Breaking News

ସ୍ୱାମୀ ହତ୍ୟା ମାମଲାରେ ପତ୍ନୀ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |   (11-Sep-2026)       ||      ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||     

ଆମ୍ବେଦ କର ଯୁବ ମଞ୍ଚର ନୂତନ କମିଟି କଲ୍ୟାଣ ସିଂହ ପୁର ରେ ଗଠିତ |

03-Sep-2026

କଲ୍ୟାଣସିଂହପୁରରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି ଗଠିତ

ଓଡିଶା ଜନମତ ରାୟଗଡା , ୩/୯,

କାମେଶ୍ୱର କରକରିଆ : -----ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି ଗଠନ କରାଯାଇଛି। ବ୍ଲକର ୧୪ଟି ପଞ୍ଚାୟତର ଆମ୍ବେଦକର ପ୍ରେମୀଙ୍କ ସମେତ ଏସ୍‌ସି, ଏସ୍‌ଟି, ଓବିସି ଓ ମାଇନରିଟି ବର୍ଗର ପ୍ରତିନିଧିଙ୍କୁ ନେଇ ଏହି ନୂତନ କମିଟି ଗଠନ ହୋଇଛି। ବୈଠକରେ ନୂତନ କମିଟି ପାଇଁ ୨୦ ଜଣଙ୍କୁ ଚୟନ କରାଯିବା ସହ ସେମାନଙ୍କ ମଧ୍ୟରୁ ବିଭିନ୍ନ ପଦପଦବୀ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ସନ୍ତୋଷ କୌଶଲ୍ୟା, ଉପସଭାପତି ଭାବେ ଡମ୍ବରୁ କାନ୍ଧପାଣି, ସମ୍ପାଦକ ଭାବେ ପୁରେନ୍ଦ୍ର କରକରିଆ, ସାଧାରଣ ସମ୍ପାଦକ ଭାବେ ଗରିବ ଗରଡ଼ିଆ, କୋଷାଧ୍ୟକ୍ଷ ଭାବେ ଅମର କୌଶଲ୍ୟା ଏବଂ ସହ କୋଷାଧ୍ୟକ୍ଷ ଭାବେ ନରେନ୍ଦ୍ର କରକରିଆଙ୍କୁ ଚୟନ କରାଯାଇଛି। ସେହିପରି ସଦସ୍ୟ ଭାବେ ପଙ୍କଜ କରକରିଆ, ବାପୁଜୀ ବେନିଆ, ବିନୋଦ ମହାନନ୍ଦିଆ, କର୍ଣ୍ଣ କୌଶଲ୍ୟା, ସୁବାସଚନ୍ଦ୍ର ନିଶିକା, କର୍ଣ୍ଣ ଗାଣ୍ଟା, ସୁଶାନ୍ତ କୌଶଲ୍ୟା, ସୁରଥ ବେନିଆ, ଅର୍ଜୁନ କୌଶଲ୍ୟା, ପ୍ରସାଦ କୌଶଲ୍ୟା, ରାମଚନ୍ଦ୍ର ବେନିଆ, କେଶବ ମହାନନ୍ଦିଆ, ସନିଆ କୌଶଲ୍ୟା, ହରିଦାସ ମହାନନ୍ଦିଆ, ସଞ୍ଜୟ କୌଶଲ୍ୟା, ନିରନ ଭାତ୍ରିଆ ଓ କୃପାସିନ୍ଧୁ ଭତ୍ରା ପ୍ରମୁଖ ରହିଛନ୍ତି। ଉପଦେଷ୍ଟା ଭାବେ ଧନମଣି ଭତ୍ରା, ଧନଞ୍ଜୟ ବିଡ଼ିକା, ମହନରାଓ ମିଣିଆକା, ଯଦୁମଣି ଗରଡ଼ିଆ, ଜାଗାମ ବେନିଆ, ପବିତ୍ର ପାଲାକା, ପଦ୍ମନ ଭତ୍ରା, କେସି କରକରିଆ, କାମେଶ୍ୱର କରକରିଆ, ବଳରାମ କୌଶଲ୍ୟା, ମାନସିଂ ଗରଡ଼ିଆ, କାର୍ତ୍ତିକ ମହାନନ୍ଦିଆ ଓ କୁମାରୁ ବିଭର ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଛି। ନୂତନ କମିଟି ଗଠନ ପରେ ଆଗାମୀ ଦିନରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହାନ ସମାଜ ସଂସ୍କାରକ ଡକ୍ଟର ବି.ଆର. ଆମ୍ବେଦକର ଓ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଆଦର୍ଶକୁ ଆଗେଇ ନେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ବିଶେଷକରି କଲ୍ୟାଣସିଂହପୁର ଅଞ୍ଚଳରେ ଥିବା ଡକ୍ଟର ବି.ଆର. ଆମ୍ବେଦକରଙ୍କ ଦୁଇଟି ପ୍ରତିମୂର୍ତ୍ତି ଏବଂ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିର ନିୟମିତ ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଉପରେ କମିଟି ଗୁରୁତ୍ୱ ଦେବ। ଏଥିସହ ଆମ୍ବେଦକର ଜୟନ୍ତୀ, ବିର୍ସା ମୁଣ୍ଡା ଜନ୍ମଜୟନ୍ତୀ ସମେତ ବିଭିନ୍ନ ଜାତୀୟ ଦିବସ ଓ ସାମାଜିକ କାର୍ଯ୍ୟକ୍ରମକୁ ଆୟୋଜନ କରାଯିବ। ନୂତନ କମିଟି ଗଠନ ଦ୍ୱାରା ବ୍ଲକର ବିଭିନ୍ନ ବର୍ଗର ଯୁବକଙ୍କୁ ଏକଜୁଟ କରି ସାମାଜିକ ନ୍ୟାୟ ସମାନତା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଅଞ୍ଚଳର ବିକାଶମୂଳକ କାର୍ଯ୍ୟରେ ଯୁବମାନଙ୍କୁ ସାମିଲ କରିବାକୁ ଯୁବମଞ୍ଚ ପକ୍ଷରୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି।

News Comment

You Might Also Like

BACK TO TOP