Breaking News

ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||      ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |   (23-Aug-2026)       ||      ପୋଲସରା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସୁଭଦ୍ରା କାଫେ ଉଦଘାଟନ!|    (23-Aug-2026)       ||      ଗଞ୍ଜାମରେ ନବେଦିନ ପାଇଁ ଧାରା 30 ଲାଗୁହେଲା, ଅଗଷ୍ଟ 16ରୁ ନଭେମ୍ବର 13 ପର୍ଯ୍ୟନ୍ତ |   (23-Aug-2026)       ||      ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||     

ଅଦ୍ଵିକା ଯୋଜନା ଅନ୍ତର୍ଗତ ଟେଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ |

27-Jan-2025

0ଅଦ୍ଵିକା ଯୋଜନା  ଅନ୍ତର୍ଗତ ଟେଲେଣ୍ଟ ହଣ୍ଟ  କାର୍ଯ୍ୟକ୍ରମ ଅନୁଷ୍ଠିତ  |

                   ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର  ମିଶନ ଶକ୍ତି  ହଲରେ କିଶୋରୀ ବାଳିକା ମାନଙ୍କ  ଅନ୍ତର୍ନିହିତ ପ୍ରତିଭାର  ପରିପ୍ରକାଶନିମନ୍ତେପ୍ରୋତ୍ସାହନ  ପ୍ରତି ଯୋଗିତା କାର୍ଯ୍ୟକ୍ରମ   ସମନ୍ୱିତ ଶିଶୁ ବିଭାଗ ଅଧିକାରିଣୀ  ଲଳିତା ମଲ୍ଲୀକଙ୍କ  ସଂଯୋଜନା ରେ ଆରମ୍ଭ କରାଯାଇଥିଲା  | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି. ଭାବେ ଜିଲ୍ଲା ପୋଗ୍ରାମ ଅଫିସର ଡ଼ି ନାଗ ରତ୍ନମ, ସମ୍ମାନିତ ଅତିଥି ଭାବେ  ବ୍ଲକ ଅଧକ୍ଷା  ପିଙ୍କି ବେହେରା,  ବିଡ଼ିଓ ଇନଚାର୍ଜ ତହସିଲଦାର ବିନୋଦ କୁମାର ବେହେରା,  ଜିଲ୍ଲା ଅଦ୍ଵିକା ସଂଯୋଜକ   ଦେବବ୍ରତ ମହନ୍ତ,  ଭାଟ କୁମରଡ଼ା ବିପିଏମ  ରାଧାକୃଷ୍ଣ ସାବତ,  ବ୍ଲକର ସମସ୍ତ ସୁପର ଭାଇଜର,  କିଛି ଅଙ୍ଗନବାଡି କର୍ମୀ,  କିଶୋରୀ ବାଳିକା  ଯୋଗଦେଇଥିଲେ  | ତେବେ କାର୍ଯ୍ୟକ୍ରମ ରେ ଅତିଥି ମାନେ  କିଶୋରୀ ମାନେ କୌଣସି ଗୁଣରେ କମ ନୁହନ୍ତି, ସରକାର ସେମାନଙ୍କ ପାଇଁ ସବୁକିଛି ବ୍ୟବସ୍ତା, କରିଛନ୍ତି  | ସେମାନଙ୍କ ପାଇଁ ସମନ୍ୱିତ ପ୍ରତିଭାର  ପରିପ୍ରକାଶଶିଶୁ ବିକାଶ ଯୋଜନା ଅଧୀନରେ ଏବଂ ସବୁ କେନ୍ଦ୍ରର ଅଙ୍ଗନବାଡି କର୍ମୀ, ମାନଙ୍କ ସହଯୋଗ ରେ  ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ର ପରି ପ୍ରକାଶ ନିମନ୍ତେ ସବୁ ପ୍ରକାର  ବନ୍ଦୋବସ୍ତ କରୁଛନ୍ତି  | ସେମାନେ କୌଣସି ଗୁଣରେ ପୁଅମାନଙ୍କ ଠାରୁ  କମ  ନୁହନ୍ତି  ତାହାକୁ ପ୍ରମାଣିତ କରିବା ନିମନ୍ତେ   ସେମାନଙ୍କୁ ସରକାର ଙ୍କ ତରଫରୁ ସାହାଯ୍ୟ, ସହଯୋଗ କରା ଯାଉଛି | ଏବଂ ସେମାନଙ୍କୁ ପୃଷ୍ଟିକର ଖାଦ୍ୟ  ମଧ୍ୟ ଅଙ୍ଗନବାଡି କେନ୍ଦ୍ରରେ  ବଣ୍ଟନ ର ବ୍ୟବସ୍ତା ମଧ୍ୟ କରା ଯାଉଛି   |  ତେଣୁ  ଏହି କିଶୋରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ରେ ସେମାନ ଙ୍କୁ ନେଇ   ପ୍ରୋତ୍ସାହନ ପ୍ରତିଯୋଗିତା  କରା ଯାଇଛି |  ସେମାନଙ୍କ ମଧ୍ୟରେ  ନୃତ୍ୟ, ଭାଷଣ, ଓ ଚିତ୍ର ପ୍ରତିଯୋଗିତା ରେ  ଭାଗ ନେଇ କୃତିତ୍ୱ ଅର୍ଜନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା  କିଶୋରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର  ପ୍ରଦାନ  କରାଯାଇଥିଲା  |

News Comment

You Might Also Like

BACK TO TOP