Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟ ରେ 2025 ର ବାର୍ଷିକୀ ପ୍ରଦର୍ଶନୀ ଅନୁଷ୍ଠିତ |

23-Feb-2025

ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟ ରେ "ବାର୍ଷିକ ପ୍ରଦର୍ଶନୀ ୨୦୨୫" ଅନୁଷ୍ଠିତ |

ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା,:23/2 :

ରବିବାର ଦିନ ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁ ଓ କlରୁ କଳା ମହାବିଦ୍ୟାଳୟ ରେ ବର୍ଷିକ ଚିତ୍ର କଳା ପ୍ରଦର୍ଶନୀ ମହା ସମାରୋହ ରେ ଅନୁଷ୍ଠିତ ହୋଇଛି|  ଆୟୋଜିତ ପ୍ରଦର୍ଶନୀ ରେ ମୂଖ୍ୟ  ଅତିଥି ଭାବେ ଓଡ଼ିଶାର  ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଅଦ୍ଵୈତ ଚରଣ ଗଡନାୟକ  ଯୋଗ ଦେଇ ଶରତ  ଵିଥି ପରିସର ରେ ହୋଇଥିବା ଚିତ୍ର କଳା ପ୍ରଦର୍ଶନୀ ପରିଦର୍ଶନ କରି ଉଚ୍ଚ ପ୍ରଶଂସା କରିବା ସହ କଳା ଛାତ୍ର ମାନଙ୍କ ସୃଜନଶିଳତା କୁ ତରିଫ କରିଥିଲେ.| ପ୍ରଦର୍ଶନୀ ରେ  ପ୍ରଦର୍ଶିତ ତୈଳ ଚିତ୍ର, କେଥେଲିକ ଆର୍ଟ, ସେରମିକ୍ ଆର୍ଟ ଭଳି ବହୁ ଉଚ୍ଚ କୋଟିର ଚିତ୍ର କଳା ଛାତ୍ର ଛାତ୍ରୀ ମାନଙ୍କ ର ଭବିଷ୍ୟତ ଉଜ୍ଜଳ କରିବା ସହିତ ଜଣେ ଜଣେ ପ୍ରତିଷ୍ଠିତ ଚିତ୍ର ଶିଳ୍ପୀ ଭାବେ ଓଡିଶା ତଥା ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଗୌରବ ରକ୍ଷା କରିବ ବୋଲି ପ୍ରକାଶ କରିଥିଲେ.. ମହାବିଦ୍ୟାଳୟ ଅଧକ୍ଷ ସୁବ୍ରତ ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବାର୍ଷିକ ପ୍ରଦର୍ଶନୀ ରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ  ଏହି ପୂରାତନ କଳା ମହାବିଦ୍ୟାଳୟ ରୁ ବହୁ ଜସ୍ଵଶି ଶିଳ୍ପୀ ବାହାରି ସାରା ପୃଥିବୀରେ ସେମାନଙ୍କ କଳା ର ଉତ୍କର୍ଷତା ପ୍ରତିପାଦନ କରି ଆସିଛନ୍ତି.| ତେଣୁ ଏହି ସର୍ବ ପୁରାତନ କଳା ଅନୁଷ୍ଠାନକୁ ଏକ ନୂତନ କୋଠା ନିର୍ମାଣ ପାଇଁ ସରକାରଙ୍କ ଦୃଷ୍ଟି କୁ ନିଆଯିବ ବୋଲି ପ୍ରକାସ କରିଥିଲେ| ଓଡିଶାର ବର୍ଷୀୟାନ ମହିଳା ଚିତ୍ର ଶିଳ୍ପୀ ଶ୍ରୀମତୀ ବସନ୍ତ କୁମାରୀ ସାମନ୍ତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ କଳା ର ରିରନ୍ତର ସାଧନା ବଜାଇ ରଖିଲେ ଅନୁଷ୍ଠାନ ର ସୁନାମ ଦେଶ ବିଦେଶ ରେ ପହଞ୍ଚିବ ବୋଲି କହିଥିଲେ.... ଏହି ଉପଲକ୍ଷେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ କାର୍ଯକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୁଗ୍ଧ କରିଥିଲା|  ଉକ୍ତ କାର୍ଯ୍ୟକ୍ରମ ରେ ବି କେ କାନୁନଗୋ ଚାରୁ କଳା ମହାବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ ଓ  ଅଧ୍ୟାପକ ଯୋଗ ଦେଇ କାର୍ଯକ୍ରମ ରେ ଅଂଶ ଗ୍ରହଣ କରିଥିଲେ.| ଅତିଥି ମାନଙ୍କ ଦ୍ୱାରା ଏକ ଶୁଚି ପତ୍ର କୁ ଉନ୍ମୋଚନ କରିଥିଲେ |

News Comment

You Might Also Like

BACK TO TOP