Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ଯାଜପୁର ନିର୍ବାଚନ ମଣ୍ଡଳୀ ର 6ନଂ ମଣ୍ଡଳ ରେବିଜେପି ମହିଳା ଙ୍କ ଜନ ଆକ୍ରୋଶ ପଦଯାତ୍ରା ||

17-May-2026

ଯାଜପୁର ନିର୍ବାଚନ ମଣ୍ଡଳୀ ୬ ନମ୍ବର ମଣ୍ଡଳରେ ବିଜେପିର ଜନ ଆକ୍ରୋଶ ପଦ ଯାତ୍ରା
ବିଜେଡ଼ି,କଂଗ୍ରେସ ଓ ଇଣ୍ଡି ମେଣ୍ଟ ମହିଳା ବିରୋଧି 
ଓଡ଼ିଶା ଜନମତ , ଯାଜପୁର,

ପ୍ରଦୀପ କୁମାର ମଲ୍ଲିକ, ୧୭/୫ : ----

ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ଅନ୍ତର୍ଗତ ୬ ନମ୍ବର ମଣ୍ଡଳରେ ବିଜେପି ପକ୍ଷରୁ ଜନ ଆକ୍ରୋଶ  ନାଁରେ ଏକବିଶାଳ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। କନିକାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଗୌତମ ରାୟଙ୍କ ନେତୃତ୍ୱରେ ଶତାଧିକ ମହିଳା ହାତରେ ବିରୋଧୀ ଦଳଙ୍କ ମହିଳା ବିରୋଧୀ ନୀତି ଲେଖା ପ୍ଲାକାର୍ଡ ଧରି ବିଜେଡ଼ି,କଂଗ୍ରେସ, ଇଣ୍ଡି ମେଟ ବିରୋଧୀ ସ୍ଲୋଗାନ ଦେଇଥିଲେ । ପରେ ଥାଲକୁଡି ଚନ୍ଦନେଶ୍ଵର ମନ୍ଦିର ପାଖରେ ଏକ ପଥ ପ୍ରାନ୍ତ ସଭାରେ ମୋଦି ସରକାର ମହିଳାଙ୍କ ସଶକ୍ତିକରଣ ଓ ବିଜେଡ଼ି,କଂଗ୍ରେସ ଓ ଇଣ୍ଡି ମେଟ କିଭଳି ମହିଳା ବିରୋଧୀ ତଥ୍ୟ ଭିତ୍ତିକ ସୂଚନା ଦେଇଥିଲେ। ରମେଶ ଚନ୍ଦ୍ର ସାମଲ,ସୁବାସ ଚନ୍ଦ୍ର ମହାନ୍ତି,ଅଭିମନ୍ୟୁ ମହାନ୍ତି, ପ୍ରମୋଦ ପଣ୍ଡା, ବାଦଲ ନନ୍ଦ, ମନ୍ମଥ ବରାଳ, ଇନ୍ଦ୍ରଜିତ ଦାସ,ପତିତପାବନ ମହାନ୍ତି ମହିଳା ମାନଙ୍କୁ ବ୍ୟବସ୍ଥିତ ଢ଼ଙ୍ଗରେ ପଦଯାତ୍ରାରେ ନେଇ ଚନ୍ଦନେଶ୍ଵର ମନ୍ଦିର ପହଞ୍ଚାଇ ଥିଲେ । ପ୍ରାୟ ୪୫ ମିନିଟ ମଙ୍ଗଳପୁର ବଜାର ଦେଇ କୌଣସି ଗାଡି ମଟର ଚଳାଚଳ ବ୍ୟାହତ ହୋଇଥିଲା । ଭିଡ଼ରେ ଫସିଥିବା ଦୁଇଟି ଆମ୍ବୁଲାନ୍ସ କୁ ବିଜେପି ନେତା ରାସ୍ତା ପାର କରିଥଲେ। ବିଜେପିର ପଦଯାତ୍ରାରେ ଶହ ଶହ ମହିଳା ସାମିଲ ହେବା ଘଟଣା ବିଜେପି ନେତା ଗୌତମଙ୍କୁ ଶକ୍ତି ବୃଦ୍ଧିର ନିଦର୍ଶନ ବୋଲି କୁହାଯାଉଛି ।ପଞ୍ଚାୟତ ନିର୍ବାଚନ ପାଇଁ ଏହି ପଦଯାତ୍ରା କର୍ମୀଙ୍କ ମଧ୍ୟରେ ଶତ ସିଂହର ବଳ ଆଣିଛି।

News Comment

You Might Also Like

BACK TO TOP