Breaking News

ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||     

ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ବ୍ଲକ ଗୋଷ୍ଠି ଅଧିକାରୀ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |

25-Feb-2025

ପୁରୁଷୋତ୍ତମପୁର ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ଙ୍କୁ  ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ  ଶୁଭେଚ୍ଛା  ଓ ସମ୍ବର୍ଦ୍ଧନା  ଅନୁଷ୍ଠିତ |

                  ଓଡିଶା ଜନମତ   ବ୍ୟୁରୋ

ପୁରୁଷୋତ୍ତମପୁର ବ୍ଲକ ର ବରିଷ୍ଟ ଗୋଷ୍ଠି ଶିକ୍ଷା ଅଧିକାରୀ ଏସ ଗିରିଧର ଙ୍କ ଦୃଢ଼ ନେତୃତ୍ୱ, କର୍ମ ବର୍ଦ୍ଧତା,  ସଚୋଟତ୍ତା, କାର୍ଯ୍ୟ ଦକ୍ଷତା, ଯୋଗୁଁ  ଏହି ବ୍ଲକରେ ଶିକ୍ଷକ ମାନଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିଛି  ଏବଂ ଛାତ୍ର, ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ଗଠନ ସହ ପାଠପଢା କ୍ଷେତ୍ରରେ ଅପୂର୍ବ ସଫଳତା ଦିଗକୁ ଆଗେଇ ନେବା , ତା ସହିତ ଗୋଷ୍ଠି ଅଧିକାରୀ ଙ୍କ ଶୈକ୍ଷିକ କ୍ଷେତ୍ରରେ ଯଥେଷ୍ଟ ଉର୍ନ୍ନତି  ପରିଲକ୍ଷିତ ହୋଇଛି |  ରାଷ୍ଟ୍ରୀୟ ଅଭିଯାନ  ତରଫରୁ  ଗତ 17/02/25 ରିଖରେ  382 ଶିକ୍ଷାର୍ଥି ଏବଂ 30 ଜଣ ଗାଇଡ଼ ଶିକ୍ଷକ ଙ୍କୁ ନେଇ  ଗୋଳାବନ୍ଧ ନିକଟ ଆର୍ମି  ଏ ଡି ସ୍କୁଲ କୁ ଶୈକ୍ଷିକପରି ଭ୍ରମଣରେ  ଯାଇଥିଲେ |  ଯାହାକି ଏକ ସ୍ୱତନ୍ତ୍ର ଏବଂ ନିଆରା ଅନୁଭୂତି ଅଟେ | ଏହାସହ   ସୁରଭୀ "କାର୍ଯ୍ୟକ୍ରମ ରେ  ରାଜ୍ୟ ସ୍ତରୀୟ ସଫଳତା  ଏପିଏର  ଆଇଡ଼ି ରେ  ଅଭୁତ ସଫଳତା, ପ୍ରଶାସନିକକାର୍ଯ୍ୟ କ୍ଷେତ୍ରରେ ସଫଳତା  ପ୍ରଦର୍ଶନ , ଶିକ୍ଷକ ଙ୍କ ଅନେକ ସମସ୍ୟାର ସମାଧାନ, ଏବଂ ଅନେକ କାର୍ଯ୍ୟର  ଲକ୍ଷନେଇ  ଲକ୍ଷ ସ୍ଥଳରେ ପହଞ୍ଚିବା  ଉଦେଶ୍ୟ କୁ ସାଧିତ  କରିବା  ପାଇଁ ଆଗ୍ରହ ସୃଷ୍ଟି କରିବା,  ଅନେକ ସମସ୍ୟା ର  ସମାଧାନ ପାଇଁ ଚେଷ୍ଟା କରିବା,  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଓ ଶ୍ରେଷ୍ଠ  ବିଦ୍ୟାଳୟ ପୁରସ୍କାରପାଇଁ ତାଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠି ଶିକ୍ଷା ଅଧିକାରୀ  ଏସ ଗିରିଧର ଙ୍କୁ ପୁଷ୍ପ ଗୁଛ, ଦେଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ  |  ଏବଂତାଙ୍କ ଲୋକପ୍ରିୟତାରେ ଅତିଷ୍ଟ ହୋଇ  କିଛି ବ୍ୟକ୍ତି ତାଙ୍କ ନାମରେ  ମିଛ ଓ ମନଗଢା  ଲେଖାକୁ  ପେପର ରେ ପ୍ରକାଶିତ କରିବାକୁ  ନେଇ ଏହାକୁ ଦୃଢତାର ସହ ନିନ୍ଦା କରିବାସହ ଦରକାର ପଡିଲେ ସେହି  ମାନଙ୍କ  ବିରୁଦ୍ଧରେ ଆଇନ ଗତ କାର୍ଯ୍ୟ କରିବାକୁ  ପଦକ୍ଷେପ  ନେବେ ବୋଲି  ଶିକ୍ଷକ ମାନେ କହିଛନ୍ତି  | ପୂର୍ବତନ ବିଇଓ ହରେକୃଷ୍ଣ ପଣ୍ଡାଙ୍କଭଳିଗୋଷ୍ଠି ଶିକ୍ଷା ଅଧିକାରୀ,ଏସ ଗିରିଧର  ବହୁତ ଭଲ ଅଟନ୍ତି  |  ସେମାନଙ୍କ ପରି ଅଧିକାରୀ କୋଟିକରେ ଗୋଟିଏ ମିଳିବେ |  ତେଣୁ ସବୁ ଅଫିସିକୁ ଏହିପରି ଅଧିକାରୀ ମିଳିଲେ  ସେହି ବିଭାଗ ନିଶ୍ଚିତ ଉପରକୁ ଉଠି ପାରିବ ବୋଲି ଶିକ୍ଷକ ମାନେ କହିଛନ୍ତି |  ଆଜିର ଏହି କାର୍ଯ୍ୟକ୍ରମ ରେ  ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ  ନିରଞ୍ଜନ  ତ୍ରିପାଠୀ,  ସଞ୍ଜୟ କୁମାର ମହାପତ୍ର, ଭଗବାନ ସାହୁ, ନକୁଳ ସେଠୀ, ପ୍ରଦୀପ କୁମାର ବେହେରା, ଅନୁପ କୁମାର ଦାଶ, କେ ସୋମନାଥ ନାୟକ, ଏସ କେ ରଣା, ଇସ୍ବା ରମେଶ, କୈଳାଶ ଚନ୍ଦ୍ର ସ୍ବାଇଁ, ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP