Breaking News

ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||      ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |   (23-Aug-2026)       ||      ପୋଲସରା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସୁଭଦ୍ରା କାଫେ ଉଦଘାଟନ!|    (23-Aug-2026)       ||      ଗଞ୍ଜାମରେ ନବେଦିନ ପାଇଁ ଧାରା 30 ଲାଗୁହେଲା, ଅଗଷ୍ଟ 16ରୁ ନଭେମ୍ବର 13 ପର୍ଯ୍ୟନ୍ତ |   (23-Aug-2026)       ||      ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||     

ପୁରୁଷୋତ୍ତମପୁର ବ୍ଲକ ସହିତ ସବୁ ପଞ୍ଚାୟତ ଓ ଏନଏସି ରେ 76ତମ ସାଧାରଣ ତନ୍ତ୍ର ଦିବସ ପାଳିତ |

26-Jan-2025

ପୁରୁଷୋତ୍ତମପୁର  ଏନଏସି ଓ ବ୍ଲକ ର ସବୁ ପଞ୍ଚାୟତ ରେ ୭୬ ତମ ସାଧରଣ ତନ୍ତ୍ର ଦିବସ ଧୂମଧାମରେ ପାଳିତ |

                    ଓଡିଶା ଜନମତ  ବ୍ୟୁରୋ,

ପୁରୁଷୋତ୍ତମପୁର ସହର ସହିତ ବ୍ଲକ ର ସବୁ ପଞ୍ଚାୟତ ରେ ୭୬ ତମ ସାଧରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି | ପୁରୁଷୋତ୍ତମପୁର ର ଥାନା, ତହସିଲ ବ୍ୟାଙ୍କ, ହସ୍ପିଟାଲ, ବିଦ୍ୟାଳୟ ଓ ମହାବିଦ୍ୟାଳୟ  ଆଦି ସ୍ଥାନରେ ୭୬ ତମ ସାଧରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି | ପୁରୁଷୋତ୍ତମପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୋବିନ୍ଦ ଦଣ୍ଡସେନା ଓ ଅନ୍ୟାନ୍ୟ କର୍ମଚାରୀ ତଥା ସ୍ଥାନୀୟ କାଉନସିଲର ଙ୍କ ଉପସ୍ତିତିରେ ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ବଜାର ଛକ ନିକଟରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ରେ ମାଲ୍ୟାଅର୍ପଣ କରି ଜାତୀୟ ପତାକା ଉତ୍ତଳୋନ କରିଥିଲେ | ଏଥିରେ ସ୍ଥାନୀୟ ଏକସ ବୋର୍ଡ଼ ସ୍କୁଲର ପିଲାମାନେ ଅଂଶ ଗ୍ରହଣ କରି ଜାତୀୟ ସଂଗୀତ ଗାନ କରିଥିଲେ |  ଏହି ପରିସରରେ ମୁଖ୍ୟ ଆକର୍ଷଣ ଜଣେ ୧୦୦ ବର୍ଷ ଉର୍ଧ ମହିଳା ଯିଏ କି ଏହି ଗଣତନ୍ତ୍ର ଦିବସ ଉପଲକ୍ଷେ ଉପସ୍ଥିତ ରହିଥିଲେ | ତାଙ୍କର ଦେଶ ପ୍ରତି ପ୍ରେମ ଓ ତ୍ରିରଙ୍ଗା ପତାକା ପ୍ରତି ଶ୍ରଦ୍ଧା ଦେଖିବା ଯୋଗ୍ୟ ହୋଇଥିଲା | ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆମର