Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ଡ଼ି ଆଇ ଇ ଟି ରେ ପ୍ରଶକ୍ଷିଣ ଗ୍ରହଣ କରିଥିବା 2007-/ 2009-ବ୍ୟାଚର ବନ୍ଧୁ ମିଳନ |

22-Dec-2025

ଡି.ଆଇ.ଇ.ଟି. ରେ ପ୍ରଶିକ୍ଷଣ ଗ୍ରହଣ କରିଥିବା ୨୦୦୭-୨୦୦୯ ବ୍ୟାଚର ବନ୍ଧୁ ମିଳନ,

       ଓଡିଶା ଜନ ମତ ବ୍ୟୁରୋ,

ସମାଜରେବନ୍ଧୁତାଠୁ ମୂଲ୍ୟବାନ ପଦାର୍ଥ କିଛି ନାହିଁ, ବନ୍ଧୁ ପ୍ରତି ବନ୍ଧୁର ଭଲପାଇବା କାଳେ କାଳେ ଅତୁଟ ରହିଥାଏ ।  ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଖଲ୍ଲିକୋଟ ଠାରେ ଗତ ୨୦୦୭ ଠାରୁ ୨୦୦୯ ମଧ୍ୟରେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ପ୍ରଶିକ୍ଷାର୍ଥୀ ବନ୍ଧୁତାର ସୁମଧୁର ବନ୍ଧନରେ ବାନ୍ଧି ହୋଇ ଆଜି ଆସ୍କା ନିକଟସ୍ଥ କରଞ୍ଜେଇ ପୀଠରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ୍ ହୋଇଥିଲେ । ଆଜିକାର ଏପ୍ରକାର ବନ୍ଧୁ ମିଳନ ୧୩ ତମ ହୋଇଥିବା ବେଳେ ପାରସ୍ପରିକ ଉତ୍ସାହ ଉଦ୍ଦୀପନା ଭିତରେ ଏଭଳି ବିରଳ ବନ୍ଧୁତା ପରିଲକ୍ଷିତ ହୋଇଥିଲା । ସର୍ବୋପରି ଅନ୍ତରଙ୍ଗ ସମ୍ପର୍କ ବନ୍ଧୁତାର ନିଦର୍ଶନରୁ ପାରସ୍ପରିକ ଐକ୍ୟ ଭାବ ସୁସ୍ପଷ୍ଟ ହୋଇଥିଲା । ରଘୁନାଥ ପଣ୍ଡା, ତ୍ରିଲୋଚନ ସାହୁ ଏବଂ ପ୍ରଶାନ୍ତ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ରୀତିରେ ଅନୁଷ୍ଟିତ ହୋଇଥିଲା l  ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମରେ ବହୁ ଦୂର ଦୂରାନ୍ତରୁ ଆସ ଥିବା ବନ୍ଧୁଙ୍କ ସହିତ ବର୍ଷକୁ ଥରେ ଭେଟଘାଟର ସୁବିଧା ସୁଯୋଗ ଉପଲବ୍ଧ ହୋଇ ଥିବାରୁ ଅନେକେ ଏନେଇ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ l 
 ବନ୍ଧୁମାନେ ରୁଚି ପୂର୍ଣ୍ଣ ଭୋଜନ ପର୍ବରେ ଆପ୍ୟାୟିତ ହେବା ପରେ ଏକ ବୈଠକର ଆୟୋଜନ କରି ପୁରୁଣା ଦିନର ସ୍ମୃତି ସବୁକୁ ମନେ ପକାଇଥିଲେ ।
ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ଯକ୍ରମରେ ପ୍ରଶାନ୍ତ କୁମାର ସେଠୀ, ତ୍ରିଲୋଚନ ସାହୁ, ରଘୁନାଥ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ମୁଦୁଲି, ପ୍ରମୋଦ ପ୍ରଧାନ, ନାରାୟଣ ଦାସ, ପ୍ରଭାତ ରାଉଳ, ଜିତେନ୍ଦ୍ର ବେହେରା, ସୁଶାନ୍ତ ବେହେରା, ମାନସ ଡାଙ୍ଗୁଆ, ରାମକୃଷ୍ଣ ଆଚାର୍ଯ୍ୟ, ସଞ୍ଜୟ ବାଲା, ଉମା ଶଙ୍କର ସାହୁ, ମଙ୍ଗୁଳୁ ନାୟକ, ସରୋଜ ଜେନା, ଭଗବାନ ପଲେଇ, ଭଗବାନ ଗୌଡ, ଧରଣୀଧର ନାୟକ, ରମାକାନ୍ତ ନାୟକ ପ୍ରମୁଖ ଯୋଗଦାନ କରିଥିଲେ l

News Comment

You Might Also Like

BACK TO TOP