Breaking News

ଗଞ୍ଜାମ ଓକିଲ ସଙ୍ଘ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ |    (03-Apr-2026)       ||      ମହିଳାଙ୍କୁ ପ୍ରତାରଣା ଅଭିଯୁକ୍ତ କୁ କୋର୍ଟ ଚାଲାଣ |    (03-Apr-2026)       ||      ବ୍ରହ୍ମପୁର ପୌର ନିଗମ ର ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ |   (03-Apr-2026)       ||      ଘୁମୁସର ର ସ୍ୱର ର 160 ତମ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ |    (02-Apr-2026)       ||      ବୁଗୁଡ଼ା ଆଇନ ଯିଵି ସଙ୍ଘ ନବ ନିର୍ବାଚିତ ସଦସ୍ୟ ଙ୍କ ଶପଥ ପାଠ ଅନୁଷ୍ଠିତ |    (02-Apr-2026)       ||      ବହୁପ୍ରତୀକ୍ଷା ପରେ ବାଲିଗୁଡା ରେ ଆରମ୍ଭ ହେଲା ଆସ୍ତା ଓବିଶ୍ବାସର 13 ଦିନିଆ ଦଣ୍ଡ ଯାତ୍ରା |    (02-Apr-2026)       ||      ରାଜ୍ୟ ଯୋଜନା ବୋର୍ଡ ଗଠିତ, ଗଞ୍ଜାମ ଜିଲ୍ଲା ଅଧକ୍ଷ ହେଲେ ପୂର୍ଣ୍ଣ ଚନ୍ଦ୍ର ସେଠୀ |    (01-Apr-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଓଡିଶା ଦିବସ--2026 ପାଳିତ |   (01-Apr-2026)       ||      ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ତରଫରୁ ଉତ୍କଳ ଦିବସ ପାଳିତ | |   (01-Apr-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓକାରୁକାଳ ମହାବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ ||   (01-Apr-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ତରଫରୁ ଉତ୍କଳ ଦିବସ ପାଳନ |   (01-Apr-2026)       ||      ବାଲିଗୁଡା ରେ ଉତ୍କଳ ଦିବସ ପାଳିତ |   (01-Apr-2026)       ||      ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କନକା କ୍ଲଷ୍ଟର ରେ ଖଡିଛୁଆଁ ପ୍ରବେଶ ଉତ୍ସବ ପାଇଁ ଅଭିଭାବକ ଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ |    (01-Apr-2026)       ||      ପୋଲସରା ରେ ଉତ୍କଳ ଦିବସ ଅବସର ରେ ପଞ୍ଚ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ||   (01-Apr-2026)       ||      କେନ୍ଦ୍ରୀୟ ବିଦ୍ୟାଳୟ, ଆଇଟି ବିପି ଖୋର୍ଦ୍ଧା ରେ ଉତ୍କଳ ଦିବସ ପାଳିତ |    (01-Apr-2026)       ||      ହରିଡା ଖଣ୍ଡି ରୋଡ଼ ରାଧା କୃଷ୍ଣ ମନ୍ଦିର ରେ ବ୍ରହ୍ମଚାରୀ ଙ୍କ ଆତ୍ମ ହତ୍ୟା |    (01-Apr-2026)       ||      ଖୋର୍ଦ୍ଧା ଜିଲ୍ଲା କର୍ମଜିବୀ ସାମ୍ବାଦିକ ସଂଘ ପକ୍ଷରୁ ଉତ୍କଳ ଦିବସ ରେ ରୋଗୀଙ୍କୁ ଫଳ ବଣ୍ଟନ |    (01-Apr-2026)       ||      ଶିଶୁମନ୍ଦିର ରେ ପ୍ରବେଶ ଉତ୍ସବ ଓ ଉତ୍କଳ ଦିବସ ପାଳିତ |   (01-Apr-2026)       ||      ପୁରୁଷୋତ୍ତମପୁର ସହର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ |    (01-Apr-2026)       ||      ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକ ମୃତ |    (01-Apr-2026)       ||     

ପୁରୁଷୋତ୍ତମପୁର ଏକ୍ସ ବୋର୍ଡ ସ୍କୁଲ ରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ |

31-Jan-2025

ପୁରୁଷୋତ୍ତମପୁର ଏକ୍ସ ବୋର୍ଡ ସ୍କୁଲ ରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ |

                  ଓଡିଶା ଜନମତ  ବ୍ୟୁରୋ,

ପୁରୁଷୋତ୍ତମପୁର ଏକ୍ସ ବୋର୍ଡ ହାଇସ୍କୁଲ ପରିସରରେ କନକI କ୍ଲଷ୍ଟର ର ନିପୂଣ ଓଡ଼ିଶା ମେଳା  କନକା ସିଆର ସି  ହେମନ୍ତ କୁମାର ବେହେରା ଙ୍କ ସଂଯୋଜନା ରେ ଆୟୋଜନ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ରବେହେରା,ମୁଖ୍ୟ ବକ୍ତା ଭାବେ ବି ଆର ସି ସି ଶ୍ରୀ କିଶୋର ଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପୂର୍ଣ୍ଣିମା ସର୍ଦ୍ଦାର ,କାଉନସିଲର ତଥା ସାମ୍ବାଦିକ ଶ୍ରୀ ଭାସ୍କର ବେହେରା,ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ହରପ୍ରସାଦ ଦାସ, କାଉନସିଲର ସୁଦେଷ୍ଣI ବେହେରା,ସୁଜାତା ବେହେରା ,ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ଭଗଵାନ ବେହେରା ଯୋଗଦେଇଥିଲେ। ଶେଷରେ ପ୍ରଧାନ ଶିକ୍ଷକ ହର ପ୍ରସାଦ  ଦାଶ ସମସ୍ତଙ୍କୁ ଧନ୍ୟବାଦ  ଅର୍ପଣ  କରିଥିଲେ  |

News Comment

You Might Also Like

BACK TO TOP