Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ଗଞ୍ଜାମ ପୋଲିସ ଆରମ୍ଭ କଲା ଅପରାଧ ସଫେଇ ଅଭିଯାନ|

13-May-2025

ଗଞ୍ଜାମ ପୋଲିସ ଆରମ୍ଭ କଲା ଅପରାଧ ସଫେଇ ଅଭିଯାନ, 

ଓଡିଶା ଜନମତ , ଗଞ୍ଜାମ,ବଟ କୃଷ୍ଣ ରାଉଳ 13/5/25:

ଗଞ୍ଜାମ ଜିଲ୍ଲାରେ ଲଗାତାର ହତ୍ଯାକାଣ୍ଡ  ହତ୍ଯା ଉଦ୍ୟମ ସାଙ୍ଗ କୁ ଡକାୟତ, ଚୋରି , ଲୁଟ ରାହାଜାନୀ ଭଳି ଅପରାଧୀକ କାର୍ଯ୍ଯକଳାପ ଜିଲ୍ଲା ବାସିଙ୍କ ନିଦ ହଜାଇ ଦେଇଥିଲା। ଜାହା ଫଳରେ ପୋଲିସ ର ଢିଲା ସୁରକ୍ଷା ବ୍ୟବସ୍ଥା କୁ ନେଇ ବାରମ୍ବାର ଅଙ୍ଗୁଳି ଉଠିବା ପରେ ଅପରାଧ ସଫେଇ ଅଭିଯାନ ଆରମ୍ଭ କରିଛି ପୋଲିସ।  ଦକ୍ଷିଣାଞ୍ଚଳ ଆଇ ଜି ଙ୍କ ନିର୍ଦ୍ଦେଶ କ୍ରମେ ଏସପି ଙ୍କ ନେତୃତ୍ବ ର ଏକ ସ୍ପେଶାଲ ଟିମ୍ କୁ ନେଇ ସ୍ପେଶାଲ ଡ୍ରାଇଭ କରାଯାଇ ବିଭିନ୍ନ ସ୍ଥାନ ରେ ଛାପା ମାରି 18  ରୁ ଉର୍ଦ୍ଧ ଅଭିଯୁକ୍ତ ଙ୍କୁ କାବୁ କରିଛି ପୋଲିସ। ଗଞ୍ଜାମ ଜିଲ୍ଲାର ପୋଲସରା,ଆସିକା କୋଟିନଡ଼ା, ହିଞିଳିକାଟୁଭଳି ସ୍ଥାନ ରେ  ଚଢାଉ କରି 18 ରୁ ଉର୍ଦ୍ଧ ଅଭିଯୁକ୍ତ ଙ୍କ ଠାରୁ 8 ଟି ବନ୍ଧୁକ 31 ରୁ ଉର୍ଦ୍ଧ ଅଫୁଟା ଗୁଳି ସାଙ୍ଗକୁ 23 ମୋବାଇଲ ଫୋନ ଭିଭିନ୍ନ ମାରଣାସ୍ତ୍ର କୁ ଜବତ କରିଛି ପୋଲିସ । ଏହି ଅଭିଯୁକ୍ତ ମାନେ ଚୋରା ବନ୍ଧୁକ ଆଣି ବିଭିନ୍ନ ସ୍ଥାନ ରେ ଅପରାଧ ଘଟାଇ ବାକୁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି। ପୋଲିସ ର ଏହି ଅଭିଜାନ ଆଗକୁ ଅପରାଧ ନିୟନ୍ତ୍ରଣ ରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

News Comment

You Might Also Like

BACK TO TOP