Breaking News

ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||      32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||     

ରାଉଳ ପଲି ଗ୍ରାମର ସୁନୀତା ମୁନିଙ୍କୁ ଇଣ୍ଡିଆନ ଗ୍ୟାସ ଅଫିସ ତରଫରୁ ଦୁର୍ଘଟଣା ରାଶି ପ୍ରଦାନ ||

25-Sep-2025

ଇଣ୍ଡିଆନ ଅଏଲ ଓଡିଶା କମ୍ପାନୀ ଦ୍ୱାରା  ରାଉଳ ପଲି ଗ୍ରାମର ସୁନିତାଙ୍କୁ ଦୁର୍ଘଟଣା ଜନିତ କ୍ଷତି ପୂରଣ ପ୍ରଦାନ ,

      ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲକର ପୂର୍ବରୁ ଦୁଇଟି ଓଏବେ ଜଣଙ୍କୁ ଗ୍ୟାସ ଜନିତ ଦୁର୍ଘଟଣାକ୍ଷତି ପୂରଣ ପ୍ରଦାନ କରିଛନ୍ତି |  ଇଣ୍ଡିଆନ ଆଇଲ
ଭୁବନେଶ୍ୱର,ର ଏରିଆ ମେନେଜର  ସଚିନ କଦମ୍ବ, ଭୁବନେଶ୍ୱର ର ଇଣ୍ଡିଆନଅ ଏଲ ର ଏରିଆ ମେନେଜର ଲୋପାମୁଦ୍ରା ପ୍ରିୟ ଦର୍ଶନୀ,  ଗଞ୍ଜାମ ଡ଼ିଏସ ଏମ ଏସ ର ମେନେଜର ଲୋପାମୁଦ୍ରା ସ୍ୱାଇଁ, ରାଉଳ ପଲି ର ସୁନୀତା ମୁନୀ, ସ୍ୱାମୀ ଉତ୍ତମ  ମୁନୀ,  25/12/2022 ରେ  ଗ୍ୟାସ  ଅନ କରୁଥିଲା ବେଳେ କୌଣସି କାରଣରୁ ନିଆଁ ଲାଗି  ସ୍ୱାମୀ ଉତ୍ତମ ମୁନୀ ଆହତ ହୋଇ ଥିଲେ | ଏବଂ ଘରର କିଛି ଆବାସ ପତ୍ର ନଷ୍ଟ ହୋଇ  ଦୁଆର ବନ୍ଧ, କବାଟ ଇତ୍ୟାଦି ପୋଡି ଯାଇ ଥିଲା |  ତେବେ  ଇଣ୍ଡିଆନ ଗ୍ୟାସ ଅଏଲ ଡିପାର୍ଟମେଣ୍ଟ ର ଇନକ୍ୱାରୀ ଟିମ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରିବା ପରେ ଇନ୍ସୁରାନ୍ସ ଟିମ ମଧ୍ୟ ଆସିଥିଲେ | ସବୁ ଅନୁସନ୍ଧାନ ସରିବା ପରେଅନୀତା ମୁନିଙ୍କୁ ଭୁବନେଶ୍ୱର ଅଏଲ ଅଫିସ କୁ ଡକାଇ ଭୁବନେଶ୍ଵର ର ଦୁଇ ଏରିଆ ମେନେଜର ଓ ଗଞ୍ଜାମ ଜିଲ୍ଲା ର ଡ଼ି ଏମ ଏସ ମେନେଜର ଙ୍କ ଉପସ୍ଥିତି ରେ 92 ହଜାର ଟଙ୍କାର ଏକ ଚେକ  ସୁମିତ୍ରା ମୁନିଙ୍କୁ ପ୍ରଦାନ କରିଥିଲେ  | ତେବେ ଦୀର୍ଘ ତିନି ବର୍ଷ ପରେ ସୁନିତା ଙ୍କୁ ଏହି କ୍ଷତି ପୂରଣ ମିଳି ଥିବାରୁ ସେ ଇଣ୍ଡିଆନ ଅଏଲ କମ୍ପାନୀ ଓ ଦୁଇ ମେନେଜରଓ ଗଞ୍ଜାମ ଜିଲ୍ଲା ଡ଼ିଏସ ଏମ ଏସ କୁ କୃତଜ୍ଞତା ଜଣାଇ ଛନ୍ତି |ପୁରୁଷୋତ୍ତମପୁର ବ୍ଳକ ରେ  ତିନିଗୋଟି ଗ୍ୟାସ ଦୁର୍ଘଟଣା ରେ ସାମନ୍ତରା ପଲିର ଅଭାଗିନୀ ସ୍ୱାଇଁ ସ୍ୱାମୀ ସଞ୍ଜୟ ସ୍ୱାଇଁ ଙ୍କୁ 1 ଏକଲକ୍ଷ୍ 80ହଜାର ଟଙ୍କା, ବଡ଼ ଖରିଡା ର ଝୁନୁ ବେହେରା, ସ୍ୱାମୀ କୋଳି ବେହେରା ଙ୍କୁ ଏକ ଲକ୍ଷ ଆସିଏ ହଜାର ଟଙ୍କା ରକ୍ଷତି ପୂରଣ ମିଳିଥିଲା ବେଳେ ରାଉଳ ପଲି ଅନୀତାଙ୍କୁ 92 ହଜାର ଟଙ୍କାu ମିଳି ଅଛି  |ପୁରୁଷୋତ୍ତମପୁର ଡିଏମ ଏସ ର  ଡିସଟିବୁଟର ଅନୁ  ରୁପା ସାହୁ  ଏମାନଙ୍କ ସମସ୍ତ ତଥ୍ୟ ଅଫିସ କୁ ପ୍ରଦାନ କରିଥିଲେ |

News Comment

You Might Also Like

BACK TO TOP