Breaking News

ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||      ଖଲ୍ଲିକୋଟ ରେ ବିଜେପି ର 47 ତମ ସ୍ଥାପନ ଦିବସ ପାଳିତ |    (06-Apr-2026)       ||      ଖୋର୍ଦ୍ଧା ବ୍ଳକ ପକ୍ଷରୁ ଜରିପୁଟ ହନୁମାନ ମନ୍ଦିର ପରିସରରେ ଓଡ଼ିଆ ପକ୍ଷ ପାଳନ , ସ୍ୱଛତା ଅଭିଯାନ |    (06-Apr-2026)       ||      ଖୋର୍ଦ୍ଧା ରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଷଷ୍ଟ ଦିନରେ ସ୍ୱଛତା ଅଭିଯାନ |    (06-Apr-2026)       ||      ଖୋର୍ଦ୍ଧା ରେ ବିଜେପିର 47 ତମ ସ୍ଥାପନା ଦିବସ ପାଳିତ ||   (06-Apr-2026)       ||      ପୋଲସରା ଠାରେ ବିଜେପିର 47ତମ ପ୍ରତିଷ୍ଠା ଦିବସ ରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ |    (06-Apr-2026)       ||      ବୋମା ବିସ୍ପୋରଣ ରେ ଦୁଇ ନାବାଳକ ଗୁରୁତର |    (06-Apr-2026)       ||      ତାରା ତାରିଣୀ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ଙ୍କ 2ୟ ମୁଖ୍ୟ ସଚିବ ଶଶୀ କାନ୍ତ ଦାଶ |    (05-Apr-2026)       ||      ବାଇକ ଦୁର୍ଘଟଣା ରେ ତଳେ ପଡ଼ିଥିବା ମହିଳା ଙ୍କ ଉପରେ ମାଡିଗଲା ଟ୍ରକ |    (05-Apr-2026)       ||      ଘୁମୁସର ର ସ୍ୱର ର 160 ତମ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ |    (05-Apr-2026)       ||      ପିଏମ ଶ୍ରୀ ଅନଶ୍ଲୋ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଖଡ଼ି ଛୁଆଁ ପ୍ରବେଶ ଉତ୍ସବ ଅନୁଷ୍ଠିତ |   (05-Apr-2026)       ||      ବାଲିଗୁଡା ଠାରେ ତେରଦଣ୍ଡ ମିଳନ ରେ କଳା ରୁଦ୍ରମଣୀ ଙ୍କୁ ଭଜ ହେ ଧ୍ଵନିରେ କମ୍ପିଲା ସମଗ୍ର ଅଞ୍ଚଳ |    (05-Apr-2026)       ||      ବାଘଛାଲ ବିକ୍ରି ଅଭିଯୋଗ ରେ ଜଣେ ବ୍ୟକ୍ତି ଙ୍କୁ ଗିରଫ କଲା ବନ ବିଭାଗ | |    (05-Apr-2026)       ||      ଅବକାରୀଗୋଇନ୍ଦା ବିଭାଗ ର ଚଢ଼ାଉ ବିପୁଳ ପରିମାଣ ର ଗଞ୍ଜେଇ ସହ ଏକ କାର ଜବତ |    (05-Apr-2026)       ||      କୋଦଳା ଥାନା ସାତନଳ ଛକରେ ଅଜଣା ଗାଡିଧକ୍କା ରେ ବାପା ମୃତ ପୁଅ ଗୁରୁତର ଏମ କେ ସିଜି ରେ ଭର୍ତ୍ତି |    (05-Apr-2026)       ||      ଛତିଶ ଗଡ଼ ମୁଜା ପୁର ଜିଲ୍ଲା ରେ ମାଓବାଦୀ କେମ୍ପରେ ପୋଲିସ କୁ ମିଳିଛି ବଡ଼ ସଫଳତା |    (05-Apr-2026)       ||      କଦମ୍ବ ମଠ ପ୍ରଭୁ ଶ୍ରୀ ରଘୁନାଥ ଙ୍କ ପୀଠରେ ପବିତ୍ର ଶ୍ରୀରାମ ଚରିତ ମାନସ ପାରାୟଣ ଉଦଯାପିତ |   (04-Apr-2026)       ||     

ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର

06-Apr-2026

ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର :-

ଓଡିଶା  ଜନ ମତ, ବ୍ରହ୍ମ ପୁର 

କୈଳାଶ ଚନ୍ଦ୍ର ଚୌଧୁରୀ,:--
ରେଶମ ନଗରୀ ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ l ଆମିଷ,ପନିର, ଅଶୁଦ୍ଧ କ୍ଷୀର,ଘିଅ, ପୋଡ଼ାତେଲ ଛଣାଖାଦ୍ୟ, ଧୂମପାନ, ମଦ୍ୟପାନ ଦ୍ଵାରା ମେଦବୃଦ୍ଧି ହୁଏ ଓ ଆଳସ୍ୟ, ଚିନ୍ତା, କ୍ରୋଧ ଦ୍ଵାରା ରକ୍ତଚାପ ହୁଏ l 
ଏହି ସବୁ ତ୍ୟାଗ କରି ସାତ ଘଣ୍ଟା ଶୋଇବେ,ସକାଳ ସନ୍ଧ୍ୟା ଅଧା ଘଣ୍ଟା ଲେଖାଏଁ ଧ୍ୟାନ କରିବେ,ଉଚ୍ଚ ରକ୍ତଚାପରେ ସର୍ପଗନ୍ଧା ମୂଳ, ଅର୍ଜୁନ ଛାଲି କ୍ୱାଥ,ପଦ୍ମମଞ୍ଜି ସେବନ କଲେ ରକ୍ତଚାପ ସହ ହୃଦ୍ରୋଗ ମଧ୍ଯ ଭଲ ହୋଇଯାଏ l 
ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ,ରକ୍ତଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ,ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ପରିଚାଳନାରେ ବରିଷ୍ଠ ସମାଜସେବୀ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ।ଏହାର ସୁଯୋଗ ନେବା ପାଇଁ ପ୍ରତିଷ୍ଠାନ ପକ୍ଷରୁ ଡଃ ନକୁଳ ସାହୁ ଅନୁରୋଧ କରିଛନ୍ତି ।  ଫୋନ 9861450612,

News Comment

You Might Also Like

BACK TO TOP