Breaking News

ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||     

ଖଲ୍ଲିକୋଟ ମାଗଣା 300 ୟୁନିଟ ବିଜୁଳି ଯୋଗେଇବା ପ୍ରତିଶୃତି କୁଆଡେ ଗଲା ବୋଲି ସିପି ଆଇ ର ବିକ୍ଷୋଭ |

03-Apr-2025

ମାସକୁ 300 ୟୁନିଟ ବିଜୁଳି ମାଗଣା ଯୋଗାଇବା ଦାବି ନେଇ ସି.ପି. ଆଇ ର ବିକ୍ଷୋଭ | ଓଡିଶା ଜନମତ, ମାଧବ ବେହେରା, ଖଲ୍ଲିକୋଟ 
---------------------------------------------------------------
ଖଲ୍ଲିକୋଟ  03 / .04 ନିର୍ବାଚନ ପ୍ରତିଶୃତି ମୁତାବକ ମାସିକ 300 ୟୁନିଟ ମାଗଣା ଯୋଗାଇଦେବା, ହିତାଧିକାରୀଙ୍କୁ ଚଞ୍ଚକତା ପୂର୍ଣ୍ଣ ଶୋଷଣ ପାଇଁ ପ୍ରାୟୋଜିତ ସ୍ମାର୍ଟ ମିଟର ସଂଯୋଗ ବନ୍ଦ କରିବା, ଓଡ଼ିଆ ଭାଷା ରେ ବିଦ୍ୟୁତ ବିଲ ପ୍ରଦାନ କରିବା, କୃଷି ଏବଂ ଅ|ନୁସଙ୍ଗିକ କ୍ଷେତ୍ରକୁ ମାଗଣା ରେ ବିଦ୍ୟୁତ ଯୋଗାଇଦେବା, OERC ଓ TATA କମ୍ପାନୀ ର ଶୋଷଣ ଏବଂ ଜୁଲୁମ ବନ୍ଦ କରିବା, ବିଦ୍ୟୁତ ଘରୋଇ କରଣ କୁ ବାତିଲ କରି ପୁନଃ ବିଦ୍ୟୁତ ବୋର୍ଡ ଗଠନ କରିବା, ଚଳିତ ପ୍ରଚଣ୍ଡ ରୁଦ୍ର ତାପ ଯୋଗୁଁ  ସମସ୍ୟା ବଶତଃ ବିଲ ପୈଠ ନ କରିଥିଲେ ମଧ୍ୟ ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ ନ କରିବା ଆଦି ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଆଞ୍ଚଳିକ ପରିଷଦ ନେତୃତ୍ୱ ରେ ଶତାଧିକ କର୍ମୀ ବାଲୁକେଶ୍ୱର ମନ୍ଦିର ଠାରୁ ପଟୁଆର ବାହାର କରି ଖଲ୍ଲିକୋଟ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ରେ ପହଂଚି ବିଭାଗୀୟ S. D. O. ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇ ଅଛି | ଉକ୍ତ କାର୍ଯ୍ୟକ୍ରମ ରେ ସାଥି ରଘୁନାଥ ଗୌଡ଼, କନ୍ଧ ପ୍ରଧାନ, ସିମାଞ୍ଚଳ ବେହେରା, ଜୟରାମ ଦାଶ, ମନୋଜ ଗୌଡ଼, ଏମ. ତ୍ରିନାଥ ପାତ୍ର, ସୂର୍ଯ୍ୟ ପାତ୍ର, ସୁକୃ ପ୍ରଧାନ, ସନ୍ତୋଷ ଦଳେଇ ପ୍ରମୁଖ ନେତୃତ୍ୱ ନେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |

News Comment

You Might Also Like

BACK TO TOP