Breaking News

ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||     

ଖଲ୍ଲିକୋଟ ରାଣୀମା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ |

10-Feb-2025

ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ବରିଷ୍ଟ ନେତା ମାନଙ୍କ ଶ୍ରଦ୍ଧାଞ୍ଜଳି 
ଖଲ୍ଲିକୋଟ ରାଣୀ ଗଞ୍ଜାମ ଜିଲ୍ଲା ର ବାଘୁଣୀ ଓ ଓଡିଶା ର ଅପରାଜୟ ନେତ୍ରୀ ଥିଲେ |
          *******************************
, ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା, 10/2:

ଖଲ୍ଲିକୋଟ,  ମର୍ଦରାଜ ପରିବାର ର   ରାଣୀ ସହେବା ତଥା ଖଲ୍ଲିକୋଟ , କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ଦଶ ଶ ଥରର ବିଧାୟିକା ସ୍ବର୍ଗତା ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ  ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ନିର୍ମଳ ଝର ସ୍ଥିତ ବାସଭବନ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି | ଶ୍ରୀ ସାକେଟ ରାମରାଓ ଙ୍କ ଦ୍ୱାରା ଆୟୋଜିତ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ ବିକ୍ରମ କେଶରୀ     ଆରୁଖ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ପୂର୍ବତନ ବିଧାୟକ ନାରାୟଣ ରେଡି, ସୁବାଷ ବେହେରା, ଶ୍ରୀକାନ୍ତ ସାହୁ ବିକ୍ରମ ପଣ୍ଡା ଓ ସୂର୍ଯ୍ୟମଣି ବୈଦ୍ୟ,  ବ୍ରହ୍ମପୁର ବିଜେଡି ସାଂସଦ  ପାର୍ଥି ଭୃଗୁ ବକ୍ସି ପାତ୍ର ଓ ଆସିକା ସାଂସଦ ପାର୍ଥି ଡ଼ଃ. ରଂଜିତା ସାହୁ, ସୁବାଷ ମହାରଣା ଓ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସାହୁ  ପ୍ରଫେସର ରମା ରମଣ ପାଡ଼ି   ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ଭାଷଣ ଦେଇ ସୁଜ୍ଞାନ ଦେବୀ ଙ୍କୁ ଗଞ୍ଜାମ ବାଘୁଣୀ ଓଡିଶା ବିଧାନସଭା ର ଜଣେ ଅପରାଜୟ ନେତ୍ରୀ ଭାବେ ସୁଖ୍ୟାତି ଅର୍ଜନକରିବା ସହ ଦୀର୍ଘ ଦିନ ଧରି ଜନ ମାନସ ରେ ରହିବେ ବୋଲି ପ୍ରକାଶ କରିଥିଲେ |  ବହୁ ସୁଜ୍ଞାନ ପ୍ରେମୀ ଶ୍ରଦ୍ଧାଳୁ, ଶୁଭେଛୁ ଖଲ୍ଲିକୋଟ ଓ ବେଗୁନିଆପଡା, କୋଦଳା ଓ କବିସୂର୍ଯ୍ୟନଗର ଓ ଗଞ୍ଜାମ ଜିଲ୍ଲା ବହୁ ନେତା କର୍ମୀ ଓ ଅବସର ପ୍ରାପ୍ତ ପଦାଧିକାରୀ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ଶ୍ରଦ୍ଧାଞ୍ଜଳି ସଭା ରେ ମହେଶ୍ୱର ବରାଡ଼ ସଂଯୋଜନା କରିଥିବା ବେଳେ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା, ଆଇନଜୀବୀ ସୁଧାଂଶୁ ଶେଖର ସାହୁ, ନାରାୟଣ ପାଢ଼ୀ ଖଲ୍ଲିକୋଟ ଅଞ୍ଚଳ ର ବହୁ ଆଗ ଧାଡିର ନେତା କର୍ମୀ ମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ସଭା କୁ ପରିଚାଳନା କରିଥିଲେ |ତେବେ ସ୍ବର୍ଗତ ଲୋକପ୍ରିୟ ନେତ୍ରୀ ଙ୍କ ସ୍ମୃତି ରକ୍ଷା ପାଇଁ ଏକ ଅନୁଷ୍ଠାନ ସ୍ଥାପନ ପାଇଁ ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହୋଇଥିଲା |ତେବେ ଏହି ଶ୍ରଦ୍ଧାଞ୍ଜଳି  ସଭା ରେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏକ ବାର୍ତା କୁ ପଠନ କରାଯାଇ ଥିଲା |ନବୀନ ତାଙ୍କ ବାର୍ତା ରେ ସୁଜ୍ଞାନ ଦେବୀ ଜଣେ ସ୍ପଷ୍ଟବାଡ଼ିତା,ସାଧୁତା ଓ ପ୍ରତିବାଦ୍ଧତା ଓ ଲୋକପ୍ରିୟତା ର ମନ୍ତ୍ର ଥିଲା ବୋଲି ପ୍ରକାଶ କରିଥିଲେ |ଶେଷରେ ବରିଷ୍ଟ ଆଇନଜୀବୀ ବିପ୍ର ଚାରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

News Comment

You Might Also Like

BACK TO TOP