Breaking News

ନବାଳିକା ଦୁଷ୍କର୍ମ ଅଭିଯୁକ୍ତ କୁ ମେତ୍ୟୁ ଦଣ୍ଡାଦେଶ ଦେଲେ କୋର୍ଟ |    (29-Mar-2026)       ||      କୋଦଳା ବାର ଏସୋସିଏସନ ର ପୁଣି ସଭାପତି ହେଲେ ପୂର୍ଣ୍ଣ ଚନ୍ଦ୍ର ମିଶ୍ର |   (29-Mar-2026)       ||      ଯୁକ୍ତ ଦୁଇ ଶେଷ ବର୍ଷ ର ଛାତ୍ର, ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା |    (29-Mar-2026)       ||      ପୋଲସରା ଏନ ଏସ ବିଭି ର 27ତମ ବାର୍ଷିକ ଉତ୍ସବ 2026 ଅନୁଷ୍ଠିତ |    (28-Mar-2026)       ||      ବାଲିଗୁଡା ଓକିଲ ସଙ୍ଘ ନିର୍ବାଚନ ରେ ହରିଶ୍ଚନ୍ଦ୍ର ସଭାପତି ଓ ଅନିଲ ସମ୍ପାଦକ ଭାବେ ନିର୍ବାଚିତ |    (28-Mar-2026)       ||      ମେଗା ଜଳ ଯୋଗାଣ ପ୍ରକଳ୍ପ ଠିକା ସଂସ୍ତାର ମନମୁଖୀ କାର୍ଯ୍ୟ କୁ ବିରୋଧ |    (28-Mar-2026)       ||      ବିଜେପିର ମଣ୍ଡଳ ପ୍ରଶକ୍ଷିଣ ଶିବିର ଉଦଘାଟିତ |    (28-Mar-2026)       ||      ଖଲ୍ଲିକୋଟ ଆଭାସ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ର ଶୁଭାରମ୍ଭ ||   (27-Mar-2026)       ||      କୋଦଳା ପିଏମ ଶ୍ରୀ ସ୍ଵର୍ଣମୟୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ ||   (27-Mar-2026)       ||      ଜରାଜୀର୍ଣ୍ଣ ଅବସ୍ଥାରେ ନୁଆଁ ଗଡ଼ ଶ୍ମସାନ ଗୃହ |   (27-Mar-2026)       ||      ପବିତ୍ର ରାମ ନବମୀରେ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ବାଇକ ରାଲି    (27-Mar-2026)       ||      ଡହ ଜଳ ସେଚନ ବିଭାଗ ଏସଡ଼ିଓ ଙ୍କ ପୋଲସରା ବାସ ଭବନ ରେ ଭିଜିଲାନ୍ସ ରେଡ଼ |   (26-Mar-2026)       ||      ପଞ୍ଚାୟତ ସମିତି ପରିସରରେ "ସୁଭଦ୍ରା ମିଶନ ଶକ୍ତି କାଫେ " ଉଦଘାଟିତ |    (26-Mar-2026)       ||      ତାଲସର ଗ୍ରାମର ଏକ କାଜୁ ଫେକ୍ଟ୍ରି ରେ ନିଆଁ ଲଗାଇ ଦେଲେ ଦୁବୃତ୍ତ ||   (26-Mar-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅମାରାବତୀ ନଗର ଅଞ୍ଚଳରେ ଚାଲିଥିବା ସେକ୍ସ ରେକେଟ ଉପରେ ପୋଲିସ ର ଚଢ଼ାଉ |    (26-Mar-2026)       ||      ଭଞ୍ଜନଗର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଜେରା |    (26-Mar-2026)       ||      ଜନ ଗଣନା -2027 ପାଇଁ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଅନୁଷ୍ଠିତ |    (25-Mar-2026)       ||      ସ୍ଵପ୍ନେଶ୍ଵର ମନ୍ଦିର ପରିସର ରେ ବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |    (25-Mar-2026)       ||      ପୋଲସରା ରେ ପଞ୍ଚମ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିର ରେ 128 ଜଣ ଯୋଗ ଦେଲେ ||   (25-Mar-2026)       ||      ଖଲ୍ଲିକୋଟ ର ପୂର୍ବତନ ବିଧାୟିକା ଙ୍କ ସ୍ୱାମୀଙ୍କୁ ପଳାତକ ଘୋଷଣା କଲା କୋଦଳା ପୋଲିସ |    (25-Mar-2026)       ||     

ବୁଗୁଡ଼ା ରେ ଜିଲ୍ଲପାଳ ଓ ଏସପିଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |

10-Feb-2025

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ,

ଓଡିଶା ଜନମତ,  ବୁଗୁଡ଼ା, ହର ପ୍ରସାଦ ପାଢ଼ୀ, ତା ୧୦/୦୨/୨୫ : 
ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ଯଜ୍ଯୋତି ପରିଡା , ଭାରପ୍ରାପ୍ତ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଏଏସପି ରଞ୍ଜନ କୁମାର ଦେ, ଡେପୁଟି କଲେକ୍ଟରଙ୍କ ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦାସ , ବିଡିଓ ଦୂତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ ପ୍ରମୁଖ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ୯୪ଟି ଅଭିଯୋଗ ପଞ୍ଜୀକରଣ ହୋଇଥିବା ବେଳେ ୯ଟି ଅଭିଯୋଗର ତତ୍କ୍ଷଣାତ୍ ସମାଧାନ କରାଯାଇଥିଲା। ଏଥି ସହ ୪ ଜଣଙ୍କୁ ୨୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏବଂ ୪ ଜଣ ଦିବ୍ଯାଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବ୍ଲକର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କେ ବୁଗୁଡା ଅଞ୍ଚଳବାସୀଙ୍କ ନିକଟରେ ସୂଚନା ଯଥାବିଧି ପ୍ରକାରେ ପହଞ୍ଚି ନଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ଜଣାଯାଇଛି।

News Comment

You Might Also Like

BACK TO TOP