Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||

02-Sep-2026

ପୋଲସରା ଏସଏସବିଏମରେ ଜିଲ୍ଲା ସ୍ତରୀୟ ସ୍କାଉଟ ଗାଇଡ୍ସର  ତାଲିମ ଶିବିର।

ପୋଲସରା  ତା ୦୨/୦୯/୨୦୨୬, 

ସନ୍ତୋଷ କୁମାର ପଣ୍ଡା :----

ପୋଲସରା କାଳୀ ମନ୍ଦିର ସାହି ନିକଟସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍କାଉଟ୍ ଗାଇଡ୍ସର  ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍କାଉଟ୍ ଗାଇଡ୍ସର  ସମ୍ପାଦକ ଭାଗୀରଥୀ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଦାଶରଥି ସ୍ବାଇଁଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ  ହୋଇଥିଲା । ଏହି ତୃତୀୟ ପର୍ଯ୍ୟାୟ ଟେଷ୍ଟ କ୍ୟାମ୍ପରେ ଜିଲ୍ଲା ସ୍କାଉଟ୍ ତାଲିମ କମିଶନର ବିକ୍ରମ ମହାରଣା, ସହ ତାଲିମ କମିଶନର ଅରୁଣ କୁମାର ଡାକୁଆ, ଜିଲ୍ଲା ରିପ୍ରେଜେଣ୍ଟେଟିଭ ଭାସ୍କର ରଣା ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭ ଆରମ୍ଭ  ଏବଂ ସ୍କାଉଟ୍ ପ୍ରତିଷ୍ଠାତା ରେଡେନ ପାୱାଲ ଏବଂ ଗାଇଡ୍ସର ପ୍ରତିଷ୍ଠାତା ଲେଡି ଭେଡେନ ପାୱାଲ ଉଭୟଙ୍କ ଫୋଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶୁଭାରମ୍ଭ କରିଥିଲେ । ପରେ ତାଲିମଦାତାମାନେ ଉପସ୍ଥିତ ସ୍କାଉଟ୍ ଏବଂ ଗାଇଡ୍ସମାନଙ୍କୁ ଫ୍ଲାଗ  ପ୍ରୋସିସର୍, ନଟୀ° ବେଣ୍ଡେଜ  ପ୍ରାଥମିକ ଚିକିତ୍ସା, ମ୍ୟାପିଙ୍ଗ, କମ୍ପାସ  ଏଷ୍ଟିମେସନ୍, ସିଗନାଲିଙ୍ଗ, ହେଣ୍ଡ ସିଗନାଲ, ସ୍କାଉଟ୍‌ର ଇତିହାସ, ଷ୍ଟ୍ରେଚର, ଫ୍ଲାଗ ମାଷ୍ଟ୍, ସେଲ୍‌ଟର, ୟୁନିଫର୍ମ, ପଦୋନ୍ନତି, ନିୟମ, ପ୍ରତିଜ୍ଞା ନିୟମ,କରମର୍ଦ୍ଦନ, ସ୍କାଉଟ୍ ଗାଇଡ୍ ସାଇନ୍,ସାଲ୍ୟୁଟ ପ୍ରଭୃତି ବିଷୟରେ ତାଲିମ ପ୍ରଦାନ କରିଥିଲେ ।ଏହି ଅବସରରେ କନକଦୁର୍ଗା ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖଲ୍ଲିକୋଟ ସଙ୍କୁଳ ମୁଖ୍ୟ ବିଭୂତି ଭୂଷଣ ପାତ୍ର  ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀ  ସ୍କାଉଟ୍‌ ଗାଇଡ୍ସମାନଙ୍କୁ ମାର୍ଗଦର୍ଶନ ଦେବା ସହିତ ଉପଯୁକ୍ତ ତାଲିମ ଏବଂ ଶିକ୍ଷା ଆହରଣ କରି ସମାଜରେ  ଜଣେ ଜଣେ ଉତ୍ତମ ଚରିତ୍ରବାନ ନାଗରିକ ହେବାକୁ ଆର୍ଶିବଚନ  ଦେଇଥିଲେ । ଜ୍ଞାନ ବର୍ଦ୍ଧକ ଶିବିରରେ  ଉକ୍ତ ପୋଲସରା ଅନୁଷ୍ଠାନ ସମେତ ପୋଲସରା ବ୍ଲକର  କନକଦୁର୍ଗା ବିଦ୍ୟାପୀଠ, ଗୋଠଳି ହାଇସ୍କୁଲ, ଏମ୍ ଏସ ଭି ପୋଲସରା, ଏମ୍ ଏସ ଏସ ବି ଭି କଲେଜ ତୋଟାସାହି , ଖଲ୍ଲିକୋଟ ବ୍ଲକ୍ ଏସ ଏସ ଭି ଏମ୍ ଖଲ୍ଲିକୋଟ, ସୋରଡ଼ା ବ୍ଲକର ସୋରଡ଼ା ହାଇସ୍କୁଲ, ବୁଗୁଡ଼ା ବ୍ଲକର ବି. କରଡାବାଡି, ଭାମଶିଆଳି ଓ କବିସୂର୍ଯ୍ୟନଗର ବ୍ଲକର ସିଦ୍ଧେଶ୍ୱର ହାଇସ୍କୁଲ ବଡବଡ଼ିଆପଡ଼ାର ସ୍କାଉଟ ଗାଇଡ୍ସମାନେ ଯୋଗଦେଇଥିଲେ। ଶିବିର କାର୍ଯ୍ୟକ୍ରମରେ ସ୍କାଉଟ୍ ମାଷ୍ଟର ନୀଳକଣ୍ଠ ମହାରଣା, ପବିତ୍ର ତରାଇ, ସିଦ୍ଧାନ୍ତ ରାଉତ, ବିଦ୍ୟାଧର ଷଡ଼ଙ୍ଗୀ, ଅରୁଣ କୁମାର ବିଷୋୟୀ, ହରିହର ସାହୁ, ଦାଶରଥି ସାଥୁଆ, ସୁରଜ କୁମାର ପ୍ରଧାନ, ନିଳାଞ୍ଚଳ ଗୌଡ଼, ଚିନ୍ମୟ ସାରଙ୍କ ସମେତ ଗାଇଡ୍ସ  କ୍ୟାପେଟନ   ଉର୍ମିଳା ମାଝୀ, ବଙ୍ଗାଲୀ ମୁଣ୍ଡା, ଗାୟତ୍ରୀ  ପଣ୍ଡା, ପ୍ରୀୟଦର୍ଶନୀ ପ୍ରଧାନ, ଆଲଫା  ମହାରଣା ଏବଂ ଅ°ଶ ଗ୍ରହଣ କରିଥିବା  ପ୍ରତ୍ୟେକ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ଓ ଗାଇଡ୍ସ କ୍ୟାପ୍ଟେନ୍‌ମାନେ ଯୋଗଦେଇଥିବା ବେଳେ ଆୟୋଜକ ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ,ଗୁରୁମା ଓ କର୍ମଚାରିଗଣ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଆଚାର୍ଯ୍ୟ ମହୋଦୟ ଉପସ୍ଥିତ ସମସ୍ତ ତାଲିମଦାତା, ମାଷ୍ଟର, କ୍ୟାପ୍ଟେନ୍, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରିମାନଙ୍କୁ  ଅନୁଷ୍ଠାନ ତରଫରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

News Comment