Breaking News

ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||     

ନଳକୂପ ବ୍ୟବହାର ଯୋଗ୍ୟ କରିବାକୁ ଗ୍ରାମବାସୀଙ୍କ ଦାବି, ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ ||

08-Dec-2025

ନଳକୂପ ବ୍ୟବହାର ଯୋଗ୍ୟ କରିବାକୁ ଦାବୀ, ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ, ଜିଲ୍ଲାପାଳ ଙ୍କ ନିକଟ ରେ ଅଭିଯୋଗ ପାଇଁ ସଜବାଜ ଗ୍ରାମବାସୀ  --------------------------------------------------

 ଓଡିଶା ଜନ ମତ,ବେଗୁନିଆପଡା, ସୂର୍ଯ୍ୟ ନାରାୟଣ ବଡୁ,

ସରକାର ସମସ୍ତଙ୍କ ପାଇଁ 24 ଘଣ୍ଟିଆ ବିଶୁଦ୍ଧ ଜଳ ପାଇବା ପାଇଁ ଘୋଷଣା କରୁଥିବା ବେଳେ ବିଭିନ୍ନ ଜାଗାରେ ବିଶୁଦ୍ଧ ଜଳ ମିଳିବା ତ ଦୂରର କଥା,ମରାମତି ଅଭାବ ରୁ ବିଭନ୍ନ ଜାଗାରେ ଥିବା ନଳକୂପ ଗୁଡିକ ମଧ୍ୟ ଅଚଳ ହୋଇଯାଉଥିବା ନଜର କୁ ଆସୁଛି ! ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଫାସି ଗ୍ରାମ ପଞ୍ଚାୟତ ଲାଠୁଳି ରଘୁନାଥ ପୁର ଗ୍ରାମ ରେ ! ଗ୍ରାମବାସୀଙ୍କ କହିବା ପ୍ରକାରେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ମାତ୍ର ମଧୁରଜଳ ବାହାରୁଥିବା ନଳକୂପ ଯାହାକି ବର୍ତ୍ତମାନ  ଦୂଷିତ ହୋଇ ପିଇବା ପାଇଁ ଅନୁପଯୁକ୍ତ ହୋଇଯାଇଛି  ! ନଳକୂପ କୁ ଲାଗି ବିଦ୍ୟାଳୟ ପାଚେରୀ ଫାଟକ ଥିବାବେଳେ ଅନ୍ୟ ପାର୍ଶ୍ଵ ରେ ଗୋଟିଏ ଡ୍ରେନ ନିର୍ମାଣ କରିଦିଆଗଲା ! ତତସହିତ ଡ୍ରେନ କୁ ଲଗାଇ ପେବର ରାସ୍ତା ବି ନିର୍ମିତ ହୋଇଗଲା, ଯାହାଫଳରେ ନଳକୂପ ଟି ପ୍ରାୟ ତିନିଫୁଟ ତଳେ ରହିଗଲା, ଯାହାଫଳରେ ସେଥିରେ ନିର୍ଭର କରୁଥିବା ଗ୍ରାମବାସୀ ନାହିନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଲା! ଏହି ନଳକୂପ ଟିକୁ ଉପରକୁ ତିନିଫୁଟ ଉଠାଇବାକୁ  ଗ୍ରାମବାସୀ ବହୁଥର ବ୍ଲକ rwss ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଅନୁରୋଧ କରି ଅସୁବିଧାର କାରଣ ଜଣାଇଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟ ଜନକ ବୋଲି କହିବା ସହିତ  , ଯଦି ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦିଏ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହେବେବୋଲି ଅଭିଯୋଗ କରିଛନ୍ତି ଗ୍ରାମର ସତ୍ୟ ନାରାୟଣ ରଥଙ୍କ ସମେତ ଗ୍ରାମବାସୀ , ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀ ମମତା ପଣ୍ଡାଙ୍କ କହିଥିଲେ ଯେ ଅଭିଯୋଗ ଆସିଛି, ଉକ୍ତ ନଳକୂପ କୁ ଉପରକୁ ଉଠାଇବା ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ଆସୁନାହିଁ, ତିଆରି କରିବା ନିମନ୍ତେ କୁହାଯାଇଛି, ଅଳ୍ପଦିନ ମଧ୍ୟରେ ଉକ୍ତ କାର୍ଯ୍ୟ ସମାପନ କରାଯିବ ଏବଂ ଗ୍ରାମବାସୀ ସାମାନ ସୁବିଧା ପାଇବେ..

News Comment

You Might Also Like

BACK TO TOP