Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ରଘୁନାଥ ପୁର ବ୍ଳକ ଓ ଅନ୍ୟନ୍ୟ ପଞ୍ଚାୟତ ରେ ଗଣେଶ ପୂଜା ପାକିତ |

16-Sep-2026

ରଘୁନାଥପୁର ବ୍ଲକ ର ବିଭିନ୍ନ ପୂଜା ମଣ୍ଡପରେ ଗଣେଶ ପୂଜା ପାଳିତ l
ଓଡିଶାଜନମତ,ଜଗତସିଂହପୁର
ଜ୍ୟୋତିରଞ୍ଜନ ପଟ୍ଟନାୟକ....
ପାର୍ବଣ ଋତୁର ଆଗମନ ଆରମ୍ଭ ରୁ ଧରାପୃଷ୍ଠରେ ପୂଜା ପାଇବାକୁ ଅଗ୍ରପୁଜ୍ୟ ଶ୍ରୀ ଗଣେଶ ଅବତରଣ କଲେ l ଗାଁ ଠୁ ସହର ପର୍ଯ୍ୟନ୍ତ ସବୁ ଆଡ଼େ ପୂଜାର ମାହୋଲ l ଏଥିପାଇଁ 
ଜଗତସିଂହପୁର ଜିଲ୍ଲା  ରଘୁନାଥପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ, ଚିତାକର୍ଷକ ରଙ୍ଗ ବେରଙ୍ଗ ସାଜସଜା ଓ ସୁନ୍ଦର ତୋରଣ ସାଙ୍ଗକୁ ଆଲୋକମାଳା ଶ୍ରଦ୍ଧାଳୁ ମାନଙ୍କ ମନମୋହି ଦେଉଛି l ରଘୁନାଥପୁର ବଡ଼ବଜାର, ସାନ ବଜାର ସହିତ ତରିକୁନ୍ଦ, ବରାଗୋଳ, ଜଇଶୋଳ, ବିରାଟକଟକ, ପୁରଣ ଓଡ଼ପଡ଼ା, ଜଗନ୍ନାଥପୁର, ଧରାଧରପୁର, ଗୁଆଳିପୁର, ପାଟେଣିଗାଁ, ରାଧାନଗର,  ଅଢ଼େଇକୂଳ, ତଅଁରା, ସାଦେଇପୁର, ତାରପୁର, ଛପଡା, ରେଢୁଆ, ରାଢଙ୍ଗ, ଚିକିଣିଆ ଓ ଏରଡ଼ଙ୍ଗା ଆଦି ଅଂଚଳର  ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ ହେଉଥିବା ବେଳେ ସମସ୍ତ ସ୍କୁଲ କଲେଜ ମାନଙ୍କରେ ମହାଆନନ୍ଦ ଉଲ୍ଲାସରେ ବି ପୂଜା ସମ୍ପନ୍ନ କରାଯାଇଛି। ଆଖ ପାଖ ଅଞ୍ଚଳ ରେ ଭକ୍ତିମୟ ପରିବେଶ ସାଙ୍ଗକୁ ବିପୁଳ ଆନନ୍ଦ ଉଲ୍ଲାସ ର ସହ ସନ୍ଧ୍ୟାରେ ଆଲୋକ ମାଳାରେ ମଣ୍ଡପ ସବୁ ଉତ୍ସବ ମୁଖର ହୋଇପଡୁଛି l ଶ୍ରୀ ଗଣେଶ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ, ମେଲୋଡି ଓ ଅନ୍ୟାନ୍ୟ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ସେହିପରି ଚାନ୍ଦପୁର ଗ୍ରାମରେ ଗ୍ରାମବାସି ଓ କିଛି ଯୁବ ଗୋଷ୍ଠୀ ୧୮ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ସାଙ୍ଗକୁ ଆଲୋକ ସଜା ଓ ବିରାଟ ତୋରଣ ପରିବେଶକୁ ବେଶ ଆକର୍ଷିତ କରି ପାରିଛି ।

News Comment

You Might Also Like

BACK TO TOP