Breaking News

ସ୍ୱାମୀ ହତ୍ୟା ମାମଲାରେ ପତ୍ନୀ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |   (11-Sep-2026)       ||      ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||     

ଖଲ୍ଲିକୋଟସରକାରୀ ଚାରୁ ଓକାରୁ କଳା ମହାବିଦ୍ୟାଳୟ ରେ "ନବ ପଲ୍ଲବ ` କାର୍ଯ୍ୟକ୍ରମ |

02-Sep-2026

ଖଲ୍ଲିକୋଟ ସରକାରୀ ଚାରୁ ଓ କରୁ କଳା ମହାବିଦ୍ୟାଳୟ, "ନବ ପଲ୍ଲଵ " କାର୍ଯ୍ୟକ୍ରମ | 

ଓଡିଶା ଜନମତ,ଖଲ୍ଲିକୋଟ,

 ମାଧବ ବେହେରା :-----
ଖଲ୍ଲିକୋଟ :  3/8 ବୁଧବାର ଦିନ ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ପରିସର ରେ ଥିବା କୁଞ୍ଜବନ ମଣ୍ଡପ ଠାରେ ", ନବପଲ୍ଲବ " କାର୍ଯ୍ୟକ୍ରମ ମାଧ୍ୟମ ରେ ନବ ନିଯୁକ୍ତ ଅତିଥି ଅଧ୍ୟାପକ / ଅଧ୍ୟାପିକା ଓ ପ୍ରଶିକ୍ଷକ / ପ୍ରଶିକ୍ଷିକା ସମେତ ପ୍ରଥମ ବର୍ଷ ର ନବାଗତ  ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇ ଥିଲା |ମହାବିଦ୍ୟାଳୟ ର ଅଧକ୍ଷ ଦେବୀ ପ୍ରସାଦ ଦାସ ଙ୍କ ପୌରାହିତ୍ୟ ରେ ଆୟୋଜିତ ଏକ ଭବ୍ୟ ସମାରୋହ ରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ତାଂକ ବକ୍ତବ୍ୟ ରେ ଶୃଙ୍ଖଳା ତ୍ୟାଗ ଓ କର୍ତ୍ତବ୍ୟ କୁ ପାଥେୟ କରି ଆଗକୁ ବଢିଲେ ଛାତ୍ର ଛାତ୍ରୀ ମାନେ ଯଶସ୍ବୀ ହେବା ସହ ଦେଶ ଓ ସମାଜ ଗଠନ ର ସହାୟକ ହେବ ବୋଲି ପରାମର୍ଶ ଦେଇଥିଲେ |ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଖାଡ଼ଙ୍ଗା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଲିଓନଏଡ଼ ଦାବିନ୍ସ ଠାରୁ ସ୍ବିଡେନ ରେ ଥିବା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ମାନଙ୍କ ଭଳି  ଚିତ୍ତର୍କର ଭଳି କୃତି ଓ କୃତିତ୍ୱ ହାସଲ ପାଇଁ ପରାମର୍ଶ ଦେଇଥିଲେ |ଏ ଉପଲକ୍ଷେ ଆଠ ଜଣ ଅଧ୍ୟାପକ / ଅଧ୍ୟାପିକା ଓ ପ୍ରଶିକ୍ଷକ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା |ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟବସ୍ତୁ ଦ୍ୱାରା ପ୍ରସୂତ ବିଭିନ୍ନ ଚିତ୍ର ଗୁଡିକ ଏକ ମନୋଜ୍ଞ ଚିତ୍ର କଳା ପ୍ରଦର୍ଶନୀ କୁ ଅତିଥି ମାନେ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଥିଲେ |, ପରିଶେଷରେ କଳା ଛାତ୍ର ଓ ଛାତ୍ରୀ ଙ୍କ ଦ୍ୱାରା ଏକ ବର୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉପଭୋଗ୍ୟ ହୋଇଥିଲା |

News Comment

You Might Also Like

BACK TO TOP