Breaking News

ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||     

ପୁରୁଷୋତ୍ତମପୁର ବ୍ଲକ ସହିତ ଏନଏସି ରେ ଥିବା ସବୁ ଶୈବ ପୀଠରେ ଶିବରାତ୍ରି ରେ ଜାଗର ପାକିତ |

26-Feb-2025

ପୁରୁଷୋତ୍ତମପୁର ବ୍ଲକ  ର ବିଭିନ୍ନ ପଞ୍ଚାୟତ ଓ ଏନଏସି ର ସବୁ ଶିବ ମନ୍ଦିର ଚଳ ଚଞ୍ଚଳ, 
ତୁମ୍ବେଶ୍ୱର ମନ୍ଦିର ରୁ ଉଠିଲା ମହାଦୀପ,

     ଓଡିଶା  ଜନମତ  ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲକ ର 26 ଗୋଟି ପଞ୍ଚାୟତ  ଏବଂ ଏନଏସି ରେ ଥିବା ସବୁ ଶିବମନ୍ଦିର  ରେ  ଆଜି ଶିବ ରାତ୍ର ଅବସରରେ ଭକ୍ତ ଙ୍କ ଗହଳି ସକାଳ ଚାରିଘାଣ୍ଟ ସମୟଠାରୁଠାକୁରଙ୍କ ମଜଣା ସେବା ସାରି ଭକ୍ତ ଙ୍କ ଦର୍ଶନ ଆରମ୍ଭ   କରାଯାଇ ଥିଲା  |  ଭକ୍ତ ମାନେ ଦୀପଲଗାଇ ଭୋଗ କରି ଜଗତ ଏବଂ ନିଜର ମଙ୍ଗଳ ପାଇଁ  ମହାଦେବ ଙ୍କ ପାଖେ ଶରଣ ପଶିଥିଲେ  |  ଏବଂ ଅଧିକାଂଶ ଶୈବ ପୀଠରେ ଠାକୁରଙ୍କ ପାଖେ ଅଭିଷେକ ଠାରୁ ଆରମ୍ଭ  ରୀତି ନିତି ଅନୁସାରେ ପୂଜାର୍ଚନା କରାଯାଇଥିବାର ଦେଖାଯାଇ ଥିଲା  | ସନ୍ଧ୍ୟା ସମୟରେ ବହୁ ଶୈବ ପୀଠ ରେ ମହିଳା ଓ ପୁରୁଷ ଭକ୍ତ ମାନେ ଉଜାଗର ନିମନ୍ତେ ଦୀପ ଜାକି ବସିଥିବାର ଦେଖା ଯାଇଥିଲା | ତେବେ କେଉଁ ମନ୍ଦିର ର ସମୟ ନିର୍ଘଣ୍ଟ କୁ ଧରି ମହାଦୀପ ଉଠିଥିଲା | ଏବଂ ବେଢା ପରିକ୍ରମା ମଧ୍ୟ ଠାକୁରଙ୍କୁ କରାଯାଇଥିଲା  | ତେବେ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀକୂଳରେ  ପ୍ରଭୁ ରାମଚନ୍ଦ୍ର ଙ୍କ ସ୍ୱ ପୂଜିତ ଠାକୁର  ତୁମ୍ବେଶ୍ୱର ଙ୍କ ମଧ୍ୟ ଆଜି ରାତ୍ର 11ଘଣ୍ଟ 30 ମିନଟ ସମୟରେ ମହାଦୀପ ଉଠିଥିଲା |  ମହାଦୀପ ପାଇଁ ହଜାର, ହଜାର ଶ୍ରଦ୍ଧାକୁ ଉପସ୍ଥିତ ରହିଥିଲେ | ଠାକୁରଙ୍କ ସମସ୍ତ ସେବାୟତ, ପୁରୋହିତ,କରଣ, କାର୍ଜି, ଶଙ୍ଖୁଆ, କାହାଳି ବାଦକ ଶଙ୍ଖ, କାହାଳି, ଘଣ୍ଟ ମୃଦୁଙ୍ଗ ଏବଂ ମହିଳାଙ୍କ ହୁଳହୁଳି ଏବଂ ହରିବୋଲ ଶବ୍ଦରେ  ପୁରୋହିତ ଠାକୁରଙ୍କ ପାଖେ ଦୀପ ପୂଜାର୍ଚନା ପରେ ସେହିଦିପରୁ ମହାଦୀପ ଲଗାଯାଇଥିଲା | ମାନସିକ ଧାରୀ, ଉପବାସ ଧାରୀ ଭକ୍ତ ମାନେ  ଉପବାସ ରହି ଠାକୁରଙ୍କ ପାଖେ  ରହିଥିଲେ | ଅଧିକାଂଶ ଭକ୍ତ ମହାଦୀପ ପରେ ଘରକୁ ଫେରି ଯାଇଥିଲେ |  ତେବେ ଅଧିକାଂଶ ଶୈବ ପୀଠରେ ରୀତିନୀତି, ଓ ପୂଜାର୍ଚନା ପରେ ମହାଦୀପ ଉଠିଥିଲା  |

News Comment

You Might Also Like

BACK TO TOP