Breaking News

ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||     

ଆଣକାଡିଟି ଗାଁରେ ନଳକୂପ,, ସୋଲାର ଟେଙ୍କ ଓ ଡୁଏଲ ପମ୍ପ ଅଚଳ ଯୋଗୁଁ ଛୁଆ ପାଣି ପିଇ ବହୁଲୋକ ରୋଗରେ ଆକ୍ରାନ୍ତ |

23-Feb-2025

ଅଣକାଡିଟି ଗାଁରେ ତିନି ବର୍ଷ ହେଲା,ସୋଲାର ପାଣି ଡୁଏଲ ପମ୍ପ ଓ ତିନୋଟି ନଳକୂପ ଅଚଳ, 
(କାଜାମାହା ବାନ୍ଧା ଝରଣା ପାଣି ପିଇ ଗାଁ ଲୋକେ କାଚୁକୁଣ୍ଡିଆ, ଜ୍ଵର ଓ ଝାଡ଼ାବାନ୍ତି ରେ ଆକ୍ରାନ୍ତ  |

                ଓଡିଶା ଜନମତ  ବ୍ୟୁରୋ,

ବନ୍ଧୁଗାଁ ତା ୨୨/୨/୨୫ ବନ୍ଧୁଗାଁ ବ୍ଲକ କାବ୍ରିବାଡ଼ି ପଞ୍ଚାୟତ ଅଣକାଡିଟି ଗାଁ ରେ ଦୀର୍ଘ ତିନି ବର୍ଷ ହେଉଛି ସୋଲାର ଡୁଏଲ ପମ୍ପ ଓ ନଳକୂପ ସବୁ ଅଚଳ ହୋଇ ପଡ଼ି ରହିଛି। ଗାଁ ରେ ୫୦ ଘର ପରିବାରର ଥିବା ବେଳେ ୨୬୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ପିଇବା ପାଣି ସମସ୍ୟା କୁ ସମାଧାନ କରିବା ପାଇଁ ସ୍ଥାନୀୟ ସରପଞ୍ଚ ସସ୍ମିତା ପିଡିକା ଓ ପିଇଓ ବସନ୍ତ ନାୟକ ଙ୍କୁ ଅବଗତ କରି ଥିଲେ। ଏଥି ସହିତ ତିନି ବର୍ଷ ମଧ୍ୟରେ ଯେତେ ଥର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ବ୍ଲକ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଲିଖିତ ଭାବେ ଗୁହାରି କରି ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁରେ ପିଇବା ପାଣି ସମସ୍ୟା ସମାଧାନ ହୋଇପାରି ନାହିଁ। ଜଙ୍ଗଲରେ କିମ୍ବା ଚିଡ଼ିଆ ଖାନାରେ ପଶୁ ପକ୍ଷୀ କିପରି ପିଇବା ପାଣି ପାଇବେ ସରକାର ସଙ୍ଗେ ସଙ୍ଗେ ପିଇବା ପାଣି ପାଇଁ ସୁବିଧା କରୁଛନ୍ତି। ଆମେ ମଣିଷ ଗାଁ କରି ସାହି ବାନ୍ଧି ରହୁଥିବା ଲୋକ ଅଟୁ,ଆମକୁ ପାଣି ପାଇଁ ଦେଇଥିବା ନଳକୂପ ୩ ବର୍ଷ ଧରି ଅଚଳ ହୋଇ ରହି ଥିଲେ ମଧ୍ୟ ସରକାର ଓ ସ୍ଥାନୀୟ ସରକାରୀ କଳ ସବୁ ଅବଗତ ଥାଇ ମଧ୍ୟ ପିଇବା ପାଣି ସମସ୍ୟା ସମାଧାନ ନ କରିବା ଚିନ୍ତା ବଢ଼ାଇଛି।  ଗାଁ ଲୋକେ ଗାଁ ରୁ ଏକ କିଲୋମିଟର ଦୂରରେ ଥିବା କାଜା ମାହା ବାନ୍ଧା ଛୋଟିଆ ଝର ରୁ ବହୁ କଷ୍ଟରେ ପିଇବା ପାଣି ବହି ଆଣୁଛନ୍ତି। ସେହି ପାଣି ପିଇବା ଓ ଗାଧେଇବା ଦ୍ୱାରା ବର୍ତ୍ତମାନ ଗାଁ ରେ ସମସ୍ତେ ଜ୍ଵର, କାଛୁ କୁଣ୍ଡିଆ, ଚର୍ମରୋଗ ଓ ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ଗାଁ ର ୱାର୍ଡ ମେମ୍ବର ମାଲେୟା ମାଣ୍ଡିଙ୍ଗି, ଲିଙ୍ଗ ମାଣ୍ଡିଂଙ୍ଗି, ଗୁରୁମୂର୍ତ୍ତି ମାଣ୍ଡିଙ୍ଗି, ଏଙ୍କା ମିଣ୍ୟାକା ଓ ଆମାଲୁ ମାଣ୍ଡିଙ୍ଗି ଜଣାଇଛନ୍ତି। ପ୍ରବଳ ଖରାରେ ବର୍ତ୍ତମାନ ସେହି ଝରର ପାଣି ଶୁଖି ଯାଉଛି,ଯଦି ଅତି ଶୀଘ୍ର ଆମ ଗାଁ ର ପିଇବା ପାଣି ସମସ୍ୟା ସମାଧାନ  କରା ନ କଲେ ଗାଁ ସମସ୍ତେ ବ୍ଲକ କାର୍ଯ୍ୟଳୟରେ ଆସି ଧାରଣାରେ ବସିବା ପାଇଁ ଆମ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP