Breaking News

କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||     

ପରିବେଶ ସୁରକ୍ଷା ସଚେତନତା ନେଇ ଭାରତ ଭ୍ରମଣ ରେ ପୋଡିମୋଲ କାଞ୍ଜି |

30-Jan-2025

ପରିବେଶ ସୁରକ୍ଷା ସଚେତନତା ନେଇ ଭାରତ ଭ୍ରମଣରେ ପୋଡିମୋଲ କାଞ୍ଜି 
----------------------------------------
ଓଡିଶା ଜନମତ,  ଗଞ୍ଜାମ, ବଟ କୃଷ୍ଣ  ରାଉଳ, 30,1;

 ଜଙ୍ଗଲ ନଷ୍ଟ କରାଯାଇ  କଳ କାରଖାନା,ଗୃହ ନିର୍ମାଣ ଯୋଗୁଁ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଛି l ଏପରିକି ବିଭିନ୍ନ କାରଣ ଯୋଗୁଁ ପରିବେଶ ବିଗିଡିବାରେ ଲାଗିଛି l
ବର୍ଷକୁ ବର୍ଷ ଗ୍ରୀଷ୍ମ ବୃଦ୍ଧି ପାଇବାରେ ଲାଗିଛି l ସମ୍ପ୍ରତି ବୃକ୍ଷ ରୋପଣର ଆବଶ୍ଵକତା ରହିଛି l ଯାହାକୁ ନେଇ ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ନେଇ ପଶ୍ଚିମବଙ୍ଗର କଲିକତା ମହାନଗର ରୁ ଗତ ଜାନୁଆରୀ 15 ତାରିଖରୁ 56 ବର୍ଷୀୟ ପୋଡିମୋଲ କାଞ୍ଜି ଭାରତ ଭ୍ରମଣରେ ବାହାରିଛନ୍ତି  ସେ |
ପଶ୍ଚିମବଙ୍ଗ ଅତିକ୍ରମ କରି ଓଡିଶାରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତୀ ଙ୍କୁ ଦର୍ଶନ କରି ଗଞ୍ଜାମ ସହର ଅତିକ୍ରମ କରିଛନ୍ତି l ଏହି ଅବସରରେ ଗଞ୍ଜାମ ଜାତୀୟ ରାଜପଥ ରେ ଓଡିଶା ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ତାଙ୍କୁ ଭେଟି ତାଙ୍କ ଯାତ୍ରା ସଫଳ କାମନା କରିବା ସବୁଜ ସୁନ୍ଦର ପରିବେଶ ପାଇଁ ବୃକ୍ଷ ରୋପଣ ସଚେତନତା ବାର୍ତ୍ତା ନେଇ ତାଙ୍କର ଭାରତ ଭ୍ରମଣ ଯାତ୍ରା ରହିଥିବାରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି l 
     ପୋଡିମୋଲ କାଞ୍ଜି ଏକ ସାଇକେଲ ରେ ପଛ ପାର୍ଶ୍ଵ ରେ ଏକ ବାକ୍ସ ସଂଯୋଗ କରି ଯାତ୍ରା କରୁଛନ୍ତି l ଏହା ପୂର୍ବରୁ ସେ ତିନି ଥର ଭାରତ ଭ୍ରମଣ ରେ ଯାଇଥିବା ବେଳେ ଚଳିତ ଯାତ୍ରା ଚତୁର୍ଥ ଥର ବୋଲି ସେ ପ୍ରକାଶ କରିଛନ୍ତି l ଓଡିଶା ପରେ ସେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ପରେ ପୁଣି କଲିକତା ଫେରିବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡିଛି l

News Comment

You Might Also Like

BACK TO TOP