Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ଋଷିକୂଲ୍ୟା ରୟତ ମହାସଭା ତରଫରୁ ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ଧାନ ମଣ୍ଡି ଖୋଲା ଯାଇନଥିବାରୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ |

26-Dec-2025

ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ରେ ଧାନ ମଣ୍ଡି ଖୋଲି ନଥିବାରୁ ଚାଷୀ ମାନେ  ବିଡ଼ିଓ ଙ୍କୁ ଦେଲେ ଦାବି ପତ୍ର | 

       ଓଡିଶା ଜନ ମତ ବ୍ୟୁରୋ 

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ରେ ମଣ୍ଡି ଖୋଲା ଯାଇନଥିବାରୁ ଋଷିକୁଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ସଂଯୋଜନା ରେ ବହୁ ଚାଷୀ କାକୀ ମନ୍ଦିର ଛକ ଠାରୁ ବାହାରି ବ୍ଳକ ଅଫିସ ଠାରେପହଞ୍ଚି  ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ |ସେମାନେ ଦାବିପତ୍ର ଦେବାସହ ବିଡ଼ିଓ ଶରତ କୁମାର ପାତ୍ର ଙ୍କ ସହ  ଖୁବଶୀଘ୍ର ମଣ୍ଡି ଖୋଲିବା ନେଇ  ଆଲୋଚନା କରିଥିଲେ |  ଜିଲ୍ଲାରେ ଯଦିଓ ଗତ 23 ତାରିଖରୁ ମଣ୍ଡି ଖୋଲାଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଷୋତ୍ତମପୁର ବ୍ଳକ କିମ୍ବା ଏନଏସିରେ ମଣ୍ଡି ଖୋଲାଯାଇନାହିଁ । ଯାହାଫଳରେ ଶହ ଶହ ଚାଷୀ ମାନଙ୍କ କୁଇଣ୍ଟାଲ,କୁଇଣ୍ଟାଲ ଧାନ ଚାଷ ଜମିରେ ତ ଆଉ କାହାର ଘର ବାରଣ୍ଡାରେ ପଡ଼ିରହିଛି । ଆଗାମୀ ଦିନରେ ବର୍ଷା ହେବା ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଉଥିବା ବେଳେ ଯଦି ଖୁବଶୀଘ୍ର ମଣ୍ଡି ନ ଖୋଲିବ ତେବେ ବର୍ଷାରେ ନଷ୍ଟ ହୋଇଯିବ କୁଇଣ୍ଟାଲ କୁଇଣ୍ଟାଲ ଧାନ ନଷ୍ଟ ହୋଇ ଯିବ । ତେଣୁ ବର୍ଷ କର ପାଚିଲା ଅମଳ ଧାନ ଅକାରଣ ରେ ନଷ୍ଟ ହୋଇ ଯିବା ପୂର୍ବରୁ ଖୁବଶୀଘ୍ୟ ମଣ୍ଡି ଖୋଲାଯାଉ ବୋଲି ଦାବି କରିଛି ମହାସଭା । ଏହାଛଡ଼ା ଚାଷୀ ମାନଙ୍କୁ ମଣ୍ଡିରେ ଧାନ ନ ଦେଇ ସିଧାସଳଖ ମିଲ୍‌ରେ ଦେବା ପାଇଁ  ମିଲର ମାନେ କହୁଛନ୍ତି । ଯାହାଫଲରେ ଚାଷୀ ମାନେ ବହୁତ କ୍ଷତି ସହିବେ । ତେଣୁ ଏଭଳି ବ୍ୟବସ୍ଥା ନ କରି ମଣ୍ଡିକୁ ଖୁବଶୀଘ୍ର ଖୋଲାନଗଲେ ଆଗାମୀ ଦିନରେ ଚାଷୀଙ୍କୁ ଧରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା  ନିମନ୍ତେ ଋଷିକୂଲ୍ୟା ଋୟତ ମହାସଭା  ଚେତାବନୀ ଦେଇଛନ୍ତି । ସେପଟେ ପୁରୁଷୋତ୍ତମପୁର ବ୍ଳକରେ ରହିଥିବା 26ଟି ପଞ୍ଚାୟରେ 29ଟି ମଣ୍ଡି ଖୋଲାଯିବ ଓ 29ଟି ମଣ୍ଡି ମଧ୍ୟରୁ 14ଟି ମଣ୍ଡି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେବାକୁ ଥିବା ବେଳେ ଅନ୍ୟ 15ଟି ମଣ୍ଡିକୁ ସୋସାଇଟି ପରିଚାଳନା କରିବେ । ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ବୋଲି ବିଡ଼ିଓ କହିଛନ୍ତି । ଟୋକେନ ନ ମିଳିଥିବାରୁ ବିଳମ୍ବ ହେଲା ଖୁବଶୀଘ୍ର ମଣ୍ଡି ଖୋଲାଯିବା ସହିତ କିଭଳି ଚାଷୀ ମାନେ ନିଜର ଧାନକୁ ମଣ୍ଡିରେ ଆଣି ଦେଇପାରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ସୁରୁଖୁରୁରେ ମଣ୍ଡିରେ ଧାନ ଗ୍ରହଣ କରାଯାଇପାରିବ ସେ ନେଇ ମଧ୍ୟ ବ୍ଳକ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପର ରହି କାମ କରୁଛି ବୋଲି କହିଛନ୍ତି ପୁରୁଷୋତ୍ତମପୁର ବିଡ଼ିଓ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଋଷିକୁଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ସହିତ ପୁରୁଷୋତ୍ତମପୁର ସପନେଶ୍ୱର କୃଷକ ସଙ୍ଘର  ସଭାପତି  ଏ ମକୁନ୍ଦ ରାଓ,  ସମ୍ପାଦକ କିଶୋର ଚନ୍ଦ୍ର ଶାସମାଲ କୋଷାଧକ୍ଷ ରମେଶ ଚନ୍ଦ୍ର ଗୌଡ଼, ଦେବରାଜ ମଣ୍ଡଳ,ବିନାୟକ ଆଚାର୍ଯ୍ୟ, ସନ୍ତୋଷ ବେହେରା ଙ୍କ ସହ ଅନେକ ଚାଷୀ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP