Breaking News

ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||     

ହାତୀ ଉପଦ୍ରଵ ରୁ ରକ୍ଷା ପାଈଁ ପରିବାର ସହ ଗଛ ଉପର ମଞ୍ଚା ରେ କଟୁଛି ଜୀବନ |

19-Oct-2025

ମଞ୍ଚାରେ କଟୁଛି ରାତି, ହାତୀ ଆକ୍ରମଣ ରୁ ରକ୍ଷା ପାଇବା ପାଈଁ,

  ଓଡିଶା ଜନ ମତ ବ୍ୟୁରୋ,

ବର୍ତ୍ତମାନ  ରାଜ୍ୟ ରେ ହାତୀ ଉପଦ୍ରଵ ବୃଦ୍ଧି ପାଉଥିଲା ବେଳେ ବେଶି କ୍ଷତିଗ୍ରସ୍ତ ଜିଲ୍ଲା ହେଉଛି କେଉଁଝର ଜିଲ୍ଲା |  ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ମାନେ ବର୍ଷ ର ଅଧୂକାଂଶ ସମୟ ରହି ପ୍ରତିଦିନ କିଛି ନା କିଛି କ୍ଷୟକ୍ଷତି କରି ଚାଲିଛନ୍ତି।ହାତୀ ମାନଙ୍କୁ ସଂପୂର୍ଣ୍ଣ ଘୋଉଡାଇବା ଦିଗରେ ବନ ବିଭାଗ ସଫଳ ହୋଇ ପାରୁ ନ ନାହାନ୍ତି । ହାତୀ ମାନଙ୍କୁ ଦ୍ଵାରା ହେଉଥ‌ିବା କ୍ଷୟକ୍ଷତି କୁ ଆକଳନ କରି ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ସରକାରୀ ନିର୍ଦେଶ ରହିଥିଲେ ମଧ୍ୟ ବନ ବିଭବିଭାଗର  କର୍ମଚାରୀ ମାନେ ହାତୀ ମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ପରିବାର କୁ ଠିକଣା  ସମୟରେ କ୍ଷତିପୂରଣ ପ୍ରଦାନ କରୁନଥିବା ପରି ଅଭିଯୋଗ ହେଉଛି। ଝୁମ୍ପୁରା ବ୍ଲକ ମାଲଦା ବିଟ୍ ରେ ଅନେକ ସମୟରେ ହାତୀ ମାନେ ରହି କ୍ଷୟକ୍ଷତି କରୁଛନ୍ତି। ମାଲଦା ବିଟ ଧାତିକା ଗ୍ରାମର ରଇଦାସ ଗାଗାରାଇ ଜଙ୍ଗଲ ପାର୍ଶ୍ଵ ରେ ଘର କରି ରହୁଛନ୍ତି । ସେ ଘର କରିଥିବା ସ୍ଥାନ ଦେଇ ହାତୀ ମାନେ ଅଧୂକାଂଶ ସମୟ ରେ ହାତୀ ମାନେ ଯାଆ ଆସ କରନ୍ତି । ହାତୀ ଘର ନିକଟ ଦେଇ ଯାତାୟତ କରିବା ସହିତ ଦୁଇ ମାସ ତଳେ ହାତୀ ମାନେ ତା ଘରଟି ଭାଙ୍ଗି ଦେଇଥିଲେ। ଘର ପାଖ ଦେଇ ହାତୀ ମାନେ ସଦା ସର୍ବଦା ଯାତାୟତ କରୁଥିବାରୁ ତେଣୁ ତାଙ୍କ ପରିବାର  ପ୍ରତି ବିପଦ ରହିଥ‌ିବାରୁ ସେ ଘର ନିକଟରେ ରହିଥ‌ିବା ଏକ ଗଛରେ ୨୫ ଫୁଟ ଉଚ୍ଚତାରେ ମଞ୍ଚା ତିଆରି କରି ସେଠାରେ ରାଜା ଗାଗାରାଇ ଏବଂ ତା ପରିବାର ରାତ୍ରି ଯାପନ କରିବା ପାଇଁ ବାଧ୍ୟ ହେଉଛନ୍ତି । ହାତୀ ଭୟରେ ଗଛରେ ଚଢି ଜୀବନ କୁ ବାଜି ଲଗାଉଛନ୍ତି ରଇଦାସ ର ପରିବାର। ରଇଦାସ ହାତୀ ଘର ଭାଙ୍ଗି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ଆର୍ଥିକ ସାହାର୍ଯ୍ୟ ମିଳି ପାରି ନାହିଁ ବୋଲି କହିଛନ୍ତି । ହାତୀ କବଳରୁ ରକ୍ଷା ପାଇବା ପାଇଁ ଏହି ପରିବାର କୁ ଟଚ ସହିତ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେବାର ଦାବି ହେଉଛି।ଏବଂ ସୁରକ୍ଷିତ ସ୍ଥାନକୁ ନେଇ ରଖିବାକୁ ସାଧାରଣ ରେ ଦାବି ହେଉଛି |

News Comment

You Might Also Like

BACK TO TOP