Breaking News

କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||     

ଘର କାମ କରୁଥିଲା ବେଳେ କାନ୍ଥ ପଡି ଯିବାରୁ ମିସ୍ତ୍ରୀ ର ମୃତ୍ୟୁ |

31-Jan-2025

ଘରର କାନ୍ଥ କାମ କରୁଥିବା ବେଳେ କାନ୍ଥ ଭାଙ୍ଗି ଉପରେ ପଡ଼ିବାରୁ  ମିସ୍ତ୍ରୀର ମୃତ୍ୟୁ,

ଓଡିଶା  ଜନମତ  ବ୍ୟୁରୋ,

ବନ୍ଧୁଗାଁ ତା ୩୧/୧/୨୫: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କମ୍ଭୁଗଣ୍ଡା ପଞ୍ଚାୟତ ଟାଙ୍କୁ ଗାଁର ଜଣେ ଲୋକଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ କରୁଥିବା ବେଳେ କାନ୍ଥ ଭାଙ୍ଗି ଉପରେ ପଡ଼ିବାରୁ ମିସ୍ତ୍ରୀ ଙ୍କ ମୃତ୍ୟୁ ହୋଇଯାଇଛି। ପ୍ରାପ୍ତ ସୁଚନା ଅନୁଯାଇ ମେଲେକା ରାଉତା ନାମକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଖଣ୍ଡିକ ମିଳିଥିଲା। ପୂର୍ବରୁ ରାଉତା ଙ୍କ ଏକ ସିମେଣ୍ଟ କାନ୍ଥ ଥାଇ ଟିଣ ଛପର ଘର ରହିଥିଲା। ଏହି ପୁରୁଣା ଘରର ଛାତରୁ ଟିଣ ବାହାର କରି ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାମ ସେହି ଗାଁର ମିସ୍ତ୍ରୀ କାତ୍ରୁ କାଡ୍ରାକା ଆରମ୍ଭ କରି ଥିଲେ। ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଘରର ମୂଳଦୁଆ ସହ ୪ ଟି ସିମେଣ୍ଟ ସ୍ତମ୍ଭ ପୁଣି ମୂଳ ଦୂଆ ଉପରେ ବେଲଟ ଦେଇ  ସାରିବା ପରେ କାନ୍ଥ କାମ ଆରମ୍ଭ କରାଯାଇଥାଏ। କିନ୍ତୁ ମିସ୍ତ୍ରୀ ଜଣକ ସେହି ପୁରୁଣା କାନ୍ଥକୁ ନ ଭାଙ୍ଗି ମୂଳ ଦୁଆ କୁ ଲାଗି ଥିବା କାନ୍ଥରୁ ଇଟା କାଟି ବେଲଟ୍ ପାଇଁ ଓ ସିମେଣ୍ଟ ଖମ୍ଭ ପାଇଁ ଲୁହା ରୋଡ ଭର୍ତ୍ତି କରି କାମ ଆରମ୍ଭ କରୁ ଥିଲେ। ଏହି ସମୟରେ ଦୁର୍ବଳ ଥିବା କାନ୍ଥ ଟି ଭାଙ୍ଗି ମିସ୍ତ୍ରୀ ଉପରେ ପଡ଼ିବାରୁ ମିସ୍ତ୍ରୀ ର ମୃତ୍ୟୁ ହୋଇଯାଇଛି। ଏହି ଘଟଣାଟି ଗୁରୁବାର ଦିନ ସାନ୍ଧ୍ୟ ୫ ଘଣ୍ଟା ସମୟରେ ହୋଇ ଥିବା ରୁ ଗାଁ ରେ ଥିବା ମୃତ ବ୍ୟକ୍ତିର  ସାନ ଭାଇ ବାବାଜୀ କାଡ୍ରାକା ଲିଖିତ ଭାବେ ପଞ୍ଚାୟତ ସରପଞ୍ଚ ଇରମା କାଡ୍ରାକା ଙ୍କ ସ୍ବାମୀ ଓ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଆସି ଥାନାରେ ଅଭିଯୋଗ ଦେଇ ଥିଲେ। ବନ୍ଧୁଗାଁ ଥାନା ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଥାନା ଏଏସଆଇ ବି ଟି ସାଧୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ଶବ କୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ ।ଡାକ୍ତର ଙ୍କ ଉପସ୍ଥିତିରେ  ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆନ୍ଧ୍ର ସୀମାନ୍ତ କୁ ଲାଗି ଥିବା ଟାଙ୍କୁ ଗାଁଟି ରହିଛି। ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଦେବା ପରେ ବ୍ଲକ ଯନ୍ତ୍ରୀ ମାନେ ଘର ସ୍ତମ୍ଭ ପୁଣି ମୂଳ ଦୂଆ ନିର୍ମାଣ କାମ ସମୟରେ ରହିବା ଆବଶ୍ୟକ ରହିଛି। ଯନ୍ତ୍ରୀ ମାନଙ୍କ ଅବହେଳା ପୁଣି ଅନଭିଜ୍ଞ ମିସ୍ତ୍ରୀଙ୍କ ଏହି ପ୍ରକାର କାମ ପାଇଁ ଆଜି ଜଣେ ଅସହାୟ ଲୋକର ମୃତ୍ୟୁ ହୋଇଯାଇଛି।

News Comment

You Might Also Like

BACK TO TOP