Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଟ୍ରର୍ଚ୍ଚ ଆଲୁଅ ଆଉ ମହମବତୀରେ ଗ୍ରାମବାସୀ ଙ୍କ କଟୁଛି ଜୀବନ | ଆଲୁଅ ଏଠି ସାତ ସପନ ||

06-Dec-2025

ଗ୍ରାମବାସୀ ଙ୍କ ଅନ୍ଧାରରେ ବିତୁଛି ଜୀବନ, ବିଜୁଳି ଆଲୁଅ ତାଙ୍କ ପାଇଁ ସାତ ସପନ,

     ଓଡିଶା ଜନ ମତ ବ୍ୟୁରୋ, 

ରାଜ୍ୟ ସରକାର ରାଜ୍ୟର ସବୁ ଜିଲ୍ଲା ର ମଫସଲ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ବିଜୁଳି କନେକ୍ସନ ରହିଥିଲା ବେଳେ ସେଥିରୁ ବଞ୍ଚିତ ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ଏକ ଗାଁର ଗ୍ରାମବାସୀ | ଦେଶ ସ୍ୱାଧୀନତାର ୭୮ବର୍ଷ ପରେ ବି ବିଜୁଳି  ଆଲୁଅ ଦେଖୁ ନାହାନ୍ତି ଲୋକେ।ପାହାଡ ଜଙ୍ଗଲ ଘେରା ଆଦିବାସୀ ଗ୍ରାମରେ ଅନ୍ଧକାର ଭିତରେ  ଜଂଗଲୀ ଜୀବନ ବିତାଉଛନ୍ତି ଲୋକେ।ଆଜିବି ଗାଁରେ ସରକାରଙ୍କ ଶିକ୍ଷା ସ୍ଵାସ୍ଥ୍ୟ, ଗମନାଗମନ, ବିଜୁଳି ଆଲୁଅ ଭଳି କୌଣସି ମୌଳିକ ସୁବିଧା ପହଞ୍ଚି ପାରିନି  ସେହି ଗାଁରେ । ପ୍ରତି  ଘର ଆଗରେ ପୋତା ଯାଇଛି ସୋଲାର ପ୍ୟାନେଲ Iତାର ପଡିଛି ବଲବ ଝୁଲୁଛି।କିନ୍ତୁ ଆଲୁଅର ଦେଖା ନାହିଁ ।ଘର ଭିତର ପୁରା ଅନ୍ଧାର । କିଏ ମହମ ବତୀ ଜଳାଇ ପାଠ ପଢୁଛି ତ କିଏ ମୋବାଇଲ ଆଲୁଅ ରେ ରୋଷେଇ କରୁଛି ।  ଏ  ଦୃଶ୍ୟ ହେଉଛି ଗଞ୍ଜାମ  ଜିଲ୍ଲା ସୋରଡା ବ୍ଲକଲାଠିପଡ଼ା ପଞ୍ଚାୟତ ବଲାଦୁ ଗାଁର । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୫  କିଲୋମିଟର  ଦୂରରେ ରହିଛି ବଲାଦୁ ଗାଁ ।ଏହି ଗାଁକୁ ଆସିବାକୁ ହେଲେ ରଗଡା ଗାଁ ଠାରୁ ଜଙ୍ଗଲ ମଧ୍ୟରେ ଚାରି କିଲୋମିଟର ଖାଲ ଢିପ ପଥରୁଆ ମାଟି ରାସ୍ତାରେ ଅତିକ୍ରମ କରି ଯିବାକୁ ପଡ଼ିବ । ଏଠି ୪୨ଟି ଆଦିବାସୀ ପରିବାରର ଛୋଟ ରୁ ବଡ ୧୫୦ ରୁ ଉଦ୍ଧ ଲୋକେ କାହିଁ କେତେ ବର୍ଷରୁ ରହି ଆସୁଛନ୍ତି । ଜୀବିକା କହିଲେ ଚାଷ ବାସ Iଗମନାଗମନର ସୁବିଧା ନାହିଁ , ଆମ୍ବୁଲାନ୍ସ ଆସି
ପାରୁନି, ଅଙ୍ଗନବାଡ଼ି କି ବିଦ୍ୟାଳୟ ନାହିଁ, ପିଲାଏ ଆଶ୍ରମ ସ୍କୁଲରେ ରହି ପାଠ ପଢୁଛନ୍ତି । ବିଦ୍ୟୁତ୍ ପହଞ୍ଚି ନଥୁବାରୁ ଗାଁର ଛୋଟ ଛୋଟ ପିଲାଏ ସନ୍ଧ୍ୟା ହେଲେ ମହମବତୀ ଜଳାଇ ପାଠ ପଢୁଛନ୍ତି। ଘରେ ମହିଳା ମାନେ ରାତି ହେଲେମୋବାଇଲ ଓ ଟ୍ରଚ୍ ଆଲୁଅ ରେ ରୋଷେଇ ବାସ କରୁଛନ୍ତି । ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ଭୟରେ ସନ୍ଧ୍ୟା  ହେଲେ ଗାଁରେ ପଡ଼ି ଯାଉଛି ତାଟି କବାଟ।ରାତିରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦାଣ୍ଡରେ ନିଆଁ  ଜାଳି ବସନ୍ତି ଲୋକେ ।ସମସ୍ୟା ସମ୍ପର୍କରେ ଅନେକବାର ପ୍ରଶାସନ ନ କୁ ଗୁହାରି କଲେ ମଧ୍ୟ ମିଳୁନି ସୁଫଳ ।ବିଜୁଳି ଆଲୁଅ ପହଞ୍ଚାଇବାକୁ ସରକାରଙ୍କୁ ଦାବି କରିଛନ୍ତି ଲୋକେ |
ଖାଲି ଏତିକି ରେ ସମସ୍ୟା ସରିନି ଏଠାରେ ବସବାସ କରୁଥିବା ସମସ୍ତ ଲୋକେ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସରକାର ଜବ କାର୍ଡ ପ୍ରଦାନ କରିଛନ୍ତି କିନ୍ତୁ ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ଚାରି ବର୍ଷ ହେଲା କିଛିବି କାମ ମିଳିନି । ଗାଁ ରାସ୍ତାରେ ମାଟି ମୁଠାଏ ବି ପଡିନି ।ବହୁ କଷ୍ଟ ରେ ଖାଲ ଢେପ ରାସ୍ତାରେ ଯା ଆସ କରୁଛନ୍ତି ଲୋକେ । ଏନେଇ ବାରମ୍ବାର  ପ୍ରଶାସନକୁ ଅଭିଯୋଗ କଲେ। ମଧ୍ଯ କେହି ଗୁହାରି ଶୁଣି ନଥିବା ଅଭିଯୋଗ ହୋଇଛି । କେବେ ଏଇ ଗାଁକୁ ମିଳିବ ସେମାନଙ୍କ ମୌଳିକ ଅଧିକାର  ତାହାକୁ ହିଁ ଦେଖିବା କଥା  |

News Comment

You Might Also Like

BACK TO TOP