Breaking News

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||     

ଆଛୁଲି ପଞ୍ଚାୟତ ରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |

09-Mar-2026

ଆଚୁଲି ପଞ୍ଚାୟତ ରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ |

     ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଆଛୁଲି ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗଶୁଣାଣି ସରପଞ୍ଚ ସୁଧାକର ଗୌଡ଼, ସମିତି ସଭ୍ୟା ବିନୋଦିନୀ ପଣ୍ଡା ଙ୍କ ସଂଯୋଜନା ରେ  ହୋଇ ଥିଲା ବେଳେ ବ୍ଳକ     ଅଧକ୍ଷା  ପିଙ୍କି ବେହେରା ଙ୍କ ସଭାପତିତ୍ବରେ ଏବଂବିଡ଼ିଓ ଶରତ କୁମାର ପାତ୍ର ଙ୍କ ଅଧକ୍ଷତାରେ  ଆରମ୍ଭ କରାଯାଇ ଥିଲା  |  ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ  ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, ଅତିରିକ୍ତ ତହସିଲଦାର କେ ଦେବାଶିଷ ମହାପାତ୍ର,  ଏସଡ଼ିପିଓଲଳିତା ମଲ୍ଲିକ,ସରପଞ୍ଚ ସୁଧାକର ଗୌଡ଼, ସମିତି ସଭ୍ୟା ବିନୋଦିନୀ ପଣ୍ଡା, ବ୍ଳକ ଅଧକ୍ଷା ପିଙ୍କି ବେହେରା,  36 ନଂ ଜିଲ୍ଲା ପରିଷଦ ଭଜ ମନ ବେହେରା ମଞ୍ଚା ସିନ ଥିଲେ | ଏବଂ ସବୁ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ | ଏହି ଅଭିଯୋଗ ଶୁଣାଣି ଶିବିର ରେ ସର୍ବ ମୋଟ 130 ରୁ ଉର୍ଦ୍ଧ ଅଭିଯୋଗ ବିଭିନ୍ନ ବିଭାଗ ରୁ  ଆସିଥିଲା  | ଏହି ବ୍ଲକର  ନୂତନ ଜିପିଓ  ରାଜେନ୍ଦ୍ର ପ୍ରସାଦ ଗୁରୁ,  ଏକ୍ସ ଇନଚାର୍ଜ ଜିପିଓ ମୀନକେତନ ବେହେରା  ବିଏସ ଏସ ଓ କାହ୍ନୁ ଚରଣ ସୋରେନ, ଆରଡ଼ି ଯେଇ ଲୋକନାଥ ନାୟକ, ବିପିସି ସାଇଦତ ବେହେରା |ବ୍ଳକର ସବୁ ପିଇଓ,ଏଡି ଈ ଓ,ଯେଇ, ଅନ୍ୟନ୍ୟ ଷ୍ଟାଫ ଏବଂପଞ୍ଚାୟତ ର କର୍ମଚାରୀମାନେଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |ଏମାନଙ୍କ ସହ ବ୍ଳକ ବିଜେଡି ସଭାପତି ତଥା ସମାଜ ସେଵୀ ନୀଳମଣି ପଣ୍ଡା, ପିଇଓ ଭଜ କୃଷ୍ଣ ସାହୁ, ଶ୍ରୀକାନ୍ତ ଗୌଡ଼, ରତିକାନ୍ତ ସାହୁ, ଏବଂ ଆଛୁଲି ପିଇଓ ପାଣ୍ଡଵ ରାଉତ  ସମ୍ପୂର୍ଣ ଭାବେ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ  | ଏହି କାର୍ଯ୍ୟକ୍ରମ ରେ ପ୍ରାୟ ଅଭିଯୋଗ ଭତ୍ତା, ଇନ୍ଦିରା ଆବାସ, ରାସନ, ଓପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଆସିଥିଲା | ବିଡ଼ିଓ ଶରତ କୁମାର ପାତ୍ର ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଏହାର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ |

News Comment

You Might Also Like

BACK TO TOP