Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପ୍ରେମିକ ଙ୍କ ପରିବାର ଲୋକଙ୍କ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କଲେ ପ୍ରେମିକା |

01-Dec-2025

ପ୍ରେମିକ ଘର ଲୋକଙ୍କ ନିର୍ଯାତନା ଅସହ୍ୟରୁ ରଶି ଲଗାଇ ଆତ୍ମହତ୍ୟା କଲେ ପ୍ରେମିକା,

     (ସାବୁଳିଆ  ଗାଁ ରେ ଚର୍ଚ୍ଚା,

        ଓଡିଶା ଜନ ମତ ବ୍ୟୁରୋ,

 ଖଲ୍ଲିକୋଟ ବ୍ଳକ ରମ୍ଭା ଥାନା ସାବୁଳିଆ ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବ ନିୟ ଘଟଣା  | ପ୍ରେମିକା ଙ୍କ ଘର ଲୋକ ଙ୍କ ନିର୍ଯ୍ୟାତନା ଅସହ୍ୟ ହେବାରୁ ପ୍ରେମିକା ନିଜ ଘରେ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଛନ୍ତି | ତେବେ ଘର ଲୋକ ତୁରନ୍ତ ଝିଅକୁ ଉଦ୍ଧାର କରି ଏକ ଗାଡ଼ିରେ ଖଲ୍ଲିକୋଟ ମେଡିକାଲ କୁ ବେଇଥିଲା ବେଳେ ଡକ୍ଟର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି | ଏବଂ ସେଠାରୁ ଶବକୁ ଧରି ଫେରିବା ପରେ  ପରିବାର ଲୋକେ ପ୍ରେମିକ ର ଘର ଆଗରେ ଶବରଖି ଧାରଣାରେ ବସିଥିବାର ଦେଖାଦେଇଛି | ଘଟଣା ହେଉଛି ସେହିଗାଁର ଦୁଇ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ କରିବାକୁ ସ୍ଥିର କରିଥିଲେ |  ଏହାଭିତରେ ପ୍ରେମିକଙ୍କ ପରିବାର କୁଆଡ଼େ ଯୁବତୀଙ୍କୁ ଫୋନ୍‌ରେ ନିର୍ଯାତନା ଦେଉଥିଲେ । ତାଙ୍କ ଚରିତ୍ରକୁ ଆକ୍ଷେପ କରି  ବିଭିନ୍ନ  କଥା କହୁଥିଲେ। ଏହି ପରି ସବୁ ସମୟରେ ପୁଅର ପରିବାର ଲୋକେ ଝିଅକୁ ଫୋନ କରି ତୁ ଆମ ପୁଅ ରାସ୍ତାରୁଦୁରେଇ ଯା  ନଚେତ ପରିଣାମ ଅସୁବିଧା ହେବ ଏହିପରି ନିର୍ଯାତନା ଦେଇଆସୁଥିଲେ | ପରିସ୍ଥିତି ଅସହ୍ୟ ହେବାରୁ ଯୁବତୀଙ୍କ ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଛନ୍ତି। ଏନେଇ ଯୁବତୀଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । 
