Breaking
News
Breaking
News
04-Oct-2026
ସୀତାନଗରରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର !
ଓଡ଼ିଶା ଜନମତ, ଛତ୍ରପୁର, ତା.୪ /୧୦,
କେ. ସତ୍ୟନାରାୟଣ ରେଡ୍ଡୀ :----
ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସୀତାନଗର ରୁ ଏକ 8 ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି ।ଉକ୍ତ ଗ୍ରାମରେ ଏକ ଜାଲ ରେ ସାପଟି ଛନ୍ଦି ହୋଇଯାଇଥିବା ସ୍ଥାନୀୟ ଅଂଚଳବାସୀ ଦେଖି ବନ ବିଭାଗ କୁ ଖବର ଦେଇଥିଲେ । ବନ ବିଭାଗ ସେ ବନ୍ୟ ପ୍ରାଣୀ ସୁରକ୍ଷା ବାହିନୀ କୁ ଖବର ଦେଇଥିଲେ l ଛତ୍ରପୁର ଫରେଷ୍ଟର ବାବୁ ସେଠି ଙ୍କ ଉପସ୍ଥିତିରେ ବନ୍ୟ ପ୍ରାଣୀ ସୁରକ୍ଷା ସମ୍ପାଦକ ଗଣପତି ସାହୁ ପହ୍ଞ୍ଚି ଜାଲ ରୁ ସାପଟିକୁ ଉଦ୍ଧାର କରି ଟାମଣା ଘାଟି ଜଙ୍ଗଲରେ ସୁରକ୍ଷିତ ଭାବେ ସାପଟିକୁ ଛାଡିଦେଇଥିଲେ ।
BACK TO TOP