Breaking News

ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||     

ହାଇକୋର୍ଟ ଙ୍କ ନିର୍ଦ୍ଧେଶକୁ ଜିଲ୍ଲା ପ୍ରଶାସନ ର ବେଖାତିର ||

13-Oct-2025

ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ଜିଲ୍ଲା ପ୍ରଶାସନ ର ବେଖାତିର,

-ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ,

ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ର ବେଖାତିର। ରଙ୍ଗ ବେରଙ୍ଗ କୁତ୍ରିମ ରାସାୟନିକ ରଙ୍ଗ ସହ ଅନ୍ୟାନ୍ୟ ସାମଗ୍ରୀ ରେ ପ୍ରସ୍ତୁତ ରେ ମୂର୍ତ୍ତି ଗୁଡିକ ବିସର୍ଜନ ପରେ  ଜଳାଶ୍ରୟ ରେ ପାଣି ଦୂଷିତ ହୋଇ ପରିବେଶ କୁ ଦୂଷିତ କରୁଛି। ଫଳରେ ବିଭିନ୍ନ ପ୍ରକାର ଫୁସଫୁସ ଜନିତ ସଂକ୍ରାମକ ରୋଗ ଏବଂ ଚର୍ମ ରୋଗ ରେ ଜନସାଧାରଣ , ଛୋଟ ଛୋଟ କୋମଳମତି ଶିଶୁ ଆକ୍ରାନ୍ତ ହେଉଛନ୍ତି। ହାଇକୋର୍ଟ ରେ ଏ ସଂକ୍ରାନ୍ତୀୟ ଜନ ସ୍ବାର୍ଥ ମାମଲା ରୁଜୁ ହେବା ପରେ ୭ବର୍ଷ ତଳେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାର ଙ୍କ ଏଥି ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଧେଶ ଦେଇଥିଲେ। ୨୦୧୮ମସିହାରେ  ରାଜ୍ୟ ରେ ସମସ୍ତ ଅଞ୍ଚଳ ରେ ମୂର୍ତ୍ତି ବିସର୍ଜନ ନିମନ୍ତେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଥିଲା। ଖୋର୍ଦ୍ଧା ରେ ମଧ୍ୟ ୨୦୧୯ମସିହା ରୁ କରାଯାଇଥିଲା। ଚଳିତ ବର୍ଷ ଏହି ନିୟମ ଉଲଂଘନ କରାଯାଇଛି। ଟିଏଲ୍ ସି ରୋଡ ରେ ଥିବା ଖଣି ପୋଖରୀ ରେ ଗଣେଶ ପୂଜା, ଦଶହରା ଏବଂ ଗଜଲକ୍ଷ୍ମୀ ପୂଜା ରେ ମୂର୍ତ୍ତି ଗୁଡିକ ଏହି ପୋଖରୀ ରେ ବିସର୍ଜନ କରାଯାଇଛି। କୌଣସି ପ୍ରକାର ଅସ୍ଥାୟୀ ପୋଖରି ବ୍ୟବସ୍ଥା କରାଯାଇ ନାହିଁ। ଏ ପରିକି ମୂର୍ତ୍ତି ବିସର୍ଜନ ପରେ ଗଦା ହୋଇଥିବା କୁଢ଼ କୁଢ଼ ବର୍ଜ୍ୟ ସାମଗ୍ରୀ ଗୁଡିକ ନଷ୍ଟ କରିବା ବ୍ୟବସ୍ଥାକୁ ଗ୍ରହଣ କରାଯାଇନାହିଁ। ବିସର୍ଜନ ସାମଗ୍ରୀ ଗୁଡିକ ପଚି ଦୂର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି।ଫଳରେ ବିସର୍ଜନ ସ୍ଥାନ ଚାରିପଟେ ଥିବା ଜନ ବସତି, ବିଦ୍ୟାଳୟ, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ପରିବା ମାର୍କେଟ ରେ ଚଳ ପ୍ରଚଳ କରୁଥିବା ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସଂକ୍ରାମକ ରୋଗ ରେ ପୀଡ଼ିତ ହେବାର ସମ୍ଭାବନା କୁ ଏଡାଇ ଦିଆ ଯାଇ ନ ପାରେ।ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

News Comment

You Might Also Like

BACK TO TOP