Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ପୋଲସରା ରେ ବିଜୁ ଜନତା ଦଳର 29 ତମ ପ୍ରତିଷ୍ଠା ଦିବସ ପାଳିତ |

26-Dec-2025

ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ (ହଜାରରୁ ଉର୍ଦ୍ଧ୍ବ ବିଜୁ ପ୍ରେମିଙ୍କ ଯୋଗଦାନ)

ଓଡ଼ିଶା ଜନମତ ପୋଲସରା 

ସନ୍ତୋଷ କୁମାର ପଣ୍ଡା, ତା --୨୬/୧୨/୨୫:

  ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ନାମରେ ଗଠିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପୋଲସରା ଏନ୍ ଏ ସି ର ମାତୃଶକ୍ତି କଲ୍ଯାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ  ପାଳିତ ହୋଇଯାଇଛି। ପୋଲସରା ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଥିବା ବେଳେ ପୋଲସରା ଓ ବୁଗୁଡା ବ୍ଳକ ଓ ଏନ୍ ଏ ସି ର ହଜାରରୁ ଉର୍ଦ୍ଧ୍ବ ବିଜୁ ପ୍ରେମୀ ଯୋଗଦେଇଥିଲେ। ପ୍ରଥମେ ଶ୍ରୀସାହୁଙ୍କ ସମେତ  ବିଜେଡି କର୍ମୀ ଓ ସମର୍ଥକ ପୂର୍ବାହ୍ନରେ  ସ୍ଥାନୀୟ  ବସଷ୍ଟାଣ୍ଡରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମୟରେ ବିଜୁ ବାବୁ ଅମର ରହେ  ଜୟ ଧ୍ୱନି ଦିଆଯାଇଥିଲା। ପରେ  ସ୍ଥାନୀୟ  ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ଥିବା ରୋଗୀଙ୍କୁ ଭେଟି ଫଳ ବଣ୍ଟନ କରିବାସହ  ସେମାନଙ୍କ  ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ବ୍ଳକ ସାମ୍ନାରେ ଥିବା ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି  ସଭାରେ  ମନ୍ତ୍ରୀ  ସାହୁ ଦଳକୁ ସୁଦୃଢ କରିବା ପାଇଁ ଦଳୀୟ କର୍ମୀ ମାନଙ୍କୁ‌ ଆହ୍ବାନ କରିବା  ସହିତ ବିଜେଡି ସମୟରେ ଯାହା ବିକାଶ ଏବଂ ଉନ୍ନୟନ କାର୍ଯ୍ୟ ହେଉଥିଲା ଭୋଟ ବେଳେ ବିଜେପି ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପାଳନ କରିନାହିଁ।ଗରିବ ଲୋକଙ୍କ ସେବା କରିବା ଆବଶ୍ୟକ ରହିଥିବା ବେଳେ   ମିଥ୍ୟା ବିଲ୍ ସହିତ ବ୍ୟାପକ ପିସି କାରବାର ବିଭିନ୍ନ ବିଭାଗରେ ବୃଦ୍ଧି ପାଇଛି ବୋଲି ଗୁରୁତର ଅଭିଯୋଗ କରିଥିଲେ। ଏଥିସହିତ ବର୍ତ୍ତମାନ ଶାସକ ବିଜେପି ସରକାର ଗୋଟିଏ ରଙ୍ଗ ବୋଳା ସରକାରରେ  ପରିଣତ ହୋଇଛି। ସବୁଠାରୁ ଗୁରୁତ୍ଵ ବିଷୟ ଏହିକି  ମୋତେ ମିଥ୍ୟା କେସରେ ଜଡିତ କରିବା ପାଇଁ ଗଭୀର ଚକ୍ରାନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ବୁଗୁଡ଼ା ବ୍ଳକ ସଭାପତି ଖଦାଳ ଖଟେଇ,ଏନ୍ ଏ ସି ଅଧ୍ୟକ୍ଷା ସଙ୍ଗିତା ବେହେରା, ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ବୁଗୁଡ଼ା ଏନ୍ ଏ ସି ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲାପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ ନାୟକ ଓ ଝୁନୁ ଦାସ, ସରପଞ୍ଚ ଉତ୍କଳ ପ୍ରଧାନ,ଦୀପିକା ବାରିକ, ପବିତ୍ର ରାଉତ, ,କନକ ମଞ୍ଜରୀ ରାଉତ, ବବିତା ମହାପାତ୍ର, ପ୍ରଶାନ୍ତ ଦାସ,କେ ତ୍ରିଲୋଚନ ଦୋରା,ଚିକୁ ବାରିକ, ଶିବଶଙ୍କର ବେହେରା,ବିଜୟ ସ୍ବାଇଁ,ସୂର୍ଯ୍ୟ ନାରାୟଣ ମହାନ୍ତି,କିଶୋର ବେହେରା, ଜିତେନ୍ଦ୍ର କୁମାର ସ୍ବାଇଁ, କାର୍ତ୍ତିକ ଜେନା, ହରିହର ବିଷୋୟୀ,କାର୍ତ୍ତିକ ସାହାଣୀ, ସୁଶାନ୍ତ ପ୍ରଧାନ ଯୋଗଦେଇ ବିଜେପି ବିରୁଦ୍ଧରେ ଗର୍ଜିଥିଲେ। ବିଜେପି ସରକାର କେବଳ ସୁଭଦ୍ରା ଯୋଜନା ବ୍ୟତୀତ ଅନ୍ୟ ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ଭୂଲି ଥିବା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ  ଉଭୟ ବ୍ଳକର ବହୁ ସରପଞ୍ଚ, ସମିତି ମେମ୍ବର  ସମେତ ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ।

News Comment

You Might Also Like

BACK TO TOP