Breaking News

ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||     

ବାଣ ନଈ ଗ୍ରାମରେ ମା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଓ ଯଂଜ୍ଞ ପୂର୍ଣ୍ଣାହୁତି ଶେଷ |

05-Mar-2026

ବାଣ ନଈ ଗ୍ରାମରେ ଚାଲିଥିବା ଠାକୁରାଣୀ ମନ୍ଦିର ର ପୂର୍ଣ୍ଣାହୁତି ଉତ୍ସବ ପାଳିତ |

ବାଣନଇଗ୍ରାମରେ  ଦୀର୍ଘ ଦିନ ଧରି ହୋଇଥିବା ଠାକୁରାଣୀ ମନ୍ଦିର  ହୋଇ ଥିଲେ ସୁଦ୍ଧା ତାହା ପ୍ରତିଷ୍ଠା ହୋଇ ନଥିବାରୁ ଗ୍ରାମର ତଥା ଜଗତ ର ମଙ୍ଗଳ ପାଇଁ ଏହି ମନ୍ଦିର ପ୍ରତିଷ୍ଠା,ଯଂଜ୍ଞ ଗ୍ରାମବାସୀ ,କର୍ତ୍ତା, ପରିଚାଳନା କମିଟି ପୂଜକ କମିଟି ଓ ବିଦ୍ୱାନ ପୁରୋହିତ ଙ୍କ ତତ୍ୱାବଧାନ ରେ ଏହିକାର୍ଯ୍ୟ ସମାପନ ହୋଇ ଯାଇଛି | ଏହିଯଜ୍ଞ କାର୍ଯ୍ୟରେ କର୍ତ୍ତା ଭାବେ ରାଜେନ୍ଦ୍ର ପ୍ରସାଦ ପାତ୍ର, ହୀନ ପ୍ରସାଦ ପାତ୍ର, ରାଜେନ୍ଦ୍ର ପାଣିଗ୍ରାହୀ ବଳିଆ ପ୍ରଧାନ,ଓ କମିଟି ଭାବେ ଦିବାକର ନାହାକ, ହୀନ ନାହାକ, ଝଡିଆ ନାହାକ,ମନୋଜ ପାତ୍ର,ସୁଧାକର ପ୍ରଧାନ, ଲୋଚନ ନାହାକ, ଶୁକଦେବ ନାହାକ ଙ୍କ ସହିତ ବିଦ୍ୱାନ ପଣ୍ଡିତ ସୁଦର୍ଶନ ତ୍ରିପାଠୀ, ବଲଭଦ୍ର ଦାଶ ଙ୍କ ସହିତ ଅନେକ ପୁରୋହିତ, ଗ୍ରାମବାସୀ, ମହିଳା ମାନେ ସମ୍ପୂର୍ଣ ସହଯୋଗ କରିଥିଲେ | ଗତ 23 ତାରିଖ ଠାରୁ ଏହା ଆରମ୍ଭ ହୋଇ ଗତକାଲି ପୂର୍ଣ୍ଣାହୁତି ହୋଇଛି | ଏହି ଯଂଜ୍ଞ ରେ ଦୀକ୍ଷା ଗ୍ରହଣ, କଳସ ଯାତ୍ରା,ବନଯାଗ ଅଙ୍କୁରା ରୋପଣ, ରତ୍ନ ମୁଦ ହୋଇ  ଘୃତ ଯଂଜ୍ଞ, ନାମଯଂଜ୍ଞ, ଅନ୍ନ ଯଂଜ୍ଞ ଓ ଦେବୀଙ୍କୁ ମନ୍ଦିରେ ପ୍ରବେଶ କରି ପୂର୍ଣ୍ଣା ହୂତି କାର୍ଯ୍ୟ ସମୁର୍ଣ ହୋଇ ଥିଲା |

News Comment

You Might Also Like

BACK TO TOP