Breaking News

କେନ୍ଦ୍ର ପର୍ଯ୍ୟଟନ କମିଶନର ଙ୍କ କନ୍ଧମାଳ ଗ୍ରସ୍ତ ||   (07-Mar-2026)       ||      35 ଟନ କେମିକାଲ ବୋଝେଇ ଟ୍ରକ କୁ ଉଦ୍ଧାର କଲା ବାଘ ମାରି ପୋଲିସ |   (07-Mar-2026)       ||      ଖୋର୍ଦ୍ଧା ଆଦର୍ଶ ଥାନା ମହିଳା ସବ ଇନ୍ସ ପେକ୍ଟର ସସ୍ମିତା ବେହେରା ଓ ସାମାଜିକ କର୍ମୀ ଶୁଚିସ୍ମିତା ବଡ଼ ଜେନା ସମ୍ବର୍ଦ୍ଧିତ |   (07-Mar-2026)       ||      ପୋଲସରା ରେ ତୃତୀୟ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିର ରେ 50 ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ଯୋଗଦାନ |    (07-Mar-2026)       ||      ଆସନ୍ତା ଚୈତ୍ର ଯାତ୍ରା ପାଇଁ ଖଣି ମନ୍ତ୍ରୀ ଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ |    (07-Mar-2026)       ||      ପିପୁଲସ କଲେଜ ଏନ ସି ସି କ୍ୟାଡେଟ ସୀମା ସୁରକ୍ଷା ବାହିନୀ ରେ ନିଯୁକ୍ତି |    (07-Mar-2026)       ||      ମାଣିତାରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |   (07-Mar-2026)       ||      ହୋଲି ସାରି ପୋଖରୀ ରେ ଗାଧଉଥିଲା ବେଳେ ବୁଡିଗଲେ ବାପା ପୁଅ |    (06-Mar-2026)       ||      ଅପରାଧ କୁ ଲୁଚେଇବା ନିମନ୍ତେ ରଚିଥିଲେ ନୁଆଁ ନାଟକ ଶୁଣ୍ଠି ବାଙ୍କ ଗୁଳିକାଣ୍ଡ ଅରଖ ପୁର |    (05-Mar-2026)       ||      ଆସ୍କା ଏମପି ଙ୍କ ଦ୍ୱାରାପାଣ୍ଡିଆ ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (05-Mar-2026)       ||      ବୁଗୁଡ଼ା ରେ ବିଜୁ ପଟନାୟକ ଙ୍କ 110 ତମ ଜୟନ୍ତୀ ପାଳିତ ||   (05-Mar-2026)       ||      ପୋଲସରା ରେ 110 ତମ ବିଜୁ ଜୟନ୍ତୀ ପାଳିତ,    (05-Mar-2026)       ||      ଦୋଳ ଯାତ୍ରା ପରେ ନିଜ ମନ୍ଦିର କୁ ଫେରିଲେ ଦୁଇ ଠାକୁର ଚନ୍ଦ୍ରଶେଖର, ଓ ମଦନ ମୋହନ |    (05-Mar-2026)       ||      ହୋଲିରେ ଅଘଟଣ ଗାଧୋଇବାକୁ ଯାଇ ନାବାଳକ ମୃତ |    (05-Mar-2026)       ||      ବାଣ ନଈ ଗ୍ରାମରେ ମା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଓ ଯଂଜ୍ଞ ପୂର୍ଣ୍ଣାହୁତି ଶେଷ |    (05-Mar-2026)       ||      ବାଲିପଦର ଠାରେ" ଘୁମୁସର ର ସ୍ୱର `ପକ୍ଷରୁ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ||   (04-Mar-2026)       ||      ବାଲିଗୁଡା ଓ ଏହାର ପାଖ ଅଞ୍ଚଳ ରେ ହୋଲି ପର୍ବ ମହା ଆନନ୍ଦ ରେ ପାଳିତ |    (04-Mar-2026)       ||      ବର୍ତ୍ତନୀ ଗ୍ରାମରେ ଦେଶୀ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ଯୁବକ ଗିରଫ |    (04-Mar-2026)       ||      ସାତ ମାସ ଧରି ଫେରାର ଥିବା ଆଇ ଆଇ ସି ଶେଷରେ କୋର୍ଟ ରେ ଆତ୍ମ ସମର୍ପଣ କଲେ |    (04-Mar-2026)       ||      ଅନ୍ୟ ତିନୋଟି ରାଜ୍ୟରେ ହେବ ଓଡିଶା ଭବନ ||   (04-Mar-2026)       ||     

ବ୍ରହ୍ମପୁର ରେଳ ଷ୍ଟେସନ ପରାମର୍ଶ ଦାତା କମିଟି ଗଠିତ |

13-Oct-2025

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ,

 ଓଡିଶା ଜନ ମତ,ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ,

ଖୋର୍ଦ୍ଧା ରେଳମଣ୍ଡଳ ଅଧିକାରୀ ଙ୍କ ନିଯୁକ୍ତି ଅନୁଯାୟୀ ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ ହୋଇଛି ଓ ଉକ୍ତ କମିଟି ଏକ ବର୍ଷ କାର୍ଯ୍ୟ କରିବ ବୋଲି ନିଯୁକ୍ତି ପତ୍ର ରୁ ସୁଚନା ମିଳିଛି। କମିଟି ସଦସ୍ୟ ଯଥା ଆଇନଜୀବି ଶିବ ପ୍ରସାଦ ମିଶ୍ର,ପ୍ରଣବ କୁମାର ପଣ୍ଡା,ପୌର ନିଗମ ସଦସ୍ୟ ସମୀର କୁମାର ମିଶ୍ର ଓ ବନିତା ସାହୁ, ସାମ୍ବାଦିକ ଅଶୋକ କୁମାର ବ୍ରହ୍ମା, ଶିକ୍ଷାବିତ ତଥା ସମାଜସେବୀ ତ୍ରିନାଥ ମହାରଣା ଓ ଇ ତେଜେଶ୍ଵର ରାଓ, ପରିବେଶବିତ୍ ପ୍ରସନ୍ନ କୁମାର ମହାପାତ୍ର ଓ ବିଶିଷ୍ଟ ବ୍ୟବସାୟୀ ଗୁରୁ ଚରଣ ପ୍ରମୁଖ ନିଯୁକ୍ତି ପାଇଛନ୍ତି। ରେଳଷ୍ଟେସନ ର ଉନ୍ନତି ଓ ଯାତ୍ରୀ ମାନଙ୍କ ସୁବିଧା ସହଯୋଗ ନିମନ୍ତେ ଉକ୍ତ କମିଟି କାର୍ଯ୍ୟ କରିବ ବୋଲି ଜଣାପଡିଛି।

News Comment

You Might Also Like

BACK TO TOP