ଆତ୍ମହତ୍ୟା କରିଥିବା ଯୁବତୀ ହେଉଛନ୍ତି ସାବୁଳିଆ ଗ୍ରାମ ବାଦଭୂମି ସାହି ର ଝାନ୍‌ସି ବେହେରା।ଓ ପୁଅ ଜଣକ ସାବୁଳିଆ ଗାଁ ର ନିରଞ୍ଜନ ଜାଲି | ଦୁହେଁ ଦୁହିଁଙ୍କୁ ଭଲ ପାଉ ଥିଲେ | ଏବଂ କିଛି ଦିନ ପରେ ଗାଁରୁ ଫେରାର ହୋଇ ଯାଇଥିଲେ |ଏନେଇ ଝିଅର ପରିବାର ତାଙ୍କ ଝିଅ ନିଖୋଜ ହୋଇ ଯାଇଥିବା ରମ୍ଭା ଥାନାରେ ଏଫଆର ଦେଇଥିଲେ |  ପୋଲିସ ଅନୁସନ୍ଧାନ ପରେ ପ୍ରେମୀ ଯୁଗଳ ଗାଁକୁ ଫେରି ଆସିଥିଲେ | ତେବେ ଗାଁ ଲୋକଙ୍କ ଉପସ୍ଥିତିଓ ପୁଲିସିର ମଧ୍ୟସ୍ଥିତା ରେ ଏକ ବୈଠକ ବସି ଝିଅର ବିବାହ ବୟସ ହୋଇ ନଥିବାରୁ ଏକ ବର୍ଷ ମଧ୍ୟରେ ଦୁହିଁଙ୍କୁ ବିବାହ କରିବାକୁ ସର୍ବ ସମ୍ମତି କର୍ମେ ନିଷ୍ପତି ନିଆ ଯାଇଥିଲା | ତେବେ ଏହାର ଏକବର୍ଷ ପୂରଣ ନହେଉଣୁ, କିଛି ମାସ ପରେ ପୁଅ ଘର ଲୋକମାନେ ଝାନସୀଙ୍କୁ ଫୋନ ରେ ବହୁ ନିର୍ଯ୍ୟାତନା ଦେଉ ଥିଲେ | ଯାହାଫଳରେ ଝିଅ ଏହି ନିର୍ଯ୍ୟାତନା ରେ ଅତିଷ୍ଟ ହୋଇ ନିଜର ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ମନସ୍ତ କରି ଷ୍ଟେପ ନେଇଗଲେ |  ଏବଂ ତାଙ୍କ ଭଉଣୀ, ଭିଣୋଇ ଏବଂ କିଛି ସାହି ବାସିନ୍ଦାପୁଅ ଘରଆଗରେ ଶବରଖୀ  ଗାଁ ସାରା ଘଣ୍ଟ ବାଡେଇ ମୁଖିଆ ଲୋକଙ୍କୁ ଡାକି ପୁଅଘର ଲୋକଙ୍କୁ ଦଣ୍ଡ ବିଧାନ କରିବାକୁ କହିଥିଲେ | ତେବେ ଗାଁରେ ରମ୍ଭା ଥାନା ପୋଲିସପହଞ୍ଚି ଝିଅଘର ଲୋକଙ୍କୁ ବୁଝାସୁଝା କରି ଶବକୁ ବ୍ରହ୍ମପୁର ପଠାଇ ବ୍ୟବଛେଦ କରାଯାଇ ଗତକାଲି ରାତିରେ ବାଦ ଭୂମି ଗାଁରେ ପହଁଚିଛି | ତେବେ ଚେନ୍ନାଇରେ ରହୁ ଥିବା ଝିଅଙ୍କ ଙ୍କ ବାପା ମା` ଗତକାଲି ମଧ୍ୟରାତ୍ର  ଗାଁରେ ପହଞ୍ଚି ଛନ୍ତି ତେବେ ଆଜି ଝିଅର ଶବ ସତ୍କାର  ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଅଭିଯୋଗ ପରେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି ।  ଯୁବତୀଙ୍କ ମୃତ୍ୟୁ ପରେ ପ୍ରେମିକଙ୍କ ପରିବାର ଫେରାର୍ ହୋଇ ହୋଇଯାଇ ଥିବା ଜଣାପଡ଼ିଛି । ପରିବାର ଲୋକ ଘରେ ତାଲା ପକାଇ କେଉଁଠିକୁ ଚାଲି ଯାଇଛନ୍ତି । ଏହାପରେ  ଯୁବତୀଙ୍କ ପରିବାର ଥାନାରେ ଅଭିଯୋଗ ପରେ ପୁଲିସ ତନାଘନା କରି ଏକ ମାମଲା ୠଜୁକରି ପୁଅ ପରିବାର ଲୋକଙ୍କୁ ଖୋଜୁଛି | ଏପରି ଏକ ଅଭାବନୀୟ ଘଟଣା ସେହି ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି |

News Comment

You Might Also Like

BACK TO TOP