ଆଗକୁ ଏହିଭଳି ପରିସ୍ଥିତି ଉପୁଜିବ ନାହିଁ  |  ତେଣୁ ଅଧିକାରୀ ଓସେମାନଙ୍କ କର୍ମଚାରୀ ଏବଂ ଜନ ସାଧାରଣ  ବେଳହୁଁ  ସାବଧାନ ହୋଇ କାର୍ଯ୍ୟ କରିବା  ଉଚିତ ଅଟେ | ନଚେତ କ୍ଷତି ସମସ୍ତଙ୍କ ହେବ  ବୋଲି କିଛି ସ୍ଥାନରେ ରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି  |

News Comment

You Might Also Like

BACK TO TOP