Breaking News

ସ୍ୱାମୀ ହତ୍ୟା ମାମଲାରେ ପତ୍ନୀ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |   (11-Sep-2026)       ||      ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||     

ପ୍ରେସ କମ୍ପୁଟର ଏକାଡେମୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||

02-Sep-2026

ପେସ କମ୍ପ୍ୟୁଟର ଏକାଡେମିକ ପକ୍ଷରୁ ବୃକ୍ଷ ରୋପଣ

ହିଞ୍ଜିଳିକାଟୁ ୨/୦୯/୨୬,

କୃଷ୍ ଚନ୍ଦ୍ ସାମନ୍ତରା :----- ମାନବ ସମାଜବଞ୍ଚି ରହିବା ପାଇଁ ବୃକ୍ଷ ରୋପଣ ସହ ବୃକ୍ଷ ପାଳନ ଉଭୟର ଆବଶ୍ୟକତା ରହିଛି। ଗଛ ଲଗାଇବା ଏହା ଏକ ପୁଣ୍ୟ କାମ । ବର୍ତ୍ତମାନ ଏ କଥା ସମସ୍ତେ ବୁଝିବାର ସମୟ ଆସିଛି । ୧୯୯୯ର ବାତ୍ୟା ଓ ଫନୀ ବାତ୍ୟାରେ ଯେତେ ଗଛ ଉପୁଡ଼ିଯାଇଛି ତା’ର ଭରଣା ହୋଇପାରିନାହିଁ। ସେହିଭଳି  ନେପାଳର ଆକସ୍ମିକ ବନ୍ୟା ପରିସ୍ଥିତିର ଭୟାବହ ଘଟଣା ଉପରେ ଆମେ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି । ଆମ ମାଟି, ପାଣି, ପବନ ପରି ବୃକ୍ଷ ଆମର ପରମ ବନ୍ଧୁ। ମଣିଷ ଧୋକାଦିଏ, ମନରେ ଦୁଃଖ ଦିଏ, କିନ୍ତୁ ଗଛ ଆପଣଙ୍କ ଭଲ ପାଇବା, ଯତ୍ନକୁ ବୁଝି ଶ୍ୟାମଳ ରଙ୍ଗରେ ହସିଉଠେ। ଫଳ ଫୁଲ, ଜାଳେଣି, ଗୃହ ସଜ୍ଜୀକରଣ ପାଇଁ କାଠ ଦେଇ, ପ୍ରଦୂଷଣମୁକ୍ତ ପରିବେଶ ଦେଇଥାଏ। ତେଣୁ ଆସନ୍ତୁ ଏଇ ମୌସୁମୀରେ ଧରଣୀକୁ ସବୁଜ ରଙ୍ଗରେ ସଜାଇ ଦେବା ଲକ୍ଷ୍ୟ ରଖି ପେସ କମ୍ପ୍ୟୁଟର ଏକାଡେମିକ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବୃକ୍ଷ ରୋପଣ ପାଇଁ ମାନବ ସମାଜକୁ ଆଜିର  ବାର୍ତ୍ତା ରହିଛି ।ସୁଚନାମୁତାବକ ବୁଧବାର ଦିନ ପେସ କମ୍ପ୍ୟୁଟର ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖଣ୍ଡରା ଛକ ନିକଟସ୍ଥ ଜାତୀୟ ରାଜପଥ ୫୯ର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ସାଗରିକା ଷଢ଼ଙ୍ଗି , ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଏବଂ  ବିରୋଧୀ ଦଳ ନେତାଙ୍କ ଡିଆରଡିଏର ପ୍ରତିନିଧି ଦେବାନନ୍ଦ ମହାପାତ୍ର , ହିଞ୍ଜିଳିକାଟୁ ବ୍ଳକ ପ୍ରତିନିଧି ଏ . ସୁଦର୍ଶନ ,ପୌରପରିଷଦ ପ୍ରତିନିଧି ପ୍ୟାରୀ ପାଢ଼ୀ ଅତିଥି ରୁପେ ଯୋଗ ଦେଇଥିଲେ ।ପେସ କମ୍ପ୍ୟୁଟର ଏକାଡେମିକ ପକ୍ଷରୁ ସମ୍ମାନିତ କରି  ବୃକ୍ଷ ରୋପଣ  କାର୍ଯ୍ୟକ୍ରମକୁ  ଆରମ୍ଭ କରାଯାଇଛି ।  ସେହିଭଳି ଗଣମାଧ୍ୟମ ପ୍ରତିନିଧି ସାରଥୀ ପାଢ଼ୀ ,ଭଏସ ଆଫ ମିଡିଆ ଜିଲ୍ଲା ସମ୍ପାଦକ ରଘୁନାଥ ଆଚାର୍ଯ୍ୟ ଏବଂ ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁର  ସଭାପତି ରଂଜିତ କୁମାର ପୋଲାଇ ,ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ ଉପସ୍ଥିତ ଥିବା ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କମ୍ପ୍ୟୁଟର ଏକାଡେମିକ ପକ୍ଷରୁ ସମ୍ମାନିତ କରାଯାଇଛି । ପେସ କମ୍ପ୍ୟୁଟର ସୁଚନାନୁଯାୟୀ  ମାନବର ବିଭିନ୍ନ କାର୍ଯ୍ୟକଳାପ ଯୋଗୁ ସ୍ଥଳ ଭାଗ ଜଳଭାଗ ଏବଂ ବାୟୁମଣ୍ଡଳରେ ବଡ଼ ପରିବର୍ତ୍ତନ ଘଟୁଛି। ଏହି କାରଣରୁ, ବିକାଶ ଏବଂ ଇକୋସିଷ୍ଟମ ଉପରେ ଖରାପ ପ୍ରଭାବ ପଡୁଛି। ଯାହା  ଗ୍ରୀନ ହାଉସ ଗ୍ୟାସର ଘନତା, ସମୁଦ୍ର ପତ୍ତନ ବୃଦ୍ଧି, ସମୁଦ୍ରର ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ରରେ ଏସିଡ ବୃଦ୍ଧି ଆଦି ୪ଟି ପ୍ରମୁଖ କାରଣକୁ ଜଳବାୟୁ ପରିବର୍ତ୍ତନରେ ମୁଖ୍ୟ ଭୂମିକା ରହିଥିବା ଦର୍ଶାଯାଇଛି। ତେଣୁ  ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବାକୁ ଆମ୍ଭମାନଙ୍କ କର୍ତ୍ତବ୍ୟ ରହିଛି ନେଇ ପେସ କମ୍ପ୍ୟୁଟରର ମୁଖ୍ୟ ପରିଚାଳକ ଶିବାନୀ ପାତ୍ର ,ଶିକ୍ଷା ସଂଯୋଜକ ପ୍ରବୀଣ ସେଠୀ ଏବଂ କମ୍ପ୍ୟୁଟର ଶିକ୍ଷକ ମନୋଜ ପଟ୍ଟନାୟକ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । 

News Comment

You Might Also Like

BACK TO TOP