Breaking News

ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||     

ଦୀଲ୍ଲୀ ରେ ବିଧାନସଭା ଭୋଟ ରେ ବିଜେପିଉ ବିଜୟପରେ ପୁରୁଷୋତ୍ତମପୁର ଏନଏସିରେ ବିଜୟ ଉତ୍ସବ ପାଳିତ |

08-Feb-2025

ଦିଲ୍ଲୀ ବିଧାନ ସଭା  ନିର୍ବାଚନ ରେବିଜେପି ର ବିରାଟ ସଫଳ ତା ପାଇଁ ପୁରୁଷୋତ୍ତମପୁର ସହର ରେ କର୍ମୀ ନେତାଙ୍କ ବାଣ ଫୁଟେଇ ବିଜୟ ଉତ୍ସବ ପାଳନ ,

                        ଓଡିଶା ଜନମତ ବ୍ୟୁରୋ,,

ଦିଲ୍ଲୀରେ ଦୀର୍ଘ 27ବର୍ଷର ବ୍ୟବଧାନ ପରେ ବିଧାନସଭା ନିର୍ବାଚନ ରେ ବିଜେପିlର ଅପୂର୍ବ ସଫଳତା ପାଇ ଦିଲ୍ଲୀ    ସିଂହାସନ ଆରୋହଣ କରିଥିବାରୁ   ସେହି ବିଜୟ ଉଲ୍ଲାସ  ନିମନ୍ତେ ପୁରୁଷୋତ୍ତମପୁର ସହର ରେ ମଧ୍ୟ ଖଲ୍ଲିକୋଟ ବିଧାୟକ  ପୁର୍ଣଚନ୍ଦ୍ର ସେଠୀ ଙ୍କ ଉପସ୍ଥିତି ରେ ପୁରୁଷୋତ୍ତମପୁର ମଣ୍ଡଳ ସଭାପତି ସୂର୍ଯ୍ୟ ନାରାୟଣ ମହାରଣା ଙ୍  ନେତୃତ୍ ଏବ   ବିଜେପିର   ଯୁବମୋର୍ଚା ତଥା ଯୁବ ନେତା ସରୋଜ କୁମାର ପଣ୍ଡା ଙ୍କ ପ୍ରତେକ୍ଷ୍  ସହଯୋଗ ସହିତ   ବିଜେପିର ବରିଷ୍ଟ,, କନିଷ୍ଠ ନେତା, କର୍ମୀ ଙ୍କ ସହଯୋଗ ରେ ବିଜେପି  ବିଜୟ ଉତ୍ସବ କୁ  ମହା ଧୁମ ଧାମ ରେ ବାଣ ଫୁଟାଇ  ସମସ୍ତଙ୍କୁ ମିଠା ଖୁଆଇ  ଯଶ୍ୱାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚାଣକ୍ୟ ଅମିତ ସାହାଙ୍କ  ଜୟଗାନ କରି ଥିଲେ  |  ଦୀର୍ଘ ବର୍ଷ ପରେ ବିଧାନ ସଭା ନିମନ୍ତେ ସମ୍ପୂର୍ଣ ବହୁମତ  ପାଇ  ପାର୍ଟି ଆଜି ବହୁତ ଖୁସି ହୋଉଛି  |ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପାଇଁ ପାର୍ଥୀ ଚୟନ  ହେବାର ସୁଯୋଗ ଦେବେ  | ତେଣୁ ଏହି ଖୁସିନିମନ୍ତେଆଜିପୁରୁଷୋତ୍ତମ ପୁର ଏନଏସି   ର ବିଜେପିଉ ନେତା, କର୍ମୀ ମାନେ ଏହି  ବିଜୟ ଉତ୍ସବ କୁ ପାଳନ କରିଥିଲେ  |

News Comment

You Might Also Like

BACK TO TOP