Breaking News

ଗ୍ରାମ୍ୟ ରାସ୍ତାର ଉର୍ନତି କରଣ ପାଇଁ ଶିଳାନ୍ୟାସ |   (03-Mar-2026)       ||      କେନାଲରୁ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର |    (03-Mar-2026)       ||      ପୋଲସରା ଥାନା ନାରସିଂହ ପଲ୍ଲୀ ଠାରେ ମଦ ଦୋକାନ ବନ୍ଦ ଦାବିରେ ରାସ୍ତା ରୋକ |   (03-Mar-2026)       ||      ଗଞ୍ଜାମ ଜିଲ୍ଲା ସୋନପୁର ବାହୁଦା ନଦୀକୂଳରେ ହେବ ଓଡ଼ିଶାର ସବୁଠାରୁ ବଡ଼ ବନ୍ଦର |    (03-Mar-2026)       ||      ଥାଲା ପତି ବିଜୟ ଙ୍କୁ ଛାଡ଼ ପତ୍ର ଦେବେ ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ |    (03-Mar-2026)       ||      ଭାରତୀୟ ଲୋକଭାଷାବିତ ତଥା ଗବେଷକ ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ର,    (03-Mar-2026)       ||      ଖଲ୍ଲିକୋଟ ଲୁଙ୍ଘର ପ୍ରିମିଏର ଲିଗ କ୍ରିକେଟ ଟୁନାମେଣ୍ଟ, ବର୍ଷା ଇଲେଭେନ ଚାମ୍ପିୟାଅନ୍ସ |   (02-Mar-2026)       ||      ପୋଲସରା ପୋଲିସ ଦ୍ୱାରା ସାଇବର କବଚ କୁ କାର୍ଯ୍ୟ କାରି କରି ତିନି ଜଣ ଙ୍କୁ ଗିରଫ କଲେଆଇ ଆଇ ସି |   (02-Mar-2026)       ||      ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଙ୍କୁ ବିଦାୟ ସମ୍ବର୍ଦ୍ଧନା    (02-Mar-2026)       ||      ଅରଖ ପୁର ଗ୍ରାମ ନିକଟରେ ଯୁବକ ଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର |    (02-Mar-2026)       ||      ବୁଗୁଡ଼ା ବ୍ଳକ ଖରିଡା ୟୁପି ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (02-Mar-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଯୁବକ ଙ୍କ ମୃତ୍ୟୁ |    (02-Mar-2026)       ||      ରାସ୍ତା ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର,   (02-Mar-2026)       ||      ବାଲୁଙ୍ଗା ଷ୍ଟେସନ ନିକଟରେ ଅଜଣା ଯୁବକଙ୍କ ମୃତ୍ୟୁ |    (02-Mar-2026)       ||      ତାରାତାରିଣୀ ମହା ବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ରକ୍ଷା ତାଲିମ ଶିବିର ଅନୁଷ୍ଠିତ ||   (02-Mar-2026)       ||      ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||     

