Breaking News

ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||      32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||     

ପୁରୁଷୋତ୍ତମପୁର ସେବା ସମବାୟ ସମିତିଦ୍ୱାରା ଚାଷୀଙ୍କୁ ଶୃଙ୍ଖଳିତ ସାର ବଣ୍ଟନ |

25-Sep-2025

ପୁରୁଷୋତ୍ତମପୁର ସେବା ସମବାୟ ସମିତି ଲି ରେ  ଶୃଙ୍ଖଳିତ ସାର ବଣ୍ଟନ, 

            ଓଡିଶା ଜନ ମତ ବ୍ୟୁରୋ, 

  ପୁରୁଷୋତ୍ତମପୁର ସେବା ସମବାୟ ସମିତି ଲି ସୋସାଇଟି ଅନ୍ୟ ସୋସାଇଟିଠାରୁ ବହୁତ ଅଲଗା | ଏଠାରେ ଚାଷୀ     ମାନେ ଶାନ୍ତି,ଶୃଙ୍ଖଳା ର ସହ ସରକାର ଙ୍କ ନିତି ନିୟମ ଧାର୍ଯ୍ୟ ଦର ଅନୁସାରେ ୟୁରିଆ ସାର ନେଉଛନ୍ତି | ପୁରୁଷୋତ୍ତମପୁର ବ୍ଳକ ର ଅଧିକାଂଶ ସ୍ଥାନ ଓ ଏନଏସିର କିଛି ସ୍ଥାନ ରେ ସାର ଅଧିକ ମୂଲ୍ୟରେ ବିକାଯାଉଥିବା ଚାଷୀମାନେ  ତହସିଲଦାର ଓ ବ୍ଳକ କୃଷି ଅଧିକାରୀ ଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ  ସହରରମଧ୍ୟ ଭାଗର ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏହି ସୋସାଇଟି ରେ କୌଣସି ଅସୁବିଧା ହେଉନଥିବାର ଚାଷୀ ମନେ କହିଛନ୍ତି | ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନିର୍ଦ୍ଦେଶ ରେ ଋଣ ନେଇଥିବା ଚାଷୀ ଓ ପଞ୍ଜିକୃତ ଚାଷୀଙ୍କୁ  ଏହି ସମିତି ପକ୍ଷରୁ ସରକାର ଙ୍କ ଧାର୍ଯ୍ୟ ଦର ଅନୁସାରେ ୟୁରିଆ ସାରା ବିକ୍ରୟ କରା ଯାଉଛି | ସରକାର ଙ୍କ ସାରା ବଣ୍ଟନ ର ମୁଖ୍ୟ ତଥା ମାର୍କଫେଡ଼ ର ଏମଡି  ଆସି ସାରା ବିକ୍ରୟ ର ସୁବନ୍ଦୋବସ୍ତ ଓଷ୍ଟାକ ଭେରିଫିକେସନ ରେ ସନ୍ତୋଷ ବ୍ୟକ୍ତ କରିଥିବା ସଭାପତି ବିଘ୍ନ ରାଜ ପାଢ଼ୀ କହିଛନ୍ତି | ଏହି ସମିତି କୁ  ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ କିଛିଦିନ ତଳେ ଏହିପରିଦର୍ଶନ ରେ ଆସିଥିଲା ବେକେ  ସଭାପତି ବିଘ୍ନରାଜ ପାଢ଼ୀ ଖାଲି ଚାଷୀଙ୍କ ଓ ଅଣ ଋଣୀ ଚାଷୀଙ୍କୁ ସାରା କିପରି ଦିଆଯିବ ତା ଉପରେ କଥା ବାର୍ତ୍ତା କରିଛନ୍ତି | ଏହାସହ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ମଧ୍ୟ ପରିଦର୍ଶନ କରି ଯାଇଥିଲେ | ତେବେ ଜିଲ୍ଲା ପାଳ ଏହି ସୋସାଇଟି ରୁ ଗଲା ପରେ ଦୁଇଟ୍ରକ ସାର ସମବାୟକୁ ପଠାଇଥିବା ବେଳେ ସେମଧ୍ୟରୁ 900 ରୁ ଅଧିକ ସାର ବସ୍ଥା  ଚାଷୀଙ୍କୁ ସରକାର ଙ୍କ ଧାର୍ଯ୍ୟ ଦର ରେ ବିକ୍ରି କରା଼ ଯାଇଥିବା ର ସଭାପତି କହି ଛନ୍ତି  |ତେବେ ଚାଷୀଙ୍କ ନିମନ୍ତେ ଆଉ ଗୋଟିଏ ସାର ଟ୍ରକ ମାନନୀୟ ଜିଲ୍ଲା ପାଳ ପଠାଇଲେ ଖାଲି ଚାଷୀ ମାନେ ଅଣ ଋଣୀ ଚାଷୀ ମାନେ ବହୁତ ମାତ୍ରାରେ ଉପକୃତ ହୋଇ ପାରିବେ ବୋଲି ସଭା ପତି  ବିଘ୍ନରାଜ ପାଢ଼ୀ ଓ ସୋସାଇଟି ସମ୍ପାଦକ ଲୋକନାଥ ଆଚାରୀ ଜିଲ୍ଲପାଳ ଙ୍କୁ ଅନୁରୋଧ କରିଛନ୍ତି  |

News Comment

You Might Also Like

BACK TO TOP