Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |

25-Aug-2026

  କେନ୍ଦୁଆ ପଦା ମେଡିକାଲ ପରିସରରୁ ହଟିଲା ଜବରଦଖଲ,  ଗରିବ ବେପାରି ଙ୍କ ଉଜୁଡି ଗଲା  ସଂସାର | 

     ଓଡିଶା ଜନ ମତ ବ୍ୟୁରୋ,

କିଛି ଲୋକ ସ୍ଥାନ ଅଭାବରୁ ସରକାରୀ କାର୍ଯ୍ୟାଳୟ, ରୋଡ, ସ୍କୁଲ ଆଗରେ ଅସ୍ଥାୟୀ ଭାବରେ ଘରକାରୀ ହେଉ କିମ୍ବା ଠେଲା ଗାଡି ରଖି, କିମ୍ବା କେବିନ ପକାଇ ବ୍ୟବସାୟ କରି  ଅଭାବୀଗରି  ପରିବାର ଙ୍କୁ ପ୍ରତିପୋଷଣ କରିଥାନ୍ତି | କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ତ ତହସିଲ ତରଫରୁ ଆଜି କେନ୍ଦୁଆପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ) ପରିସରରେ ଦୀର୍ଘବର୍ଷ ଧରି ଜବରଦଖଲରେ ଥାଇ ଔଷଧ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା"କର ମେଡିସିନ୍ ଷ୍ଟୋର"କୁ ଉଚ୍ଛେଦ କରାଯାଇଛି ! ପ୍ରକାଶ ଥାଉକି , ସଂପୃକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସାମ୍ନା ଓ ପାର୍ଶ୍ଵକୁ ଲାଗିଥିବା ଏହି ଔଷଧ ଦୋକାନ ବର୍ଷବର୍ଷ ଧରି ଚାଲୁରହିଥିଲା ! ଏହି ସ୍ୱାସ୍ଥ୍ୟକେନ୍ଦ୍ର ଆମ୍ପୋର ରାଜସ୍ଵ ଗ୍ରାମର ସରକାରୀ ଖାତା ନମ୍ବର ୮୫୩ପ୍ଲଟ ନଂ ୨୦୭୬୬ ଡିସିମିଲି ଗୋଚର ଓ ନୟନଯୋରୀ କିସ ଜମିକୁ ଆମ୍ପୋର ଗ୍ରାମର ମନୋରଞ୍ଜନ କର ଜବରଦଖଲରେ ରଖି ଏକ ଔଷଧ ଦୋକାନ କରିଥିଲେ ! ଏନେଇ ସ୍ଥାନୀୟ ଜନସାଧାରଣ ବନ୍ତ ତହସିଲରେ ଅଭିଯୋଗ କରିଆସୁଥିଲେ ! ତହସିଲ ପକ୍ଷରୁ ଜବରଦଖଲ ଜମି ଉପରେ ୨୧୬/୨୫/୨୬ରେ ଏକ ମାମଲାଋଜ୍ଜୁ କରିବା ସହିତ ଜବରଦଖଲ ଉଛେଦ ପାଇଁ ୨୭/୧୦୨୫ରେ ଏକ ନୋଟିସ ଜାରୀ କରିଥିଲେ ! ତହସିଲ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ବିରୋଧରେ ଜବରଦଖଲ କାରୀ ଉପ-ଜିଲ୍ଲାପାଳଙ୍କ ନିକଟରେ ୪୩/୨୫ନମ୍ବର ରେ ଅପିଲ କରିଥିଲେ !  ଉପଜିଲ୍ଲାପାଳ ଭଦ୍ରକ ଓ ପିଏଲ୍‌ ଇ ଆକ୍ଟ ୧୯୭୨ ଅନୁଯାୟୀ ଉକ୍ତ ଅପିଲର ବିଚାର କରି ତହସିଲଦାରଙ୍କ ନୋଟିସ୍‌ କୁ କାଏମ ରଖିବା ସହ ୨୪/୨/୨୬ରେ ଉପରୋକ୍ତ ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ବନ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ! ଜିଲ୍ଲାପାଳଙ୍କ ଚିଠି ପାଇବା ପରେ ବନ୍ତ ତହସିଲ ପକ୍ଷରୁ ମାଜିଷ୍ଟେଟ  ଭାବେ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ସୁପରଦ୍ଭାଇଜର ମୃତ୍ୟୁଞ୍ଜୟ ନାୟକ, ଅମୀନ ସରୋଜ କୁମାର ଜେନା ଓ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ସୁବ୍ରତ କୁମାର ଦାସ, କେନ୍ଦୁଆପଦା ଫାଣ୍ଡି ଅଧିକାରୀ  ଅଭିମନ୍ୟୁ ଦାସ ଓ ପୁଲିସ ବାହିନୀଙ୍କ ଉପସ୍ଥିତିରେ ଆଜି ଏହି ଉଚ୍ଛେଦ କରାଯାଇଛି  !

News Comment

You Might Also Like

BACK TO TOP