ଦେବୀଙ୍କ ଆଗମନ ସୂଚାଇ ଦେଉଛି କାଶତଣ୍ଡୀ |

12-Sep-2025

ଦେବୀଙ୍କ ଆଗମନକୁ ସୂଚେଇ ଦେଉଛି କାଶତଣ୍ଡୀ ,

         ଓଡିଶା ଜଜନ ମମତ ବବ୍ୟୁରୋ,

ବର୍ତ୍ତମାନ ପାର୍ବଣ ଋତୁ  ଆରମ୍ଭହୋଇଯାଇଛି । ଆଉ ମାତ୍ର ୨ଦିନ ପରେ ମା`ଙ୍କ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇ ଯିବ  । ଏ ନେଇ ଚଳଚଞ୍ଚଳ ରହିଛି ସହର ଠାରୁ  ଗ୍ରାମାଞ୍ଚଳ | ତେବେ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ମା`ଙ୍କ ଆଗମନର ବାର୍ଭା ନେଇ ଆସିଛି କାଶତଣ୍ଡୀ । ପ୍ରକୃତି ମଧ୍ଯ କାଶତଣ୍ଡୀରେ ସଜେଇ ହୋଇ ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ଭରି ଦେଇଛି । ନଦୀପଠା,  ବିଲବାଡି, ପଡିଆ ତଥା ରାସ୍ତାକଡରେ ଗୋଛା ଗୋଛା ଧବଳ ମୁଖୀ କାଶତଣ୍ଡୀ ପବନରେ ଲହରା ଭାଙ୍ଗୁଛି ।ପ୍ରବଳ ଖରାର ଝାଂଜି ଏବଂ ଲଗାଣ ମୁଷଳ ଧାରା ବର୍ଷାର ଅବସାନ ପରେ ଏବେ କାଶ ତଣ୍ଡି ହସି ଉଠିଛି । ତାର ଏହି ସ୍ମିତହାସ୍ୟ, ଦେଖି କବି ଓ ଭାବୁକ ଆତ୍ମ ବିଭୋର ହୋଇ ଲେଖି ଚାଲିଛନ୍ତି ମନର ଭାବନା ର କଥା |  ଖାଲି ସେତିକି ନୁହଁ ଜନମାନସ ରେ ଭିନ୍ନ ଏକ ପୁଲକ ସୃଷ୍ଟି କରିବା  ସହ ନୂତନ ବିଶ୍ଵାସ ସୃଷ୍ଟି କରିଛି । ଭବିଷ୍ୟତର ନୂତନ କାର୍ଯ୍ୟ ସୂଚୀକୁ ନେଇ ଖୁବଶ୍ରୀଘ ଆଗୁଆ ହୋଇ ଝିରି ଝିରି      ସୁକ୍ଷ୍ମ କେଶୀ  କାଶତଣ୍ଡୀ ପୃଥ‌ିବୀ ପୃଷ୍ଠରେ ପଦାର୍ପଣ କରିଛି । ସତେଯେମିତି ଧରା ପୃଷ୍ଟ ରେ ସମସ୍ତଙ୍କୁ  ସ୍ଵାଗତ କରିବା ନିମନ୍ତେ ନିଜକୁ ଧଳା ଚଦରରେ ସଜେଇ ଦେଇଛି |  ଗାଁ ଗହଳିର ସାମାଜିକ ଜୀବନରେ କାଶତଣ୍ଡୀର ମହତ୍ତ୍ଵ ସବୁଠାରୁ ଅଲଗା ଆଉ ଅନନ୍ୟ । ଶୁଭ୍ର ସ୍ଵଚ୍ଛତାର ବାର୍ଭା ବହନ କରୁଥିବା ଏଇ କାଶତଣ୍ଡୀକୁ ନା କିଏ ରୋପଣ କରେ ନା କିଏ ତାର ଯନ୍ ନେଇଥାଏ । ଆପଣାଛାଏଁ ଶାରଦୀୟ ଅଭିନନ୍ଦନର ପୁଷ୍ପଗୁଚ୍ଛା ଧରି ଶରତ ଋତୁର ପ୍ରାରମ୍ଭରେ ଦେଖାଦେଇ ପୁଣି କୁଆଡେ ଉଭେଇଯାଏ । । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଗୁଆ ପଦାର୍ପଣ କରିଥିବା କାଶତଣ୍ଡୀ ମା’ଙ୍କ ଆଗମନର ବାର୍ତ୍ତା ଦେବା ସହିତ ସମଗ୍ର ପରିବେଶକୁ ବିମଳ ନିର୍ମଳ କରିବାରେ ଲାଗି ପଡିଛି ତାର ଅର୍ନୀବଚ ନୀୟ ଆନନ୍ଦ ସହ ଓ ସୁକ୍ଷ୍ମ ସ୍ୱର୍ଶ ମାନବ ସମାଜର୍ ପ୍ରେମର ବାର୍ତ୍ତା କୁ ନେଇ । ଜଞ୍ଜାଳମୟ ଜୀବନ କୁ ଉପଭୋଗ କରିବା ଆଧ୍ୟାତ୍ମିକତାରେ କିଛିସମୟ ହଜିଯିବାର ବାର୍ଭା ନେଇ  କାଶତଣ୍ଡୀ ଆଜି ପ୍ରଚୁର ଭାବେ ଫୁଟି ଉଠିଛି |   ସମାଜରେ ନୁଆ ବିଶ୍ୱାସ ନୂଆ ଆଶା ସଞ୍ଚାର କରୁଛି । ଦୁଃଖ ଯାଇ ସୁଖ ଆସିବ, ଅନ୍ଧାର ହଟିଯାଇ ଆଲୋକର ପ୍ରଭା ପ୍ରକାଶିତ ହେବ । ଏହି ଦୃଢ ପ୍ରତିଶୃତିର ଇସ୍ତାହାର ନେଇ କାଶତଣ୍ଡୀ ପଦାର୍ପଣ କରିଛି । ସିଂହବାହିନୀ ମା’ ଦୁର୍ଗା ବିଜୟ ଦଶମୀରେ ବିଜୟ ମଣ୍ଡିତ ହୋଇ ସମସ୍ତଙ୍କୁ ଦର୍ଶନ ଦେବେ । ଏହି ଆନନ୍ଦପ୍ରଦ ଶୁଭ ମୁହୁର୍ଭରେ ଅପେକ୍ଷାରେ ଜନସମାଜ ରହିଛି । ଯେଉଁ ଆଡେ ଦେଖୁଲେ କେଣ୍ଡା କେଣ୍ଡା ହୋଇ ଝୁଲୁଥିବା କାଶ ଶତଣ୍ଡୀର ର ଶୁଭ୍ର, ସ୍ଵଚ୍ଛ ରୂପ ଏକ ଉତ୍ସବମୟ ପରିବେଶ ସୃଷ୍ଟି କରୁଛି । ଏହାହିଁ ହାସ୍ୟମୟୀ ଲାସ୍ୟମୟୀ  ପ୍ରକୃତିର ଜନସମାଜର ଅବଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

News Comment

You Might Also Like

BACK TO TOP