Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଅରଖ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ |

11-Mar-2025

ବ୍ଲକ୍ ସ୍ତରୀୟ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ,

              ଓଡିଶା ଜନମତ ବ୍ୟୁରୋ , 

ପୁରୁଷୋତ୍ତମପୁର - ୧୧/୦୩/୨୦୨୫
ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଅରଖପୁର ଗ୍ରାମ ରେ ଅବସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି ।
ଏହି ମେଳାରେ  ମୁଖ୍ୟ ଅତିଥି ଭାବେ ଶ୍ରୀ ଅରୁଣ କୁମାର ପଣ୍ଡା ଯୋଗ ଦେଇଥିଲା ବେଳେ  ମୁଖ୍ୟ ବକ୍ତା ତଥା ପୁରୁଷୋତ୍ତମପୁର କାଉନସିଲର ଶ୍ରୀ ଭାସ୍କର ବେହେରା, ନିପୂଣ ଓଡ଼ିଶାର ବ୍ଲକ ସଭାପତି ଏସ୍ ଗିରିଧାରୀ , ବିଇଓ ରାଜକିଶୋରବେହେରା ,ସମ୍ମାନିତ ଅତିଥି ଆରଖପୁର୍ ପଞ୍ଚାୟତ ନାଏବ ସରପଞ୍ଚ ଶ୍ରୀମତୀ ରିନା ଖୁଣ୍ଟିଆ, ସମାଜ ସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ,ଯୁବ ସାମ୍ବାଦିକ ତଥା ସମାଜ ସେବୀ ତ୍ରିଲୋଚନ ଦାଶ,ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ତପନ କୁମାର ବିଷୋୟୀ,  ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧୋବା ସାହୁ  , ବି ଆର୍ ସି ସି ଆର କେ ସାହୁ, ଓମ୍ ପ୍ରକାଶ ନାରାୟଣ ପଣ୍ଡା ,ଏ ବି ଇ ଓ ଶ୍ରୀ କିଶୋର ଚନ୍ଦ୍ର ସାହୁ  ,ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା, ଝାଡ଼ବାଇ ସି ଆର ସି ସି ଶ୍ରୀ ପ୍ରଦୀପ କୁମାରବେହେରା ,ଭୂତସର ସୀଙ୍ଗି ସି ଆର ସି ସି ଦାୟିତ୍ଵ ରେ ଥିବା ଶ୍ରୀ ଭଗବାନ ସାହୁ  ,ସି ଆର ସି ସି ଶ୍ରୀ କାଳି ଚରଣ ଗଉଡ,ବାଘଳ ସି ଆର ସି ସି ଶ୍ରୀ ସୁଶାନ୍ତ କୁମାର ପୋଲାଇ ମଞ୍ଚସିନ ଥିଲେ ।
ନିପୂଣ ଓଡ଼ିଶା ସଭାପତି ପ୍ରାଥମିକ ଛାତ୍ର ଛାତ୍ରୀ ମାନଙ୍କୁ ଭାଷା ଓ ସଂଜ୍ଞା ତଥା ମୌଳିକ ଶିକ୍ଷା ଜ୍ଞାନ ବିଷୟରେ ଅବଗତ କରାଇ ଥିଲେ , ପ୍ରସନ୍ନ କୁମାର ଦାଶ ଜଣେ ଗରିବ ଚାଷୀ ଘର ର ପିଲା କେମିତି ଓ ଏ ସ୍ ପରୀକ୍ଷା ରେ ଉର୍ତିନ ହେଇଥିଲେ ତାହାର ଉଦାହରଣ ଦେଇ ପିଲା ମାନଙ୍କୁ ପାଠ ପଢିବା ସହ ଭବିଷ୍ୟତ ଉଜ୍ଜଳ ହୋଇ ପାରିବ କହିଥିଲେ। ଶ୍ରୀଯୁକ୍ତ ଅରୁଣ କୁମାର ପଣ୍ଡା ପ୍ରଧାନ ମନ୍ତ୍ରୀ ଙ୍କ ନିପୂଣ ମେଳା ର ଉଦେଶ୍ୟ ତଥା ନୂତନ୍ ଶିକ୍ଷା ନୀତି ୨୦୨୦ ବିଷୟରେ ଅଭିଭାଷଣ ରଖିଥିଲେ । କାଉନସିଲର ଭାସ୍କର ବେହେରା ନିପୁଣ ଓଡ଼ିଶା ମେଳା ର ଅର୍ଥ ପିଲାମାନଙ୍କୁ ବୁଝାଇ କହିଥିଲେ ।
ଏଥିରେଅଭିଭାବକ ,ଛାତ୍ର ଛାତ୍ରୀ  ଉପସ୍ଥିତ ରହି ନପୁଣ ଓଡ଼ିଶା ର ପାଞ୍ଚଟି ଷ୍ଟଲ ବୁଲିଦେଖିଥିଲେ।ପ୍ରଥମ ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ପିଲା ଓ ତାଙ୍କ ଅଭିଭାବକ ଙ୍କୁ ଏଥିରେ ସାମିଲ କରାଯାଇ ଥିଲା।ଶେଷ ରେ ନିପୁଣ ଓଡ଼ିଶା ର ସଙ୍ଗୀତ ଜ୍ଞାନ ସହ ଶପଥ ପାଠ କରା ଯାଇ 13 ଟି କ୍ଲଷ୍ଟର 13 ଜଣ ଶିକ୍ଷକ ଓ ଭୂତସରସିଙ୍ଗି କ୍ଲଷ୍ଟର ର 12 ଜଣ ଶିକ୍ଷକ ଙ୍କୁ ପ୍ରଶଂସା ପାତ୍ର ପ୍ରଦାନ କରାଯାଇଥିବା ବେଳେ 170 ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏ ବି ଇ ଓ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାନକା ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା ସଂଯୋଜନା କରିଥିଲେ।ସମସ୍ତ ସି ଅର୍ ସି ସି ଏହି କାର୍ଯ୍ୟକୁ ସହଯୋଗ କରିଥିଲେ । ଏବଂ ଏହି ନିପୁଣ ମେଳା ରେ  ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, କିଛି ଗ୍ରାମ ବାସୀ, ଯୁବକ ମାନେ ସହଯୋଗ କରିଥିଲେ  | ସମସ୍ତ ଛାତ୍ର, ଛାତ୍ରୀ ସେମାନଙ୍କ   ଅଭିଭାବକ ମାନେ  ମଧ୍ୟ ଉପସ୍ଥିତ ରହି ଏହି ମେଳରେ ଉପସ୍ଥିତ  ଥିଲେ |

News Comment

You Might Also Like

BACK TO TOP