Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ବିଧାନ ସଭା ଘେରାଉ ପାଇଁ ସଜବାଜ ଗାଁ ସାଥି , ସରକାର ଙ୍କ ନୂତନ ନୀତିକୁ ନାରାଜ |

09-Sep-2026

ସରକାରଙ୍କ ନୂତନ ନୀତିକୁ ନେଇ ଗାଁ ସାଥୀ ନାରାଜ l 
ବିଧାନସଭା ଘେରାଉ ପାଇଁ ସଜବାଜ l

ଓଡିଶା ଜନମତ, ବେଗୁନିଆପଡା :09/09/26 :

ଭଞ୍ଜ କିଶୋର ମହାରଣା l

ରାଜ୍ଯ ସରକାରଙ୍କ ନୂତନ ନିୟମକୁ ନେଇ ଗାଁ ସାଥୀ ସଂଘ ନାରାଜ ଥିବା ଜଣାପଡିଛି l  ଏନଏମ୍ଏମ୍ଏସ୍ ର ପ୍ରକ୍ରିୟାକୁ  ବିରୋଧ କରି ରାଜ୍ଯ ଗାଁ ସାଥୀ ସଂଘର ଆହ୍ବାନ କ୍ରମେ ଆଗାମୀ ଦିନରେ ବିଭିନ୍ନ ଦାବିରେ ବିଧାନସଭା ଘେରାଉ କରିବେ ରାଜ୍ଯର ସମସ୍ତ ଗାଁ ସାଥୀ ମାନେ l ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଗାଁ ସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବେଗୁନିଆପଡ଼ା ବିଡ଼ିଓଙ୍କ ଅନୁପସ୍ଥିତିରେ ଜିପିଓଙ୍କୁ ପ୍ରଦାନ କରାଯାଇଛି l ସଭାପତି ରବିନ୍ଦ୍ର ନାଥ ଗୌଡ଼, ସଂପାଦକ ଚରଣ ନାୟକଙ୍କ ସମେତ ବହୁ ଗାଁ ସାଥୀ ବୁଧବାର ବେଗୁନିଆପଡ଼ା ବ୍ଲକରେ ଏହି ଦାବିପତ୍ର ପ୍ରଦାନ କରିବା ସହ ଆସନ୍ତା ସେପ୍ଟେମ୍ବର 11 ଓ 23 ତାରିଖ 2 ଦିନ ଏନଏମ୍ଏମ୍ଏସ୍ ପ୍ରକ୍ରିୟାରୁ ବିରତି ରହିବା ନେଇ ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗାଁ ସାଥୀ (ମେଟ୍) ମାନଙ୍କ ପାଇଁ ଆସିଥିବା ଏନ୍‌ଏମ୍‌ଏମ୍‌ଏସ୍‌ (NMMS) କାର୍ଯ୍ୟକୁ ନେଇ ଗାଁ ସାଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହାକୁ ନେଇ ରାଜ୍ୟ ଗାଁ ସାଥୀ ମେଟ୍ ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଘର ଅଭିଯୋଗ ଅନୁସାରେ, ଗାଁ ସାଥୀ ମେଟ୍‌ମାନେ ଦୀର୍ଘଦିନ ଧରି ମନରେଗା କାର୍ଯ୍ୟରେ ନିୟୋଜିତ ରହି ଶ୍ରମିକମାନଙ୍କୁ କାମ ଯୋଗାଇବା ସହ ବିଭିନ୍ନ ଦାୟିତ୍ୱ ତୁଲାଇ ଆସୁଛନ୍ତି। କିନ୍ତୁ ନୂଆ ଭାବେ NMMS କାର୍ଯ୍ୟରେ ନିୟୋଜିତ କରାଯିବା ଫଳରେ ସେମାନଙ୍କ ଉପରେ ଅତିରିକ୍ତ ଚାପ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।ତେଣୁ NMMS କାର୍ଯ୍ୟରୁ ଗାଁ ସାଥୀ ମେଟ୍‌ମାନଙ୍କୁ ବିରତ ରଖିବା ଏବଂ ସେମାନଙ୍କ ଦାବି ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

News Comment

You Might Also Like

BACK TO TOP