ସ୍ୱତନ୍ତ୍ର ସେନାନୀ ମାନଙ୍କର ସ୍ଲୋଗାନ ରେ ପୁରା ପରିସର କମ୍ପି ଉଠିଥିଲା | ସ୍ଥାନୀୟ ସରସ୍ବତୀ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ଦେଶଆତ୍ମା ବୋଧକ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ | ସ୍ଥାନୀୟ ମା କନକ ଠାକୁରାଣୀ ଓଟୋ ଚାଳକ ସଂଘ ପକ୍ଷରୁ ଏକ ସହର ପରିକ୍ରମାର ଆୟୋଜନ କରାଯାଇଥିଲା | ସ୍ଥାନୀୟ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ  ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା | ଏଥିରେ ବହୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପରିବେଶକୁ ହର୍ଷଉଲାଶ ମୟ କରିଥିଲେ | ବେସରକାରୀ ଅନୁଷ୍ଠାନଗୁଡ଼ିକ ରେ ପତାକା ଉତ୍ତୋଳନ କରାଯାଇଥିବା ଅନୁଷ୍ଠାନ ଗୁଡ଼ିକ ହେଲା କୁମାରୀ ସ୍ଥିତ ସନସାଇନ ଇଂରେଜି ମିଡ଼ିଏମ ସ୍କୁଲରେ  ସଭାପତି ପ୍ରଫୁଲ ରଥ, ରାଜଗୋପାଳ ରାଓ ଓ ଅଧକ୍ଷ ସୁନୀଲ କୁମାର ମହାନ୍ତି ସମସ୍ତ ଷ୍ଟାଫ ଓ ଛାତ୍ର, ଛାତ୍ରୀ ଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ ହୋଇ ଥିଲା , ସେହିପରି  ଅକ୍ସଫୋର୍ଡ  ପବ୍ଲିକ ସ୍କୁଲ  ରେ ଅଧକ୍ଷ ରବୀନ୍ଦ୍ର କୁମାର ପଣ୍ଡା ସମସ୍ତ ଷ୍ଟାଫ ଓ ଛାତ୍ର, ଛାତ୍ରୀ ଙ୍କ ଉପସ୍ଥିତି ରେ , ସରସ୍ୱତୀ ଶିଶୁ ମନ୍ଦିର  ରେ ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା,  ସ୍କୁଲ ସଭାପତି, ସମ୍ପାଦକ, ହରିହର ପଣ୍ଡା, ପ୍ରଧାନ ଗୁରୁଜୀ ନିରଞ୍ଜନ ଡାକୁଆ, ସମସ୍ତ ଷ୍ଟାଫ ଓ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ, ସେହିପରି ଶାଶ୍ୱତ ଶିଶୁ ମନ୍ଦିର ରେ ପ୍ରଧାନ ଶିକ୍ଷକ  ରାମକୃଷ୍ଣ ଜେନା  ଓ ସମସ୍ତ ଷ୍ଟାଫ ଏବଂ ଛାତ୍ର, ଛାତ୍ରୀ ଙ୍କ ଉପସ୍ଥିତି ରେ,ଶ୍ରୀରାମ ଆଦର୍ଶ ଶିକ୍ଷାନି କେତନ କୋଚିଙ୍ଗ ରେଅଧକ୍ଷ ରାମଚନ୍ଦ୍ର ପଣ୍ଡା,ସମସ୍ତ ଷ୍ଟାଫ ଏବଂ ଛାତ୍ର, ଛାତ୍ରୀ ଙ୍କ ଉପସ୍ଥିତି ରେ , ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେ ମଧ୍ୟ ନିର୍ଦେଶକ କେ ବାବୁରାଓ ଦୋରା ସମସ୍ତ ଷ୍ଟାଫ ଏବଂ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ , ଭାରତୀୟ ଜୀବନ ବୀମା ଅଫିସ ର ସହକାରୀ ପରିଚାଳକ, ସମସ୍ତ ଷ୍ଟାଫ, ଅଭିକର୍ତ୍ତାଙ୍କ ଉପସ୍ଥିତି ରେ, ସେହିପରି ତାରା ତାରିଣୀ ମହାବିଦ୍ୟାଳୟ ରେ ମଧ୍ୟ ଅଧକ୍ଷ  ଡ଼ଃ ସୁରେନ୍ଦ୍ର  ନାଥ ପଣ୍ଡା ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା , ଶିକ୍ଷକ, ଶିକ୍ଷୟତ୍ରୀ ଓ ଷ୍ଟାପ ଏବଂ ଛାତ୍ର, ଛାତ୍ରୀ  ଙ୍କ ଉପସ୍ଥିତି ରେ, ବ୍ଳକରେ ମଧ୍ୟ ଅଧକ୍ଷା ପିଙ୍କି ବେହେରା, ବିଡ଼ିଓ ଦାୟିତ୍ୱ ରେ ଥିବା  ତହସିଲଦାର ବିନୋଦ ବେହେରା ଓ  ଯନ୍ତ୍ରୀ ନାଗ ଭୂଷଣ ଯାଦବ, ସିଡିପିଓ  ମମତା ମଲ୍ଲିକ,ଜିପିଓ, ଡେଭଲପ ମେଣ୍ଟ ବିଭାଗ, ଜଗତ ବନ୍ଧୁ ପଣ୍ଡା ଓ ସବୁ ଯେଇ ସମସ୍ତ ଷ୍ଟାଫ  ଓ କର୍ମଚାରୀ ଙ୍କ ଉପସ୍ଥିତି ରେ , ତହସିଲ ଅଫିସ ରେ ମଧ୍ୟ  ତହସିଲ ଦାର ବିନୋଦ ବେହେରା ଏବଂ ସମସ୍ତ ଷ୍ଟାଫ ଓ କର୍ମଚାରୀ ଙ୍କ ଉପସ୍ଥିତି ରେ,  ଏସ ଡିପିଓ ଅଫିସ ରେ ଏସଡ଼ି ପିଓ  ରଜନୀ କାନ୍ତ ସାମଲ ଓଷ୍ଟାଫ, ଏବଂ ଥାନା ରେମଧ୍ୟ ଆଇ ଆଇସି  ରାଜେଶ  ନାୟକ  ସମସ୍ତ ଏସ ଏସ ଆଇ, ଏ ଏସ ଆଇ ପୋଲିସ ଷ୍ଟାଫ  ଓ କର୍ମଚାରୀ ଙ୍କ ଉପସ୍ଥିତିରେ, ସବରେଜଷ୍ଟ୍ରି, ଅଫିସ  ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ, ପ୍ରତାପୁର  ଯୁକ୍ତ ଦୁଈ  ରଙ୍ଗ ଭାଟଲା  ତୁମ୍ବନାଥ   ଉଚ୍ଚବିଦ୍ୟାଳୟ,ଭାଟକୁମରଡ଼ା  ବାସୁଦେବ ସେଠୀ ବିଜ୍ଞାନ ଯୁକ୍ତ ଦୁଈ  କଲେଜ  ସହିତ ଓଡିଶା ଆଦର୍ଶ ବିଦ୍ୟାଳୟ ,  ବ୍ଲକ ଓ ଏନଏସି ର  ସମସ୍ତ ହାଇସ୍କୁଲ  ମାଧ୍ୟମିକ ସ୍କୁଲ, ପ୍ରାଇମେରୀ ସ୍କୁଲ, ସମସ୍ତ ଗ୍ରାମ ପଞ୍ଚାୟତ ଅଫିସ, ସମସ୍ତ ବେଙ୍କ, ସମବାୟ ଅଫିସ, ବ୍ଲକ ଓ ଏନଏସିରେ ଥିବା ସରକାରୀ ବେସରକାରୀ ଅଫିସ ଯଥା କୃଷି, ଉଦ୍ୟାନ, ରାସ୍ତା, ଗ୍ରାମ୍ୟ ରନ୍ନୟନ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ଉଠା ଜଳ ସେଚନ, ଡ୍ରେନେଜ, ଇରିଗେସନ, ଶିକ୍ଷା, ଯୋଗାଣ, ପ୍ରାଣୀ ଚିକିତ୍ସା,  ସ୍ୱାସ୍ଥ୍ୟ, ଶିଶୁ ଓ ସମନ୍ୱିତ ବିଭାଗ, ସହିତ ଅନ୍ୟନ୍ୟ ବିଭାଗ ର ମୁଖ୍ୟ ମାନେ ଏହି ସାଧାରଣ ତନ୍ତ୍ର ଦିବସ ପାଳନ କରି ଥିଲେ  | କିଛି, କିଛି ସ୍ଥାନ ରେ  ଛାତ୍ର, ଛାତ୍ରୀ  , ଯୁବକ, ଯୁବତୀ ଙ୍କୁ ନେଇ  ନାଚ, ଗୀତ,  କୁଇଜ, ଖେଳ ପ୍ରତି ଯୋଗିତା ଓ ସେହି କାର୍ଯ୍ୟରେସଫଳ ତା ସହିତ  କୃତ କାର୍ଯ୍ୟ ହୋଇ ଥିବା ବ୍ୟକ୍ତି ମାନଙ୍କୁ  ପୁରସ୍କୃତ କରାଯାଇଥିଲା |

News Comment

You Might Also Like

BACK TO TOP