Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପୋଲସରା ତାଲୁକା ମଧୁବୈଶ୍ୟ ସମାଜ ର ବାର୍ଷିକ ଉତ୍ସବ ଓ ଅନୁଷ୍ଠିତ ||

15-Sep-2026

ପୋଲସରା ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ଉତ୍ସବ ଏବଂ ଗୃହପ୍ରବେଶ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
ପୋଲସରା ତା.୧୫/୦୯/୨୦୨୬ :- ଆଜି ଗଞ୍ଜାମ ଜିଲ୍ଲା 
ପୋଲସରା ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ଉତ୍ସବ ଏବଂ ଗୃହପ୍ରବେଶ କାର୍ଯ୍ୟକ୍ରମ ସମାଜର ପୋଲସରା- ପାଟିଗଡ ରୋଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ବନମାଳୀ ସାହୁଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ବିଜୟ କୁମାର ସାହୁ (ବୁଲୁ)ଙ୍କ ବଳିଷ୍ଠ ସମ୍ପାଦନାରେ ସମ୍ମାନୀତ ଅତିଥି ଭାବେ ଉପ-ସଭାପତି ଭଜରାମ ଶାସମଲ, ସୀମାଞ୍ଚଳ ସାହୁ, କୁଳ ବେହେରା, କୋଷାଧ୍ୟକ୍ଷ ଶିବ ପ୍ରସାଦ ଶାସମଲ ଓ ମହେଶ୍ୱର ସାହୁ ଓ ଗୌରାଙ୍ଗ ସାହୁ ଉଭୟେ ଉପଦେଷ୍ଟା ମଣ୍ଡଳୀ ପ୍ରମୁଖ ମଞ୍ଚଡ଼ିଁ ଥିଲେ। ପ୍ରାରମ୍ଭରେ ସଭାପତିଙ୍କ କରକମଳରେ କୁଳଇଷ୍ଠ ବିଘ୍ନରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଓ  ପ୍ରଦୀପ ପ୍ରଜ୍ୱଳନ ଏବଂ ସମାଜର କଲ୍ୟାଣ ମଣ୍ଡପ ଗୃହର ଫଳକ ଉନ୍ମୋଚନ କରାଯିବା  ସହିତ ଫିତା କାଟି ଗୃହ ପ୍ରବେଶ କାର୍ଯ୍ୟ ପାରମ୍ପରିକ ନିତି ନିୟମ ପ୍ରକାରେ  ସମ୍ପନ୍ନ ହୋଇଥିଲା। ପରେ ସଂପାଦକଙ୍କ ସମ୍ପାଦନାରେ ଏକ ସଭାକାର୍ଯ୍ୟ କରାଯାଇଥିଲା।
ଏହି ଅବସରରେ ସମାଜର ପରମ୍ପରା  ବିଭିନ୍ନ  ସମସ୍ୟା ଏବଂ ସୁଦୃଢ଼ୀକରଣ ଉପରେ ମଞ୍ଚାସୀନ ଅତିଥିବୃନ୍ଦ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ଏଥିସହିତ ସମାଜର ସମସ୍ତ ନୀତି ଏବଂ ନିୟମକୁ ମାନି ଚଳିବାକୁ ନିବେଦନ କରିଥିଲେ। ପରବର୍ତ୍ତୀ ଆସନ୍ତା ପୌଷମାସର ପଇଲି ଭୋଗ କାର୍ଯ୍ୟକ୍ରମ ଜରିଆରେ  ଏକ ବନ୍ଧୁମିଳନ   ଉତ୍ସବ କରାଯିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା।  କାର୍ଯ୍ୟକ୍ରମରେ ତାଲୁକାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ସମାଜର କର୍ମକର୍ତ୍ତା ଓ ସଦସ୍ୟ ଓ ପରିବାର ବର୍ଗ  ଯୋଗଦେଇଥିଲେ। ପରିଶେଷରେ ସମାଜର ଜଣେ କର୍ମଠ, ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ସାହୁ (ଟିକିନା)  ସମାଜ ଫକ୍ଷରୁ ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଥିଲେ। ଶେଷରେ ବାଳକ ବାଳିକାମାନଙ୍କ ଦ୍ୱାରା ବିଭିନ୍ନ ସଚେତନତାଧର୍ମୀ ଏବଂ ଲୋକକଳାକୁ ନେଇ ଖୁବ ସୁନ୍ଦର ଭାବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

News Comment

You Might Also Like

BACK TO TOP