Breaking News

ସ୍ୱାମୀ ହତ୍ୟା ମାମଲାରେ ପତ୍ନୀ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |   (11-Sep-2026)       ||      ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||     

ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଦର୍ଶନ ଶାସ୍ତ୍ର ବିଭାଗର ନବାଗତ ଛାତ୍ର, ଛାତ୍ରୀଙ୍କୁ ସ୍ୱାଗତ |

02-Sep-2026

ଦର୍ଶନଶାସ୍ତ୍ର ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଓଡିଶା ଜନମତ-ସନ୍ତୋଷ କୁମାର ପଣ୍ଡା, 

ପୋଲସରା, ତା --02/09/26:-----
ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ  ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ପ୍ରଦାନ ଉତ୍ସବ  ସେପ୍ଟେମ୍ବର ୦୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସିପାଲ ଡ଼କ୍ଟର ଭଗବାନ ତ୍ରିପାଠୀଙ୍କ ଅଧକ୍ଷତାରେ ଦର୍ଶନଶାସ୍ତ୍ର ବିଭାଗର ଦ୍ୱିତୀୟ ଓ ତୃତୀୟବର୍ଷର ଛାତ୍ର ଓ ଛାତ୍ରୀ ବୃନ୍ଦଙ୍କ ଦ୍ୱାରା ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଥିଲା। ପ୍ରିନ୍ସିପାଲ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ କରିବା ସହିତ ଦର୍ଶନଶାସ୍ତ୍ରର Epistemology, Metaphysics ଓ  ଦର୍ଶନଶାସ୍ତ୍ର  ଜୀବନ ସହିତ କିପରି ପରିଚାଳିତ ହୁଏ, ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ। ବିଭାଗୀୟ ମୁଖ୍ୟ ରୁଦ୍ର ପ୍ରସାଦ ଗୌଡ଼ ଶୃଙ୍ଖଳା ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବା ସହିତ ସଂଯୋଜନା କରିଥିଲେ। ପ୍ରଶାସନିକ ପଦପଦବୀ ପାଇଁ ଦର୍ଶନଶାସ୍ତ୍ର ପାଠ୍ୟ ଅନିର୍ବାଯ୍ୟ  ଏଵଂ ଜୀବନରେ ସର୍ବଦା ସାଧୁତା ବଜାୟ ରଖିବାକୁ ବିଭାଗୀୟ ଅଧ୍ୟାପକ ସେକ୍ ଫରିଦ୍  ମତ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥଲେ। ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିକାଶ କୁମାର ସ୍ୱାଇଁ, ଶ୍ରବଣ କୁମାର ସାହୁ, ଷ୍ଟାଲିନ ସାହୁ, ରାଜେଶ କୁମାର ପାତ୍ର, ଅନିତା ସାହୁ, ଲିଜା ପଲେଇ, ଜ୍ୟୋତୀପ୍ରଭା ବିଷୋୟୀ, ଲକି ବିଷୋୟୀ, ସୁଚିସ୍ମିତା ସାହୁ, ପ୍ରିୟଦର୍ଶିନୀ ଭଞ୍ଜ ଦେଓ, ଗୁଡ଼ିଲି ବେହେରା, ଖୁସି ଗୌଡ଼, ମାମା ସାହୁ , ବନ୍ଦନା ଗୌଡ଼, ଇ ସୁଜାତା ଦୋରା, ଚିନ୍ମୟୀ ବିଶ୍ୱାଳ ଓ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଦାଶିବ ସାବତ, ବିକାଶ କୁମାର ନାୟକ, ରାଜେଶ୍ ଗୌଡ଼, ରୀନା କୁମାରୀ ଜାନୀ, ଲିପ୍ସାରାଣୀ ମଲ୍ଲିକ, ରଶ୍ମିତା ଭୂୟାଁ ପ୍ରଭୃତି ସହଯୋଗ କରିଥଲେ।

News Comment

You Might Also Like

BACK TO TOP