Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ପୁରୁଷୋତ୍ତମପୁର ବ୍ଲକ ରେ ମଧ୍ୟ ଆରମ୍ଭ ହେଲା ବିକଶିତ ଗାଁ ଓ ବିକଶିତ ଓଡିଶା ର କାର୍ଯ୍ୟକ୍ରମ |

05-Feb-2025

ବିକଶିତ ଗାଁ ବିକଶିତ ଓଡିଶା, ବିଜେପି ସରକାର ଙ୍କ ପୁଣିଏକ ନୂଆଁ ପରି କଳ୍ପନା ,

                         ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର: ଟା 05/02:
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନକୁ ସାକାର କରିବାକୁ ଯାଇ ଆଜି ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ ସାରା ଓଡ଼ିଶାର314 ଗୋଟି ବ୍ଲକ ସହିତ ଖୋର୍ଦ୍ଧା ଜିଲ୍ଲା ର ବୀର ପାଇକ ଗଡ଼ ରେ ଆରମ୍ଭ ହୋଇଯାଇଛି |ସ୍ଥାନୀୟ ପୁରୁଷୋତ୍ତମପୁର ଇଣ୍ଡୋର୍ ଷ୍ଟାଡିୟମ୍ ରେ ମଧ୍ୟ ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ  ବ୍ଲକ ଅଧକ୍ଷା  ପିଙ୍କି ବେହେରା, ଓ ଇନଚାର୍ଜ ବିଡ଼ିଓ ନିରାକାର ଜେନାଙ୍କ ମିଳିତ ସଂଯୋଜନା ରେ ଆରମ୍ଭ କରା ଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ |  ସମ୍ନାନ୍ୱିତ ଅତିଥି ଭାବେ ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଏ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ  ତଥା ତହସିଲଦାର  ଗୋବିନ୍ଦ ଦଣ୍ଡ ସେନା,  ବ୍ଲକ ନିର୍ବାହୀ ଯନ୍ତ୍ରୀ  ସରୋଜ କୁମାର ସାବତ,  ମଞ୍ଚାସିନ ରହିଥିଲେ  | ଅନ୍ୟ ମାନଙ୍କମଧ୍ୟରେ  ସିଡିପିଓ ଲଳିତା ମଲ୍ଲିକ, ମୁଖ୍ୟ ଯନ୍ତ୍ରୀ  ନାଗଭୂଷଣ ଯାଦବ, ବିଜେପି ନେତା ଅରୁଣ କୁମାର ପଣ୍ଡା,  ଯୁବ ନେତା ସୀତାରାମ ପାଣିଗ୍ରାହୀ ,  ଜଗତ ବନ୍ଧୁ ପଣ୍ଡା, ସମସ୍ତ ଯେଇ, ପିଇଓ, ଜିପିଓ ମୀନ କେତନ ବେହେରା, ଏକାଉଣ୍ଟ ଟେଣ୍ଟ  ମୀନ କେତନ ପାଢ଼ୀ,  ସିପି ବରୁଣ ପାତ୍ର, 37 ନଂ ଜିଲ୍ଲା ପରିଷଦ ସଦସ୍ୟ  ରଞ୍ଜିତ ବେହେରା, ସମସ୍ତ 26 ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା,ବ୍ଲକ ସମସ୍ତ ଷ୍ଟାଫ,  କର୍ମଚାରୀଉପସ୍ଥିତ ରହି ସହଯୋଗ କରିଥିଲେ | ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଗ୍ରାମ ଅଂଚଳର ରାସ୍ତା ଘାଟ,ଖୁଦ୍ର ପର୍ଯ୍ୟଟନ ସ୍ଥଳୀ ଓ ଗ୍ରାମ ଅଂଚଳର ଶିକ୍ଷା ଏବଂ କ୍ରୀଡା ର ବିକାଶ କରିବା ମୂଳ ଲକ୍ଷ | ଏହି ଯୋଜନା ୫ହଜାର କୋଟି ଟଙ୍କାର ବ୍ୟୟ ବରାଦରେ ୫ବର୍ଷ ଧରି କାର୍ଯ୍ୟକାରୀ ହୋଇପାରିବ | ଏହି ଯୋଜନା ଓଡ଼ିଶାର ପ୍ରତି ପଂଚାୟତ ସ୍ତରରେ ଲାଗୁ କରାଯିବାର ଲକ୍ଷ ରହିଛି | ଏହି ଯୋଜନାରେ ଓଡ଼ିଶାର ୫୩୮୪୫ ଗ୍ରାମ କିପରି ସହର ସହିତ ତାଳ ଦେଇ ଚାଲିପାରିବ ତାହା ଏହାର ମୂଳ ସିଦ୍ଧାନ୍ତ | ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଲାଇବ ଭିଡ଼ିଓ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭର ସିଧା ପ୍ରସାରଣ କରାଯାଇଥିଲା | ଆଜିର ଏହି କାର୍ଯ୍ୟକ୍ରମ ବହୁ ସୁରୁଖୁରୁରେ  ଶାନ୍ତିପୂର୍ଣ ଭାବରେ ହୋଇ ଥିବାରୁ  ଇନ ଚାର୍ଜ ବିଡ଼ିଓ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି  |

News Comment

You Might Also Like

BACK TO TOP